Browsing Category

ପ୍ରମୁଖ ଖବର

ଜଳିଗଲା ମିଗ୍-୨୯ ଯୁଦ୍ଧ ବିମାନ

ଅମୃତସର : ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ୍-୨୯ଶୁକ୍ରବାର ପଞ୍ଜାବର ନୱାସହର ଅନ୍ତର୍ଗତ ଚୁହାଡ଼ପୁର ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନ ତଳକୁ ଖସିବା ପୁର୍ବରୁ ପାଇଲଟ ଏମ୍ କେ ପାଣ୍ଡେ ସୁରକ୍ଷିତ ଭାବେ ଆକାଶ ଛତା ଦ୍ୱାରା ବାହାରକୁ ଚାଲି ଆସିଥିଲେ ।ଏବେ ତାଙ୍କ ଅବସ୍ଥା
Read More...

ମାଛ ପାଟିରେ ବ୍ରାଉନ୍ ସୁଗାର

ଜଳେଶ୍ୱର: ଲକ୍ଡ଼ାଉନ୍ରେ ଅଭିନବ ଉପାୟରେ ହେଉଛି ବ୍ରାଉନ୍ ସୁଗାର ଚାଲାଣ । ମାଛ ପାଟିରେ ବ୍ରାଉନ୍ ସୁଗାର ପୁଡ଼ିଆ ଭର୍ତି କରି ଚାଲାଣ କରୁଥିବା ବେଳେ ଧରା ପଡ଼ିଛନ୍ତି ଯୁବକ । ବାଲେଶ୍ୱରରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଲକ୍ଷ୍ମଣନାଥ ସୀମାନ୍ତରୁ ଯୁବକଙ୍କୁ ଗିରଫ କରିଛ ି ଜଳେଶ୍ୱର ପୁଲିସ୍ ।
Read More...

ଶବ ସହିତ ଚିକିତ୍ସିତ ହେଉଛନ୍ତି କୋରୋନା ରୋଗୀ

ମୁମ୍ବାଇ:କରୋନା ରୋଗୀ ଚିକିତ୍ସିତ ହେଉଥିବା ୱାଡର଼୍ରେ ଗଦା ଗଦା ହୋଇ ପଡ଼ିରହିଛି ଶବ । ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି ସୋଶାଲ ମିଡ଼ିଆରେ । କୋରୋନା ରୋଗୀଙ୍କ ବେଡ଼୍ କୁ ଲାଗି ୭ଟି ଶବ ଜରି ପ୍ୟାକେଟ୍ ରେ ଘୋଡ଼ା ହୋଇ ରହିଛି । ସେଠାକୁ ଜାତାୟତ କରୁଥିବା ଲୋକ ମାନଙ୍କୁ ଏହା ଆଦୈା ବିଚଳିତ
Read More...

ବାଣ ବିସ୍ଫୋରଣ ରେ ଗଲା ଦୁଇ ଜୀବନ

ଢେଙ୍କାନାଳ:ଢେଙ୍କାନାଳ ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ଗାଁରେ ସରୋଜ କୁମାର ଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ଘରେ ଥିବା ବାଣ ବିସ୍ଫୋରଣ ହୋଇ ଛାତ ଭୁସୁଡ଼ି ପଡ଼ିଛି । ଘଟଣା ସ୍ଥଳରେ ଗ୍ରାମବାସୀ ଓ ଅଗ୍ନୀସମ ବାହୀନି ପହନ୍ଚି ଛାତ ତଳେ ଚାପି ହୋଇଥିବା ୩ଜଣ ନାବାଳକଙ୍କୁ
Read More...

ଫଳରେ ବାହାରିଲା କରୋନା ପଜିଟିଭ

ଡେ଼ାଡେ଼ାମା: କରୋନା ଭୁତାଣୁର ପରୀକ୍ଷା ପାଇଁ ଚୀନ୍ ତିଆରି କରୁଥିବା କିଟ୍ ଅତି ନିମ୍ନମାନର । ତାଞ୍ଜାନିଆ ସମେତ ଅନେକ ଦେଶ ଏହା ଉପରେ କଟକଣା ଲାଗୁ କରିଛନ୍ତି । ଚୀନ୍ ପଠାଇଥିବା କିଟ୍ ଠିକ୍ ଅଛି କି ନାହିଁ ଜାଣିବା ପାଇଁ ଏକ ଛେଳି ଓ ଫଳର ନମୁନା ସଂଗ୍ରହ କରି ଗୋପନ ରଖି ଲ୍ୟାବ୍ କୁ
Read More...

୧୨ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ

ରାୟଗଡା,ନି.ପ୍ର.: ଅଣାୟତ ହେଲାଣି ରାୟଗଡା ଜିଲ୍ଲାରେ ଡେଙ୍ଗୁ । ୪୯ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ପୁଣି ଥଲେ ୧୨ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୨ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଜଣେ ରାୟଗଡା ସଦର ମହକୁମାଠାରୁ ମାତ୍ର ୫ କି.ମି ଦୂର ସ୍ଥିତ ମାଲିଗାଁ ବୋଲି ଜଣାପଡିଛି ।
Read More...

୧୨ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ

ରାୟଗଡା,ନି.ପ୍ର.: ଅଣାୟତ ହେଲାଣି ରାୟଗଡା ଜିଲ୍ଲାରେ ଡେଙ୍ଗୁ । ୪୯ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ପୁଣି ଥଲେ ୧୨ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୨ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଜଣେ ରାୟଗଡା ସଦର ମହକୁମାଠାରୁ ମାତ୍ର ୫ କି.ମି ଦୂର ସ୍ଥିତ ମାଲିଗାଁ ବୋଲି ଜଣାପଡିଛି ।
Read More...

କୋଟାରୁ ରାୟଗଡା ଫେରିଲେ ୯ ଛାତ୍ରଛାତ୍ରୀ

ରାୟଗଡା,ନି.ପ୍ର.: ରାୟଗଡା ଜିଲ୍ଲାର ୯ ଜଣ ଛାତ୍ରଛାତ୍ରୀ ରାଜସ୍ଥାନ କୋଟାରେ ରହି କୋଚିଙ୍ଗ ନେଉଥିବା ବେଳେ କରୋନା ଯୋଗୁଁ କୋଟାରେ ଫସି ରହିଥିଲେ । ତେବେ ପ୍ରଶାସନର ହସ୍ତକ୍ଷେପ ପରେ ଏକ ସ୍ୱତନ୍ତ୍ର ବସ ଯୋଗେ ୯ ଜଣ ଛାତ୍ରଛାତ୍ରୀ ଆଜି ରାୟଗଡାରେ ପହଂଚିଛନ୍ତି । ୩ ତାରିଖ ଦିନ ୩ଟା ସମୟରେ
Read More...

ଶ୍ରୀକ୍ଷେତ୍ରରେ ନୃସିଂହ ଜନ୍ମ ଉତ୍ସବ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ନୃସିଂହ ଜନ୍ମ ଉତ୍ସବ । ବିଧି ଅନୁଯାୟୀ ଚନ୍ଦନ ଚାପରେ ଅନୁÂିତ ହୁଏ ଏହି ନୀତି । କିନ୍ତୁ କରୋନା ପାଇଁ ମନ୍ଦିର ଭିତରେ ସମାପନ ହେବ ବିଧି । ପରମ୍ପରା ଅନୁଯାୟୀ ଏହି ତିଥିରେ ରଥର କୋଣଗୁଜ ଅନୁକୁଳ ହୋଇଥାଏ । ରଥ ନିର୍ମାଣ ନେଇ ଏଯାଏ ରାଜ୍ୟ ସରକାରଙ୍କ ତରଫରୁ
Read More...

ରାସ୍ତାକଡ଼ରେ ପଡ଼ିରହିଛନ୍ତି କଳାହାଣ୍ଡିର ୨ କର୍କଟ ରୋଗୀ

କଟକ: ଚିକିତ୍ସା ଅଭାବରୁ ସ୍ଥାନୀୟ ଆଚାର୍ଯ୍ୟ ହରିହର ସ୍ନାତକୋତ୍ର କର୍କଟ ରୋଗ ପ୍ରତିÂାନର ମୂଖ୍ୟ ଫାଟକ ନିକଟରେ ପଡ଼ିରହିଛନ୍ତି କଳାହାଣ୍ଡିର ୨ କର୍କଟ ରୋଗୀ । ଏଠାରେ ବାରମ୍ବାର ଦେଖିବାକୁ ମିଳୁଛି ରୋଗୀଙ୍କ ଦୟନୀୟ ଚିତ୍ର । ଭବାନୀପାଟଣା ବିବିସିପଡ଼ାର ହରେକୃଷ୍ଣ ଦୀପ୍ (୪୦) ଙ୍କ ଅବସ୍ଥା
Read More...