Browsing Category

ପ୍ରମୁଖ ଖବର

୫-ଟି ସଚିବଙ୍କ ଗଜପତି ଗସ୍ତ

ରାୟଗଡ଼ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ୍ ଆଜି ଦୁଇ ଦିନିଆ  ଗସ୍ତରେ ଗଜପତି ଜିଲ୍ଲା  ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି । ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେ ର
Read More...

ନବୀନ ନିବାସରେ ନୀତୀଶ କୁମାର

ମେଂଟ ବିଷୟରେ କଥା ହୋଇନୁ : ନବୀନ ଭୁବନେଶ୍ୱର : ଓଡିଶା ଗସ୍ତରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆଜି ଭୁବନେଶ୍ୱର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ ବିମାନବନ୍ଦରରୁ ନବୀନ ନିବାସ ଯାଇ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ଆଲୋଚନା କରିଛନ୍ତି ।
Read More...

ଓଡ଼ିଶାରେ ଏଏସିସିଆଇର ଶୁଭାରମ୍ଭ

ଭୁବନେଶ୍ୱର : ଆନ୍ତର୍ଜାତୀୟ ଚାମ୍ବର ତଥା ଏସିଆନ୍-ଆଫ୍ରିକାନ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରୀ (ଏଏସିସିଆଇ) ଓଡ଼ିଶାର ଶୁଭାରମ୍ଭ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ହୋଟେଲ ମେ’ଫେୟାରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ ଓ ଅନ୍ୟତମ
Read More...

ଜିଲ୍ଲା ରେଡ଼କ୍ରସକୁ ସହାୟତାରେ ଜିନ୍ଦଲ ଷ୍ଟେନଲେସର ଦ୍ଵିତୀୟ ସ୍ଥାନ

ଯାଜପୁର : ମାନବ ସେବା ହିଁ ମାଧବ ସେବା | ଏହି ଉକ୍ତିକୁ ପ୍ରତିପାଦିତ କରିବାକୁ ଯାଇ ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼,କଳିଙ୍ଗନଗର, ଯାଜପୁର ପ୍ରତ୍ୟେକ ବର୍ଷ ପରି ଗତ ବର୍ଷ ମଧ୍ୟ ଜାତୀୟ ରେଡ଼କ୍ରସ ସୋସାଇଟି ଯାଜପୁର ଶାଖାକୁ ଅସହାୟମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ତା’ର ସାହାଯ୍ୟର ହାତ
Read More...

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ଦ୍ୱାରା ଶିଶୁମାନଙ୍କ ପାଇଁ ଗ୍ରୀଷ୍ମ କାଳୀନ ଶିବିର ଆୟୋଜନ

ଭୁବନେଶ୍ୱର : ଗ୍ରୀଷ୍ମ ସମୟରେ ରେଳ କର୍ମଚାରୀଙ୍କ ପିଲାମାନଙ୍କୁ ବିଭିନ୍ନ ଅବକାଶ ମୂଳକ କାର୍ଯ୍ୟରେ ନିୟୋଜିତ କରିବା ଏବଂ ବିଭିନ୍ନ ପ୍ରକାରର ସୃଜନଶୀଳ କାର୍ଯ୍ୟକଳାପ ପ୍ରଦାନ କରିବା ପାଇଁ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ଦ୍ୱାରା ରେଳ ବିହାର ଠାରେ ଶିଶୁମାନଙ୍କ ପାଇଁ ଏକ
Read More...

ଇ-ନାମ ମଣ୍ଡି ମାଧ୍ୟମରେ ଚାଷୀର ଉତ୍ପାଦିତ ସାମଗ୍ରୀ ବିକ୍ରି

ଚମ୍ପୁଆ : ସମବାୟ ବିଭାଗ ଦ୍ୱାରା ପରିଚାଳିତ ଇ-ନାମ ମଣ୍ଡି ଯୋଜନାରେ ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଟୁଳିକନା ଗ୍ରାମରେ ଚାଷୀ ବିଜୟ କୁମାର ମହାନ୍ତ ଉତ୍ପାଦିତ ବୋଇତାଳୁ ଓ କଖାରୁ ବିକ୍ରି କରି ବେଶ୍ ଲାଭବାନ ହୋଇଥିବା ଚମ୍ପୁଆ ଇ-ନାମ ମଣ୍ଡିର ସମ୍ପାଦକ ଦିଗାମ୍ବର ପ୍ରଧାନ ସୂଚନା ଦେଇଛନ୍ତି ।
Read More...

ନବରଙ୍ଗପୁରରେ ବିଶ୍ୱ ରେଡ଼କ୍ରସ ଦିବସ ପାଳନ

ନବରଙ୍ଗପୁର :  ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ  ଆଜି ନବରଙ୍ଗପୁର ଜିଲ୍ଲା ସଦରମହକୁମା ମିଶନ ଶକ୍ତି ସଭା ଗୃହରେ ପାଳନ ହୋଇଯାଇଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ବିଶ୍ୱ ରେଡ଼କ୍ରସର ପତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଫୋଟ ଚିତ୍ରରେ ପୂଜ୍ୟ
Read More...

ନିର୍ମାଣର ବର୍ଷେ ନପୁରୁଣୁ ଉଠିଲା ପ୍ରଧାନମନ୍ତ୍ରୀ ଢଳାଇ ରାସ୍ତା

ଚମ୍ପୁଆ : ଚମ୍ପୁଆ ଏନ୍.ଏ.ସି ଅନ୍ତର୍ଗତ ପାଂଚପୋଖରୀଆ ଗ୍ରାମ ମଝି ଦେଇ ଯାଉଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାର ଢଳାଇ ରାସ୍ତା ଫାଟିବା ସହିତ ପ୍ରାୟ ୧ ଫୁଟ ଉପରକୁ ଉଠି ଯାଇଛି । ଫଳରେ ଯାତ୍ରୀମାନଙ୍କୁ ଏହା ଏକ ହମ୍ପ୍ସର ଧମ ସୃଷ୍ଟି କରିଛି । ସୂଚନା ଅନୁଯାୟୀ କଇଁତା ଠାରୁ ଜଗନ୍ନାଥପୁର
Read More...

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ଦିବସ

ବ୍ରହ୍ମପୁର : ସମ୍ପର୍କରେ ନିବିଡ଼ତା ବିଶ୍ୱାସ ଆଣେ ଆଉ ବିଶ୍ୱାସ ବିନା ସମ୍ପର୍କ ଅସମ୍ପୂର୍ଣ୍ଣ । ସକାଳେ ଫୁଟି ସଞ୍ଜରେ ମଉଳି ଯାଏନି ସମ୍ପର୍କ l 15ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ରଜନୀର ନାଟକ "ପବିତ୍ର ପାପ" । ରାଉରକେଲା କଳାକାର ଏକତା ମଂଚ ତରଫରୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ
Read More...

ମଣିପୁରରୁ ଫେରିଲେ ୧୦ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର : ମଣିପୁରର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ପଢୁଥିବା ଦଶ ଜଣ ଓଡିଆ ଛାତ୍ରଛାତ୍ରୀମାନେ ଆଜି ସୁରକ୍ଷିତ ଭାବରେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଜାତିଗତ ହିଂସାରେ ଆକ୍ରାନ୍ତ
Read More...