Browsing Category

ପ୍ରମୁଖ ଖବର

ଧାନ ବିକ୍ରୀରୁ ବଞ୍ଚିତ ହେବେନି ପଞ୍ଜିକୃତ ଚାଷୀ

ଭୁବନେଶ୍ୱର : ରାଜ୍ୟରେ ଧାନ ବିକ୍ରୀରୁ କୌଣସି ପଞ୍ଜିକୃତ ଚାଷୀ ବଞ୍ଚିତ ହେବେ ନାହିଁ ବୋଲି ଆଜି ବିଧାନସଭାରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଘୋଷଣା କରିଛନ୍ତି । ଆଜି ବିଧାନସଭାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚି ଅନୁଯାୟୀ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଧାନମଣ୍ଡି
Read More...

ହୋଲିରେ ଲାଗିଲା କଟକଣା

କଟକ: ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ହୋଲି ଓ ଦୋଳ ମେଳନ ଉସôବ ଉପରେ କଟକଣା ଜାରି କରିଛନ୍ତି । ଦୋଳ ମେଳନରେ ୨୦୦ ଲୋକରୁ ଉଦ୍ଧ୍ୱର୍ ଗହଳି ନିଷିଦ୍ଧ ହୋଇଥିଲା ବେଳେ ଡାକବାଜି ଯନ୍ତ୍ର ବାଜିବା ଉପରେ କଟକଣା ଜାରି କରାଯାଇଛି । ସେହିପରି ଦୋଳ
Read More...

୨୦ଲିଟର ଦେଶୀମଦ ଜବତ, ଜଣେ ଗିରଫ

ରାମନାଗୁଡା: ଦେଶୀମଦ ଚୋରାଚାଲାଣ ଅଭିଯୋଗରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ଫାଣ୍ଡି ପୁଲିସ ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣକ ହେଲେ ମୁକୁନ୍ଦପୁର ନିକଟସ୍ଥ ଜାଗାଡାପଦର ଗ୍ରାମର ପ୍ରତାପ ଚନ୍ଦ୍ର ଲାବଲା। ଏକ ହିରୋ ବାଇକ ଯୋଗେ ମୁକୁନ୍ଦପୁରୁ ଠାରୁ ଗୁମୁଡା ଦେଶୀମଦ ବିକ୍ରି ପାଇଁ
Read More...

୨୪ ଘଣ୍ଟାରେ ୪୦ ହଜାର ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୪ ଘଣ୍ଟାରେ ୪୦ ହଜାର ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ୩୯,୭୨୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୧,୧୫,୧୪,୩୩୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୫୪
Read More...

କଟକ ସ୍ଥିତ ଘରୋଇ କଲେଜରେ ବୁଧବାର ୧୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ

କଟକ: କଟକ ଲିଙ୍କ‌ରୋଡ଼ ସ୍ଥିତ ଘରୋଇ କଲେଜରେ ବୁଧବାର ୧୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ କଲେଜରୁ ପୁଣି ୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୁରୁବାର ୭୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୧୩ ଜଣଙ୍କ ରିପୋର୍ଟ
Read More...

ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀର ଟଙ୍କପାଣି ରୋଡରେ ଶୁକ୍ରବାର ଏକ ଅଘଟଣ ଘଟିଛି। ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କର ମୃତ୍ୟୁ ହୋଇଛି। କାମ ବେଳେ ଶ୍ୱାସ ରୁଦ୍ଧ ହୋଇଯିବାରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ
Read More...

ରାଜ୍ୟରେ ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଛି। ଆଉ ୧୧୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି।ସଙ୍ଗରୋଧରୁ ୬୪, ସ୍ଥାନୀୟ ୪୬। ମୋଟ ପଜିଟିଭ ସଂଖ୍ୟା ୩,୩୮,୫୯୯କୁ ବୃଦ୍ଧି ପାଇଛି। ୩,୩୫,୯୨୩ ସୁସ୍ଥ ହୋଇ ଘରକୁ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୩ ମୃତ

ନୟାଗଡ : ନୟାଗଡ ଜିଲା ଶରଣକୁଳ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଠାରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ୨ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଓ ଗୁରୁତରଙ୍କ ପରିଚୟ ଅସ୍ପଷ୍ଟ ରହିଛି।
Read More...

କୋଭିଡ କଟକଣା ମଧ୍ୟରେ ପିପିଲି ନିର୍ବାଚନ

ଭୁବନେଶ୍ୱର: କୋଭିଡ-୧୯ କଟକଣା ମଧ୍ୟରେ ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶୁଶୀଲ କୁମାର ଲେହାନୀ କହିଛନ୍ତି । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ସେ କହିଛନ୍ତି ଯେ, କୋଭିଡ୍ ଗାଇଡ୍ଲାଇନ୍ ମାନି ଭୋଟ୍ ଗ୍ରହଣ
Read More...

ପଞ୍ଚମ ଦିନ ବି ଗୃହ ଅଚଳ କଲେ

ଭୁବନେଶ୍ୱର: ଧାନକିଣାରେ ଅବବ୍ୟସ୍ଥା ଏବଂ ବିଧାୟକଙ୍କ କ୍ଷମା ଦାବି କରି ଆଜି କ୍ରମାଗତ ପଞ୍ଚମ ଦିନପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ବିଧାନସଭାକୁ ଅଚଳ କରିଦେଇଛନ୍ତି । ଫଳରେ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ୨ଥରରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବାକୁ ବାଧ୍ୟ
Read More...