କରୋନାରୁ ଆରୋଗ୍ୟ ହେଲେ ଅଭିଷେକ ବଚ୍ଚନ
ନୂଅଦିଲ୍ଲୀ- ଦୀର୍ଘ ୨୯ ଦିନ ପରେ କରୋନାରୁ ସୁସ୍ଥ ହୋଇଛନ୍ତି ବଲିଉଡ ଅଭିନେତା ଅଭିଷେକ ବଚ୍ଚନ । ଆଜି ମଧ୍ୟାହ୍ନରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ତାଙ୍କୁ ଖୁବ୍ ଶୀଘ୍ର ଘରକୁ ପଠାଇ ଦିଆଯିବ । ଜୁଲାଇ ୧୧ରେ ଅମିତା ଓ ଅଭିଷେକ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ନାନାବତୀ!-->…
Read More...
Read More...