Browsing Category

ଦେଶ

ଟିକଟକ ବିରୋଧରେ ପ୍ରଚାର କରୁଛନ୍ତି ଟ୍ରମ୍ପ

ନୂଆଦିଲ୍ଲୀ: ଭାରତରେ ଟିକଟକ ସମେତ ୫୯ ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଆମେରିକା ବି ଟିକ୍ଟକ୍କୁ ବ୍ୟାନ୍ କରିବା ଲାଗି ବିଚାର କରୁଛି। କିଛିଦିନ ତଳେ ଆମେରିକା କହିଥିଲା ଯେ, ଯଦି ଟିକଟକ ଆମେରିକାରେ କାମ କରିବାକୁ ଚାହୁଁଛି, ତେବେ ତାକୁ ଚୀନ ସହିତ ସମ୍ପର୍କ କାଟିବାକୁ
Read More...

ପଦ୍ମଶ୍ରୀ ଫେରାଇବାକୁ କଙ୍ଗନାଙ୍କ ଚେତାବନୀ : ସୁଶାନ୍ତ ସିଂହଙ୍କ ମୃତ୍ୟୁ ପ୍ରସଙ୍ଗ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଅଭିନେତ୍ରୀ କଙ୍ଗନା ରଣାୱତ ବଲିଉଡ୍‌ର ଅନେକ ବଡ଼ ବଡ଼ ନିର୍ଦେଶକ, ପ୍ରଯୋଜକ ଏବଂ ଅଭିନେତାଙ୍କୁ ଟାର୍ଗେଟ କରିଥିଲେ। ବଲିଉଡ୍‌ରେ ନେପୋଟିଜମ (ଆତ୍ମୀୟତାବାଦ) ଯୋଗୁ ସୁଶାନ୍ତ ଆତ୍ମହତ୍ୟା କରିବା ଭଳି ପଦକ୍ଷେପ ନେଇଥିବା
Read More...

ପେଟ୍ରୋଲ ଦର ସ୍ଥିର ରହି ଡିଜେଲ ଦର ବୃଦ୍ଧି

ନୂଆଦିଲ୍ଲୀ- କ୍ରମାଗତ ଭାବେ ବଢିଚାଲିଛି ତୈଳ ଦର । ଶନିବାର ପେଟ୍ରୋଲ ଦର ସ୍ଥିତର ରହି ଡିଜେଲ ଦର ୧୭ ପଇସା ବୃଦ୍ଧି ପାଇଛି । ବର୍ଦ୍ଧିତ ଡେଜେଲ ଦର ଲିଟର ପିଛା ୮୧.୫୨ଟଙ୍କା ରହିଛି । ପୂର୍ବରୁ ଏହା ୮୧.୩୫ ଟଙ୍କା ଥିଲା । ଦିଲ୍ଲୀରେ ପେଟ୍ରୋଲ ଅପେକ୍ଷା ଡିଜେଲ ଦର ଅଧିକ ରହିଛି
Read More...

ଭକ୍ତଙ୍କୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ଦୁ୍ଇ ଦିନ ପରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଅମରନାଥ ଯାତ୍ରା । କିନ୍ତୁ ଆତଙ୍କବାଦୀମାନେ ୪୪ ନମ୍ବର ରାଜପଥରେ ଅମରନାଥ ଯାତ୍ରା ଉପରେ ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର କରୁଥିବାର ସୂଚନା ମିଳିଛି । ସେଥିପାଇଁ ସେନା ଓ ସୁରକ୍ଷାବାହିନୀଙ୍କୁ ଆଲର୍ଟ ରଖାଯାଇଛି । ଗତ ବର୍ଷ ମଧ୍ୟ
Read More...

ଜାମ୍ମୁ-କାଶ୍ମୀର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ, ଅମରନାଥଙ୍କୁ ଦର୍ଶନ କଲେ

ଶ୍ରୀନଗର: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଜାମ୍ମୁ-କାଶ୍ମୀର ଗସ୍ତ କରିବା ସହିତ ବାବା ଅମରନାଥଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ଘାଟିରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ରାଜନାଥଙ୍କ ସହିତ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ) ବିପିନ ରାୱତ ଏବଂ
Read More...

କାଭିଆର୍ ଡେ

‘କାଭିଆର୍ ଡେ’ । ଛବିଶ ପ୍ରଜାତିର ଷ୍ଟର୍ଜନ୍ ମାଛର ମଞ୍ଜିକୁ କାଭିଆର କୁହାଯାଏ । ବିଶ୍ୱର ଦୁର୍ମୂଲ୍ୟ ଖାଦ୍ୟ ପଦାର୍ଥ ଭିତରେ ଏହା ଗୋଟିଏ । ଷାଠିଏରୁ ଶହେ ବର୍ଷ ବୟସ୍କ ଇରାନିଆନ୍ ବେଲୁଗା ଷ୍ଟର୍ଜନ୍ର ମଞ୍ଜିକୁ ‘ଆଲ୍ମାସ କାଭିଆର’ କୁହାଯାଏ । ଏହା ସବୁଠୁ ମୂଲ୍ୟବାନ ହୋଇଥାଏ । ଏହା ଏକ
Read More...

କରୋନାର ନୂଆ ଲକ୍ଷଣ

ନୂଆଦିଲ୍ଲୀ- ନୂଆନୂଆ ରୂପ ବଦାଳାଉଛି ମାହାମରୀ କରୋନା । ପୂର୍ବରୁ ସ୍ୱାଦ ଜାଣି ନପାରିବା, ଘ୍ରାଣ ଶକ୍ତି କମିବା ଆଦି ଲକ୍ଷଣ ଥିଲେ କରୋନା ଆକ୍ରାନ୍ତ ବୋଲି ଜଣାପଡୁଥିଲା । କିନ୍ତୁ ଏବେ ଦେଖିବାକୁୁ ମିଳୁଛି ଯେଉଁ ମାନେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେମାନଙ୍କ ପାଟିରେ ଘା ହୋଇଛି
Read More...

ଦେଶରେ ୨୪ ଘଂଟାରେ ନୂଆ ୩୪,୮୮୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ଦିନକୁ ଦିନ ଉଦବୋଗ ଜନକ ଭାବରେ ଗତି କରୁଛି । ପ୍ରତ୍ୟେକ ଦିନ ରୋକର୍ଡ ସଂଖ୍ୟାକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଂଟାରେ ୩୪,୮୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ
Read More...

୩ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ- ଜାମ୍ମୁକାଶ୍ମୀର ଶୋଫିଆନାରେ ସୁରକ୍ଷାକର୍ମୀଙ୍କ ଏନକାଉାଂଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀଙ୍କ ଗୋପନୀୟତାକୁ ଜାଣି ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯାହାଫଳରେ ୩ ଆତଙ୍କବାଦୀ ଟଳିପଡିଛନ୍ତି ।
Read More...

ଅଗଷ୍ଟରୁ ରାମମନ୍ଦିର ନିର୍ମାଣ

ଅଯୋଧ୍ୟା: ଖୁବ ସିଘ୍ର ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ ଏ ନେଇ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଥିବା ଜଣାଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ
Read More...