କରୋନା ସହାୟତା ପାଇଁ ଭାରତକୁ ‘ଗୁଗଲ୍’ ଦେବ ୧୩୫ କୋଟି
ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଭାରତକୁ ‘ଗୁଗଲ୍’ ୧୩୫ କୋଟି ଟଙ୍କା ସହାୟତା ଦେବ ବୋଲି ଘୋଷଣା କରିଛି । କମ୍ପାନିର ଦାତବ୍ୟ ସଂସ୍ଥାନ ‘ଗୁଗଲ୍ ଡଟ୍ ଓଆର୍ଜି’ରୁ ଦୁଇଟି ଅନୁଦାନ ସମେତ ଭାରତକୁ ଏହି ଅର୍ଥରାଶି ପ୍ରଦାନ କାରାଯିବ । ଏହି ଅନୁଦାନର!-->…
Read More...
Read More...