Browsing Category

ଦେଶ

ଦେଶରେ ଚିନ୍ତା ବଢାଉଛି ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ପୁଣି ଉପରମୁହାଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପୁଣି ପ୍ରତିଦିନ ରେକର୍ଡ଼ ଭାଙ୍ଗୁଛି ଦୈନିକ ସଂକ୍ରମଣ।  ଦିନକରେ ୫୯ ହଜାର ୧୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୧ କୋଟି ୧୮ ଲକ୍ଷ ୪୬ ହଜାର ୬୫୨କୁ ବୃଦ୍ଧି ପାଇଛି।
Read More...

ମୁମ୍ବଇର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ; ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ମୁମ୍ବଇ : ମୁମ୍ବଇର ଭାଣ୍ଡୁପ୍ ଅଞ୍ଚଳରେ ଶୁକ୍ରବାର ମଲରେ ଥିବା ଏକ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିବା ଘଟଣାରେ କୋଭିଡ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏହାସହ ଅନ୍ୟ ୭୦ ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରଥମେ ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ
Read More...

ଆଜି ୨ୟ ଦିନିକିଆ

ପୁଣେ  : ଭ୍ରମଣକାରୀ ଇଂଲଣ୍ଡ ଦଳ ବିପକ୍ଷରେ ପ୍ରଥମ ଦିନିକିଆକୁ ଜିତିବା ପରେ ଏବେ ଘରୋଇ ଭାରତର ଲକ୍ଷ୍ୟ ସିରିଜ୍ ବିଜୟ ଉପରେ। ପୂର୍ବରୁ ଟେଷ୍ଟ ଓ ଟ୍ବେଣ୍ଟି୨୦ ସିରିଜ୍ ଜିତି ସାରିଥିବା ଭାରତ ଏହି ସିରିଜ୍ ହାତେଇବାକୁ ନିଶ୍ଚୟ ପ୍ରୟାସ କରିବ। ପ୍ରଥମ ଦିନିକିଆରେ ଭାରତକୁ ଏକାଧିକ ଥର ଇଂଲଣ୍ଡ
Read More...

ଆସନ୍ତାକାଲି ଆସାମ ଓ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ଗୁଆହାଟୀ/କଲକତା : ଆସାମ ଓ ପଶ୍ଚିମବଙ୍ଗରେ ଶନିବାର (ଆସନ୍ତାକାଲି) ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି। କରୋନା କଟକଣା ମଧ୍ୟରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ପୁଲିଂ ପାର୍ଟି ବିଭିନ୍ନ ସ୍ଥାନରେ ପହଞ୍ଚିବାରେ ଲାଗିଛନ୍ତି।
Read More...

ଭାରତ ବନ୍ଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ୍ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ସହ ପେଟ୍ରୋଲ ଓ ଡିଜେଲର ମୁଲ୍ୟବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ଆନ୍ଦୋଳନ ରତ ସଞ୍ଜୁକ୍ତ କିଶାନ ମୋର୍ଚ୍ଚା ଦେଶବ୍ୟାପୀ ୧୨ ଘଂଟିଆ ଭାରତ ବନ୍ଦର ଡାକରା ଦେଇଛି । ଆସନ୍ତାକାଲି ସକାଳ ୬ରୁ ସନ୍ଧ୍ୟା ୬ଟା
Read More...

ବିଦେଶକୁ ଭାରତର ଟିକା ରପ୍ତାନି ବନ୍ଦ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁଁ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ପାଉଥିବାରୁ କେନ୍ଦ୍ର ସରକାର ୬୪ଟି ବିଦେଶୀ ରାଷ୍ଟ୍ରକୁ କରୋନା ଟିକା ରପ୍ତାନି ବନ୍ଦ କରିଦେଇଛନ୍ତି । ଭାରତ ସରକାର ସଂକ୍ରମଣ ବଢୁଥିବାରୁ ଘରୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅସ୍ଥାୟୀ ଭାବେ
Read More...

୨୭ରୁ ଏପ୍ରିଲ୍ ୪ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରୁ ଏପ୍ରିଲ ୪ ମଧ୍ୟରେ ଦେଶର ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ ଗୁଡିକ ପ୍ରାୟ ୭ ଦିନ କାଳ ବନ୍ଦ ରହିବ । ମାର୍ଚ୍ଚ ୨୭ରୁ ୨୯ ତାରିଖ ଯାଏ ଲଗାତାର ୩ଦିନ ବ୍ୟାଙ୍କ ବନ୍ଦ ରହିବ । କାରଣ ୨୭ ତାରିଖ ହେଉଛି ୪ର୍ଥ ଶନିବାର । ସେହିପରି ଏହାର ପରଦିନ ରବିବାର ।
Read More...

ଦିନକରେ ୫୩ ହଜାର ପାର୍ କରୋନା

ନୂଆଦିଲ୍ଲୀ: ଦିର୍ଘ ୫ ମାସ ପରେ ପ୍ରଥମ ଥର ପାଇଁ ମହାମାରୀ କରୋନା ସଂକ୍ରମଣ ଦିନକରେ ୫୩ ହଜାର ଅତିକ୍ରମ କରିଛି । ଆଜି ଦିନକରେ ୫୩,୪୭୬ଜଣ ସଂକ୍ରମିତ ହୋଇଛନ୍ତି । ଯାହାକି ମହାମାରୀ କରୋନାର ୨୦୨୦ ଅକ୍ଟୋବର ୨୩ ତାରିଖ ପର ଠାରୁ ଦେଶରେ ପ୍ରଥମର ଥର ଲାଗି ସର୍ବାଧିକ ବୋଲି କୁହାଯାଇଛି ।
Read More...

କମିଲା ପେଟ୍ରୋଲ, ଡିଜେଲ୍

ନୂଆଦିଲ୍ଲୀ: ଦିର୍ଘ ୧ବର୍ଷ ପରେ ତଥା କ୍ରମାଗତ ୨୪ ଦିନ ଧରି ତୈଳ ଦର ବୃଦ୍ଧି ପରେ ଆଜି ପେଟ୍ରୋଲ ଓ ଡିଜ୍ଲେର ମୁଲ୍ୟ ଲିଟର ପିଛା ଯଥାକ୍ରମେ ୧୮ ଓ ୧୭ ପଇସା ହ୍ରାସ ପାଇଛି । ସୂଚନା ଯୋଗ୍ୟ ଯେ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ମୁଲ୍ୟ ଏବେ ୫୭ ଡଲାରକୁ ହ୍ରାସ ପାଇଛି ।
Read More...

“ଆଗାମୀ ୮/୧୦ ପର୍ଯ୍ୟନ୍ତ ପେଟ୍ରୋଲ-ଡିଜେଲକୁ ଜିଏସଟି ଅଧୀନକୁ ଆଣିବା ସମ୍ଭବ ନୁହେଁ”

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲକୁ ଜିଏସଟି ଅଧୀନକୁ ଆଣିବା ଲାଗି ରାଜ୍ୟଗୁଡ଼ିକ ପ୍ରସ୍ତାବ ଆଣିବା ପରେ ସରକାର ଏ ଦିଗରେ ପ୍ରସ୍ତୁତ ଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ। ଗତ ମଙ୍ଗଳବାର ସଂସଦରେ ଆର୍ଥିକ ବିଲ୍‌-୨୦୨୧ ଉପରେ ଆଲୋଚନା ସମୟରେ ସେ ଏହା କହିଥିଲେ। କିନ୍ତୁ ବୁଧବାର
Read More...