ନାଗପୁର ପରେ ଅକୋଲାରେ ଲକ୍ଡାଉନ୍, ପୁଣେରେ ନାଇଟ୍ କର୍ଫ୍ୟୁ
ଅକୋଲା: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଅକୋଲା ଜିଲାରେ ଶୁକ୍ରବାର ରାତି ୮ଟାରୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ଲକ୍ଡାଉନ୍ ସୋମବାର ଅର୍ଥାତ୍ ୧୫ ମାର୍ଚ୍ଚ ସକାଳ ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଲକ୍ଡାଉନ୍ ସମୟରେ ଜରୁରୀ ସେବା ଜାରି ରହିବ।!-->…
Read More...
Read More...