କୋଭିଡ୍ ମୁକାବିଲା କ୍ଷେତ୍ରରେ ସଫଳତା
ନୂଆଦିଲ୍ଲୀ : କୋଭିଡ୍ ମୁକାବିଲା କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ହାସଲ କରିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୭୫ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ଦେଶରେ କୋଭିଡ୍ ଆରୋଗ୍ୟ ହାର ୯୧.୬୮ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଦେଶରେ ସକ୍ରିୟ!-->…
Read More...
Read More...