Browsing Category

ରାଜ୍ୟ

ଠିକା ଶ୍ରମିକଙ୍କୁ ସମାନ କାମକୁ ସମାନ ଦରମା ଦାବିରେ ବନ୍ଦର ସଚିବଙ୍କୁ ପୋର୍ଟ ୱାର୍କର୍ସ ୟୁନିୟନର ଦାବିପତ୍ର ପ୍ରଦାନ

ପାରାଦୀପ : ପାରାଦୀପ ବନ୍ଦରରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ସମାନ କାମକୁ ସମାନ ଦରମା ଦାବୀ ହୋଇଆସୁଥିବା ବେଳେ ପାରାଦୀପ ପୋର୍ଟ ୱାର୍କର୍ସ ୟୁନିୟନ (ଏଚଏମଏସ) ର ସାଧାରଣ ସମ୍ପାଦକ ନୃସିଂହ ପ୍ରସାଦ ସେଠୀ ଏବଂ କାର୍ଯ୍ୟକାରୀ ସଭାପତି ଅନନ୍ତ କୁମାର ଦାସ ବୁଧବାର ଦିନ ବନ୍ଦରର ସଚିବଙ୍କୁ
Read More...

ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମୋକ ଅଭ୍ୟାସ

ନବରଙ୍ଗପୁର :  ଜିଲ୍ଲା ସଦରମହକୁମା ସ୍ଥିତ ମିଶନ ଶକ୍ତି ସଭାଗୃହରେ କଟକ ଜିଲ୍ଲା ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ଉଦ୍ଧାର ସୁରକ୍ଷା ବାହିନୀ (NDRF) ଏବଂ  ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ସାମୁହିକ ଅଭ୍ୟାସ  ଟେବୁଲ ଟପ ଆଲୋଚନା ଚକ୍ର ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ
Read More...

ଉପ-ନିର୍ଦେଶକ ରସାୟନ ବିଶ୍ଳେଷଣଙ୍କ କାର୍ଯ୍ୟାଳୟ ପରିସର ଜମିକୁ ଜବରଦଖଲ

ଥାନାରେ ଏତଲା ବ୍ୟାସନଗର  : ବ୍ୟାସନଗର ପୌର ପରିଷଦ ଅଧୀନସ୍ଥ ଧବଳଗିରି ସ୍ଥିତ ଲ୍ୟାବରୋଟାରି ଅଫିସ ତଥା ଉପ ନିର୍ଦେଶକ ରସାୟନ ବିଶ୍ଳେଷଣଙ୍କ କାର୍ଯ୍ୟାଳୟ ପରିସର ଜମିକୁ ଧବଳଗିରି କାଳୀପୂଜା ମନ୍ଦିର କମିଟିର ସଦସ୍ୟା ମାନେ ଜବରଦଖଲ କରିଥିବା ଘଟଣାକୁ ନେଇ ଆଜି ଲ୍ୟାବରୋଟାରି ଅଫିସ ତରଫରୁ
Read More...

ତୃଟିପୂର୍ଣ୍ଣ ପରୀକ୍ଷା କେନ୍ଦ୍ର ଚିହ୍ନଟ, ଛାତ୍ର ଛାତ୍ରୀ ହେବେ ହଇରାଣ

ନୂଆପଡା : ଓଡ଼ିଶା ସରକାର ପିଲାଙ୍କ ଭବିଷ୍ୟତ ଓ ସୁବିଧା ନିମନ୍ତେ  ଗଢ଼ି ତୋଳିଛନ୍ତି ଆଦର୍ଶ ବିଦ୍ୟାଳୟ । ପିଲା ସୁବିଧାରେ ପଢ଼ିବେ ଓ ବଢ଼ିବେ ହେଉଛି ମୂଳ ଲକ୍ଷ୍ୟ । ବର୍ତ୍ତମାନ ହେବାକୁ ଥିବା ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ଗୁଡ଼ିକର ନାମ ବାହାରି ସାରିଛି । ସୂଚନା
Read More...

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳର ପ୍ରବେଶ ପଥରେ ବାଧକ ସାଜିଛି ପିଆଇସିଟି ରେଳ ଫାଟକ

ପାରାଦୀପ : ପାରାଦୀପ ବନ୍ଦର ପଣ୍ୟ କାରବାରରେ ସଫଳତା ହାସଲ କରି ସର୍ବ ଭାରତୀୟ ବୃହତ ବନ୍ଦର ଇତିହାସରେ ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ସ୍ଥାପନ କରିଚାଳିଛି l ତେବେ ଏହି ସଫଳତା ପଛରେ ବନ୍ଦରର କର୍ମଚାରୀ, ଅଧିକାରୀ ଏବଂ ବନ୍ଦର ବ୍ୟବହାରକାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l
Read More...

ଦୁଇଦିନିଆ ଜ଼ିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

୫୬୦ ଜଣ ପର୍ଯ୍ୟାୟ କ୍ରମେ ବିଭିନ୍ନ ତାଲିମ ଓ ନିଯୁକ୍ତି ପାଇବାକୁ ଯୋଗ୍ୟ ୧୮ ଜଣଙ୍କୁ ଜିଲାପାଳ ପ୍ରଦାନ କଲେ ନିଯୁକ୍ତି ପତ୍ର ନବରଙ୍ଗପୁର : ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ଆରସିଡି ହାଇସ୍କୁଲ ପଡିଆ ଠାରେ ଜ଼ିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । 
Read More...

ଅବରୋଧ ଗତିପଥ,ବାଟବଣା ହାତୀ

ଯୋଡା : କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ଅନ୍ତର୍ଗତ କାହ୍ନୁ ପୁର ଜଙ୍ଗଲରେ ହାତୀ ପଲଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଜମିଥିଲ। । ଗ୍ରାମବାସୀଙ୍କ କହିବା ଅନୁଯାୟୀ,ସୋମବାର ରାତିରେ ଚମ୍ପୁଆ ରେଞ୍ଜ ମିରିଗଶିଙ୍ଗ। ଅଞ୍ଚଳରୁ ବୈତରଣୀ ନଦୀ ପାରି କରି  ୧୧ ଟିକିଆ ହାତୀପଲ ଆସିଥିଲେ । ସକାଳ ସମୟ
Read More...

ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନର ଜିଲ୍ଲାସ୍ତରୀୟ ବୈଠକ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସ୍ଥିତ ପାତାଳଗଙ୍ଗା ଠାରେ ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟିର ଜିଲ୍ଲା ଆବାହକ ମେଘନାଦ ଖର୍ସେଲଙ୍କ ନେତୃତ୍ୱ ରେ ବିଭିନ୍ନ ବିଷୟ ରେ ଆଲୋଚନା କରଯାଇଥିଲା।
Read More...

ଲୁମେକ୍ସ ଏବଂ ବ୍ରାଇଟ୍ ହୋମ୍ସ ଡେକୋର ଠକେଇ

ଏତଲାର ୩୦ମାସ ପରେ ବି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ବିଫଳ ଭୁବନେଶ୍ୱର : ଲୁମେକ୍ସ ଏବଂ ବ୍ରାଇଟ୍ ହୋମ୍ସ ଡେକୋର ଠକେଇ ଏବଂ ଜାଲିଆତି କିଙ୍ଗପିନ୍ ସୋନିଆ ବିରୁଦ୍ଧରେ ପ୍ରଥମ ଏଫ୍ଆଇଆର୍ ପଞ୍ଜୀକରଣର ୩୦ ମାସ ପରେ ମଧ୍ୟ ଓଡ଼ିଶା ପୋଲିସ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇ
Read More...

ରେଳ ରେକ ପଣ୍ୟ ପରିଚାଳନାରେ ପାରାଦୀପ ବନ୍ଦରର ସର୍ବକାଳୀନ ରେକର୍ଡ

ପାରାଦୀପ : ସର୍ବ ଭାରତୀୟ ବୃହତ ବନ୍ଦର ପଣ୍ୟ ପରିଚାଳନା କ୍ଷେତ୍ରରେ ପାରାଦୀପ ବନ୍ଦର ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରି ଏକ ନମ୍ବର ବନ୍ଦର ଭାବେ ପରିଗଣିତ ହେଉଥିବା ବେଳେ ଚଳିତ ଫେବୃଆରୀ ମାସ ୪ ତାରିଖ ରବିବାର ଗୋଟିଏ ଦିନରେ ୭୯ ଟି ରେଳ ରେକ ପରିଚାଳନା କରି ସର୍ବ ଭାରତୀୟ ସ୍ତରରେ ଏକ
Read More...