ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ
ଚମ୍ପୁଆ : ଗତକାଲି ଏକ ଚୋରା ଲୁହା ପଥର ବୋଝେଇ ଟ୍ରକକୁ ଜବତ କରିଛି ଚମ୍ପୁଆ ପୋଲିସ ।ପେଟ୍ରୋଲିଙ୍ଗ କରୁଥିବା ସମୟରେ ଯୋଡା ଖଣି ଅଞ୍ଚଳରୁ ଓଡି-୧୯କ୍ୟୁ-୯୯୦୯ ବାର ଚକିଆ ଟ୍ରକଟି ଲୁହାପଥର ବୋଝେଇ କରି ଝାଡ଼ଖଣ୍ଡ ରାଜ୍ୟକୁ ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଉକ୍ତ ଗାଡିଟିକୁ!-->…
Read More...
Read More...