ଶେର ବାହାଦୂର ଦେଉବା ହେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ନେପାଳ କଂଗ୍ରେସର ସଭାପତି ଶେର ବାହାଦୂର ଦେଉବା ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବେ । ନେପାଳ ସୁପ୍ରିମକୋର୍ଟ ଆଜି ଏହି ନିର୍ଦେଶ ଦେବା ସଙ୍ଗେ ସଙ୍ଗେ ୫ମାସ ମଧ୍ୟରେ ଦ୍ୱିତୀୟ ଥର ଭାଙ୍ଗିଥିବା ଲୋକସଭାକୁ ପୁନଃ ସ୍ଥାପିତ କରିଛନ୍ତି ।ଲୋକସଭା ଭାଙ୍ଗିବା ବିରୋଧରେ ମୋଟ ୩୦ଟି ରିଟ୍

ମୌସୁମୀ ଅଧିବେଶନରେ ୧୯ଟି କାର୍ଯ୍ୟ ଦିବସ

ନୂଆଦିଲ୍ଲୀ: ଆସନ୍ତା ୧୯ରୁ ଆରମ୍ଭ ହେଉଥିବା ସଂସଦର ଅଧିବେଶନ ଅଗଷ୍ଟ ୧୩ରେ ଶେଷ ହେବ । ଏଥିରେ ମୋଟ୍ ୧୯ଟି କାର୍ଯ୍ୟଦିବସ ରହିଛି ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ସୂଚନା ଦେଇଛନ୍ତି । ସାଧାରଣତଃ ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରେ ଆରମ୍ଭ ହୋଇ ସ୍ୱାଧୀନତା ଦିବସ ପୂର୍ବରୁ

ବଡ଼ଦାଣ୍ଡରେ ଏକୁଟିଆ ଜଗା

କରୋନା ମହାମାରୀର ତାଡନାରେ କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ପୁରୀ ବଡ଼ଦାଣ୍ଡରେ ରଥଯାତ୍ରା ପୂର୍ବରୁ କର୍ଫ୍ୟୁ ଜାରି କରାଯାଇଛି । କେବଳ ସେତିକି ନୁହେଁ ସମଗ୍ର ସହର ପୋଲିସ ଛାଉଣି ଭିତରେ ରହିଥିଲା ବେଳେ ମୋଟ ୬୫ ପ୍ଲାଟୁନ ଫୋର୍ସ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୧୨ଟି ଯୋନରେ ବିଭକ୍ତ ହୋଇଥିବା

ମୁଣ୍ଡ ନୁଆଁଇଲା ଟ୍ୱିଟର: ନିଯୁକ୍ତ କଲା ଆବାସିକ ଅଭିଯୋଗ ଅଧିକାରୀ

ନୂଆଦିଲ୍ଲୀ: ଶେଷରେ ଟ୍ୱିଟର ଭାରତ ସରକାଣଙ୍କର ତାଗିଦ ପରେ ମୁଣ୍ଡ ନୁଆଁଇଛି । ଟ୍ୱିଟର ଆଜି ବିନୟ ପ୍ରକାଶଙ୍କୁ ଅନ୍ତରିଣ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ କରିଛି । ଏହା ସହିତ ବିଭିନ୍ନ ମାମଲାରେ ଟ୍ୱିଟର ଆକାଉଣ୍ଟ ବିରୋଧରେ ନିଆଯାଇଥିବା କାଯ୍ୟ ଉପରେ ମାସିକ ରିପୋର୍ଟ ମଧ୍ୟ ରଖାଯାଇଛି ।

ହୀରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି । ପାରାମ୍ପରିକ ପୂଜାର୍ଚ୍ଚନା ପରେ ଆଜି ଦିନ ପ୍ରାୟ ୧୧ଟା ପରେ ପ୍ରଥମ କରି ବାମ ପଟ ୭ନଂ ସୁଇସ୍ ଗେଟକୁ ଖୋଲା ଯାଇଥିଲା । ଏହାର କିଛି ସମୟ ପରେ ୮ନଂ ସୁଇସ୍ ଗେଟକୁ ଖୋଲା ଯାଇ ବନ୍ୟାଜଳ ନିଷ୍କାସନ

ସାଆଁନ୍ତଙ୍କ ଅପେକ୍ଷାରେ ରଥ, ପଥ

ଶଙ୍କରାଚାର୍ଯ୍ୟଙ୍କୁ ଆମନ୍ତ୍ରଣ ପରମ୍ପରା ଅନୁସାରେ ରଥଯାତ୍ରା ଲାଗି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗୋବର୍ଦ୍ଧନ ପୀଠରେ ପହଞ୍ଚି ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ

ତୃତୀୟ ଲହର ଆସୁଛି

କରୋନା ମହାମାରୀ ଜେପରି ଭାବରେ ଭାରତବର୍ଷରେ ଏହାର କାୟା ବିସ୍ଥାର କରିଚାଲିଛି, ସେଥିରେ କେବେ ଏହାର ସମ୍ପୂର୍ଣ୍ଣ ନିରାକରଣ ହୋଇପାରିବ ତାହା କହିବା ମୁସ୍କିଲ । ଦିଲ୍ଲୀ ଏମ୍ସ ନିଦେ୍ର୍ଧଶକ ଗୁଲେରିୟା କହିବା ଅନୁଯାୟୀ ଏହି ତୃତୀୟ ଲହର ୬ରୁ ୮ ସପ୍ତାହ ମଧ୍ୟରେ ଆସିବା ସ୍ଥିରନିଶ୍ଚିତ । ଏପରିକି

କେନ୍ଦୁଝର ଜିଲ୍ଲାରେ ୧୬୫ ଡାକ୍ତର ପଦବି ଖାଲି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେଉଛି । ଡାକ୍ତରଖାନାରେ ଡାକ୍ତର ନଥିବାରୁ ଗ୍ରାମାଞ୍ଚଳର ଲୋକେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ବାଧ୍ୟ ହୋଇ ଗୁଣିଗାରେଡ଼ି, ଚେଙ୍କ ଚିକିତ୍ସା ଉପରେ ର୍ନିଭର କରି ଅକାଳରେ ପ୍ରାଣ

ଡିଏଲ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଗାଡ଼ି ଚାଳନା ଶିକ୍ଷଣ ଓ ଗାଡ଼ି ଚାଳନା ଅନୁମତି ପରୀକ୍ଷାକୁ ବାତିଲ୍ କରାଯାଇଥିଲା । ଯେଉଁମାନେ ଏଥିପାଇଁ ଆଗୁଆ ଦେୟ ପୈଠ କରିଥିଲେ ଏବଂ ସେମାନଙ୍କ ଗାଡ଼ି ଚାଳନା ଶିକ୍ଷଣୀୟ ଅନୁମତି(ଏଲ୍ଏଲ୍)

କେନ୍ଦୁଝରରେ ହେବ ନର୍ସିଂ କଲେଜ

ଭୁବନେଶ୍ୱର: କେନ୍ଦୁଝରରେ ୭୯୨୦ କୋଟି ଟଙ୍କା ବ୍ୟୟରେ ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ତିନି ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ ପ୍ରକଳ୍ପକୁ ଉଚ୍ଚ ସ୍ତରୀୟ ପ୍ରକଳ୍ପ ଅନୁମୋଦନ କମିଟିର ସ୍ୱୀକୃତି ପରେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି । ଚମ୍ପୁଆର