ଦେଶରେ ୫୧,୬୬୭ ସଂକ୍ରମିତ: ୧୩୨୯ ମୃତ

ନୂଆଦିଲ୍ଲୀ : ଦେଶରେ ଗତ କିଛି ଦିନରେ ଦୈନିକ କରୋନା ସଂକ୍ରମଣ ୫୦ ହଜାର ଅତିକ୍ରମ କରୁଛି । ୨୪ ଘଣ୍ଟାରେ ଦେଶରେ ଆଉ ୫୧,୬୬୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦୈନିକ ପଜିଟିଭ ହାର ୨.୯୮% ରହିଥିବା ବେଳେ ଲଗାତାର ୧୮ ଦିନ ହେବ ୫% ରୁ କମ ରହୁଛି । ଦୀର୍ଘ ଏକ ସପ୍ତାହ ହେବ

ଅଭିନେତ୍ରୀ ଐଶା ସୁଲ୍‌ତାନାଙ୍କୁ ମିଳିଲା ଆଗୁଆ ଜାମିନ

ତିରୁଅନନ୍ତପୁରମ୍‌: ରାଷ୍ଟ୍ରଦ୍ରୋହ ମାମଲା ରୁଜୁ ହୋଇଥିବା ଲକ୍ଷାଦ୍ୱୀପ ଅଭିନେତ୍ରୀ ଐଶା ସୁଲ୍‌ତାନାଙ୍କୁ ଶୁକ୍ରବାର ଦିନ କେରଳ ହାଇକୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି । ତାଙ୍କ ବିରୋଧରେ ‘ଆଇପିସି’ ଧାରା ୧୨୪ଏ ଏବଂ ୧୨୪ବି ଅଧୀନରେ ରୁଜୁ ହୋଇଥିବା ‘ଏଫ୍‌ଆଇଆର୍ର’ ବିପକ୍ଷରେ

ରାଜ୍ୟରେ ଜଣେ ଡେଲ୍ଟା ପ୍ଲସ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ମହାମରୀ କରୋନା ଦ୍ୱିତୀୟ ଲହର ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବା ବେଳେ ଆଜି ଜଣେ ଡଲ୍ଟା ପ୍ଲସ୍ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ମୃତ୍ୟୁ ସଂଖ୍ୟା ଅପରିବର୍ତିତ ରହିଛି । ଆଜି ଦିନକରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨,୯୧୨ଆକ୍ରାନ୍ତ ଚିହ୍ନଟ

ଅଧ୍ୟାପକଙ୍କୁ ୟୁଜି/ପିଜି ପରୀକ୍ଷା ଦାୟିତ୍ୱ

ଭୁବନେଶ୍ୱର: ଚଳିତ ବର୍ଷ ଅନଲାଇନରେ ୟୁଜି ଓ ପିଜି ପରୀକ୍ଷା ହେବ । ତେବେ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ଓ ପରୀକ୍ଷାର ଦାୟିତ୍ୱ ଅଧ୍ୟାପକମାନଙ୍କୁ ଦିଆଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଏନେଇ ଆଜି ବିଭିନ୍ନ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କ ସହ ଭିଡିଓ

ଦୁଇଟି ଡୋଜ୍ ଟିକା ନେଇ ୨୭୪ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ୨ଟି ଡୋଜ୍ ଟିକା ନେବାପରେ ୨୭୪ଜଣ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଦେଶର ସର୍ବୋର୍ଚ୍ଚ ଭେଷଜ ଗବେଷଣା ସଂସ୍ଥା (ଆଇସିଏମ୍‌ଆର୍‌) ପକ୍ଷରୁ କୁହାଯାଇଛି । ଟିକା ନେବାପରେ ମଧ୍ୟ କେତେ ଲୋକ କରୋନା ଆକ୍ରାନ୍ତ ହେଉଛନ୍ତି ସେନେଇ ଏକ ଅଧ୍ୟୟନ କରାଯାଇଥିଲା । ରାଜ୍ୟର

ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର !

ମୁମ୍ୱାଇ: ସାରା ଦେଶରେ ଏବେ ଡେଲଟା ପ୍ଲସ ଭେରିଆଣ୍ଟ ଚିନ୍ତା ବଢ଼ାଉଥିବାବେଳେ ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ଆଶଙ୍କା ଦେଖାଦେଇଛି । ଦୈନିକ ସଂକ୍ରମିତ ସଂଖ୍ୟା ବଢ଼ିବା ପରେ ଏପରି ଆଶଙ୍କା ବୃଦ୍ଧି ପାଇଛି । ଡେଲଟା ପ୍ଲସ ଭେରିଆଣ୍ଟ ମହାରାଷ୍ଟ୍ରରେ ଅଧିକ ସଂଖ୍ୟକ ଦେଖିବାକୁ ମିଳିଛି । ଏବେ

୨୦୨୩ ସୁଦ୍ଧା ବସ୍ତିମୁକ୍ତ ହେବ ଓଡିଶା

ଭୁବନେଶ୍ୱର: ଆସନ୍ତା ୨୦୨୩ ମସିହା ସୁଦ୍ଧା ଓଡିଶା ବସ୍ତି ମୁକ୍ତ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ରାଜ୍ୟରେ ୨୯୯୨ଟି ବସ୍ତିରେ ରହୁଥିବା ୭୦ହଜାର ଲୋକଙ୍କୁ ଖୁବ୍ ଶିଘ୍ର ପଟାଦିଆଯିବ । ଅନ୍ୟ ଜନବସସ୍ତି ଭଳି ବସ୍ତି ଅଞ୍ଚଳର ବିକାଶ ସହ ସେମାନଙ୍କ ପାଇଁ ବିଜୁଳି,

ୟୁନିଟ୍ -୧ ହାଟ ବନ୍ଦ

ଭୁବନେଶ୍ୱର: କରୋନା କଟକଣା ଉଲ୍ଲଂଘନ ଯୋଗୁଁ ବିଏମ୍‌ସି କର୍ତୃପକ୍ଷ ଆଜି ରାଜଧାନୀ ଭୁବନେଶ୍ୱର ସର୍ବବୃହତ ଦୈନିକ ହାଟ ୧ ନମ୍ବର ହାଟକୁ ଜୁଲାଇ ପହିଲା ପର୍ଯ୍ୟନ୍ତ ହାଟକୁ ବନ୍ଦ କରି ଦେଇଛନ୍ତି । ଉଭୟ ହୋଲସେଲ୍ ଓ ରିଟେଲ ବ୍ୟବସାୟୀଙ୍କ ପାଇଁ ହାଟ ବନ୍ଦ କରାଯାଇଛି । କରୋନା ସଂକ୍ରମଣ ବଢ଼ିବା

ମାଟ୍ରିକରେ ୯୭.୮୯% ପାସ୍

କଟକ: ବହୁ ଆକାଂକ୍ଷିତ ମାଟ୍ରିିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଚଳିତ ବର୍ଷ ୯୭.୮୯% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଆଜି ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ମାଟ୍ରିକ ଫଳ ଘୋଷଣା କରି କହିଛନ୍ତି ଯେ, ମୋଟ୍

ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ କର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଗାମୀ ୧୦ ଦିନ ଭିତରେ ସମସ୍ତ ରାଜ୍ୟ ଶିକ୍ଷା ବୋର୍ଡ ଦ୍ୱାଦଶ ଶ୍ରେଣୀ ପାଇଁ ମୂଲ୍ୟାଙ୍କନ ପଦ୍ଧତି ନିଷ୍ପତ୍ତି ନେବା ସହ ଜୁୁଲାଇ ୩୧ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ସୁପ୍ରିମକୋର୍ଟ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସମସ୍ତ ରାଜ୍ୟର ଶିକ୍ଷା ବୋର୍ଡକୁ