ପୋଖରୀରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ
ବାସୁଦେବପୁର: ଭଦ୍ରକ ଜିଲ୍ଲା ନାୟକାଣିଡ଼ିହି ଥାନା ବ୍ରଜାନନ୍ଦ ଗାଁରେ ପୋଖରୀରେ ବୁଡ଼ି ଦୁଇ ସଂପର୍କୀୟ ଭଉଣୀଙ୍କ ମୃତ୍ୟୁ ଘଟିଛି । ଏହି ଦୁଇ ଭଉଣୀଙ୍କ ନାଁ ବବଲି ବାରିକ ଓ ଲକ୍ଷ୍ମୀପ୍ରିୟା ଘଡ଼େଇ । ବବଲିଙ୍କୁ ୯ ବର୍ଷ ହୋଇଥିଲା । ସେହିପରି ଲକ୍ଷ୍ମୀପ୍ରିୟାଙ୍କୁ ୧୨ ବର୍ଷ ହୋଇଥିଲା ।!-->…