ଦେଶରେ ୩,୬୬,୧୬୧ ସଂକ୍ରମିତ: ୩୭୫୪ ମୃତ
ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ସଂକ୍ରମଣ ଆଜି ୫ଦିନ ପରେ ୪ଲକ୍ଷ ତଳକୁ ଖସିଛି । ଆଜି ପୁଣି ୩,୬୬.୧୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ଆଜି ଦିନକରେ ୩.୭୫୪ ଜଣ ମୃତ୍ୟୁ ବରଣ କରିଛନ୍ତି । ଦେଶରେ ଆଜି ସଂକ୍ରମଣ ୫% ହ୍ରାସ ପାଇଥିବା କୁହାଯାଇଛି । ଭାରତରେ ସମୁଦାୟ କୋଭିଡ୍!-->…