ସୁର ରାଉତରାୟଙ୍କ ସଂଗୀତ ଆଲବମ ଉନ୍ମୋଚିତ
ଭୁବନେଶ୍ୱର: ଅଳଙ୍କାର ମ୍ୟୁଜିକର ଚତୁର୍ଥ ନିବେଦନ “ଜାଣିଛି ଜୀବନେ ଆସିବୁନି କେବେ” ସଂଗୀତ ଆଜି ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଜୟଦେବ ଭବନ ସମ୍ମୁଖରେ ଉଦ୍ଘାଟନ କରିଛନ୍ତି । ଏହି ଗୀତର ଗୀତିକାର ପ୍ରକାଶ ମିଶ୍ର, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱଜିତ୍ ସ୍ୱାଇଁ ଏବଂ!-->…