ଦିନକରେ ୮୨୧୬ ପଜିଟିଭ, ୧୫ ମୃତ

ଭୁବନେଶ୍ୱର: ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଆଉ ୮୨୧୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଗୋଟିଏ ଦିନରେ ୧୫ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧାରେ ଦିନକ ମଧ୍ୟରେ ସର୍ବାଧିକ ୧୨୭୧ ଆକ୍ରାନ୍ତ ହୋଇଥିବା ବେଳେ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୫ ଜଣ ପ୍ରାଣ

କୋଟିଏ ଟଙ୍କାର ଗଞ୍ଜେଇ ଚାଲାଣ, ଜଣେ ଗିରଫ

ଲମତାପୁଟ: ଟ୍ରକ୍‌ରେ ବୋଝେଇ ହୋଇଥିଲା ପଣସ ଓ କଦଳୀ ଉପରକୁ ଦେଖିବାକୁ ସବୁ ଠିକ୍‌ଠାକ୍ ଥିଲା । କିନ୍ତୁ ଭିତରେ ଥିଲା ଗଞ୍ଜେଇ । ଏମିତି ଭାବେ ୧ କୋଟି ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ମାଛକୁଣ୍ଡ ପୋଲିସ । ଜଳାପୁଟର ଜବାଗଡ଼ରୁ ଏକ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ

୫ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ୪ ଦିନ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭବନା ରହିଛି । ଆଜି ସକାଳୁ ଟ୍ୱିଟ ସିଟିରେ ପାଗ କୋହଲା ହେବା କଟକରେ ଅଳ୍ପ ପରିମାଣରେ ବର୍ଷା ହୋଇଛି । କାଳବୈଶାଖୀ ବର୍ଷା କାରଣରୁ ପାରଦ ହ୍ରାସ ପାଇଛି । ଆସନ୍ତାକାଲି ରାଜ୍ୟରେ ୧୮ ଜିଲ୍ଳାରେ କଳାବୈଶାଖୀ

ଓଭରବ୍ରିଜରୁ ଖସିଲା ଚଳନ୍ତା ଟ୍ରେନ;୨୦ ମୃତ

ମେକ୍ସିକୋ: ମେକ୍ସିକୋରେ ଏକ ଦୁଃଖଦ ଘଟଣା ଘଟିଛି । ମେକ୍ସିକୋସିଟିର ମେଟ୍ରୋ ଟ୍ରେନ ଓଭରବ୍ରିଜ ଉପରେ ଯାଉଥିବା ସମୟରେ ହଠାତ୍ ଏହା ଖସି ପଡିଥିବା ନେଇ ଖବର ମିଳିଛି । ଓଭର ବ୍ରିଜ ଭୁଷୁଡି ପଡିବା କାରଣରୁ ଚଳନ୍ତା ଟ୍ରେନ ସଡକରେ ଖସି ପଡି ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ

୮ ସିଂହଙ୍କୁ କରୋନା

ହାଇଦ୍ରାବାଦ: ସ୍ଥାନୀୟ ହାଇଦ୍ରାବାଦ ଚିଡିଆଖାନାରେ ୮ଟି ସିଂହଙ୍କୁ କରୋନା ହୋଇଥିବା ଆଶଙ୍କା କରାଯାଇଛି । ଚିଡିଆଖାନା କତୃପକ୍ଷ ଦୁଇଟି ସିଂହଙ୍କଠାରେ କରୋନା ପଜିଟିଭ ଲକ୍ଷଣ ପ୍ରକାଶ ପାଇବା ସନ୍ଦେହ କରିବା ପରେ ଏଠାରେ ଥିବା ସବୁ ସିଂହଙ୍କ ଲାଳ ନମୁନା ପରିକ୍ଷା ପାଇଁ ପଠାଯାଇଥିବା ଜଣାପଡିଛି

ସ୍କୁଲ ମିଶ୍ରଣ ବିଜ୍ଞପ୍ତି ହାଇକୋର୍ଟରେ ରଦ୍ଦ

ଭୁବନେଶ୍ୱର: କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ପ୍ରସଙ୍ଗରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ପୂର୍ବରୁ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ୨୦ରୁ କମ ଛାତ୍ର ଥିବା ସ୍କୁଲକୁ

ଦେଶରେ କରୋନା ପଜିଟିଭ ୩ ଲକ୍ଷ ୫୭ ହଜାର ୨୨୯

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହର ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି । ଦୈନିକ ସଂକ୍ରମଣ ଲଗାତାର ୩ ଲକ୍ଷ ୫୦ ହଜାର ପାର ହେଉଛି । ଦିନକରେ ଆଉ ୩ ଲକ୍ଷ ୫୭ ହଜାର ୨୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ

ଦିଲ୍ଲୀ ସରକାରଙ୍କ ବଡ ଘୋଷଣା:୨ ମାସ ମାଗଣା ରାସନ

ନୂଆଦିଲ୍ଲୀ: କରୋନା ମହାମାରୀ କବଳରେ ପୁରା କବଳିତ ଦିଲ୍ଲୀ କେଉଁଠି ଅକ୍ସିଜେନର ଅଭାବ ତ କେଉଁଠି ମେଡିସିନ୍ ଓ ମେଡିକାଲ ବେଡର ଅଭାବ । ଏହାରି ଭିତରେ ରାଜ୍ୟସରକାରଙ୍କ ପାଖରୁ ଅନେକ କ୍ଷମତା କାଢ଼ି ନେଇ ଉପରାଜ୍ୟପାଳଙ୍କ ହାତରେ ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ଏବେ ବି ଲୋକଙ୍କ ପାଇଁ କାମ

ମେ 5 ରୁ 31 ଯାଏ ଗ୍ରୀଷ୍ମଛୁଟି ଘୋଷଣା କଲେ ସରକାର: ଅନଲାଇନ୍‌ କ୍ଲାସ୍‌ କି ପରୀକ୍ଷା କରାଯିବ ନାହିଁ

ଭୁବନେଶ୍ବର: ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ଗ୍ରାଷ୍ମଛୁଟି ଘୋଷଣା କରାଯାଇଛି । ମେ’ 5 ତାରିଖ ଠାରୁ 31 ତାରିଖ ଯାଏ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି ସରକାର । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି ।

ଉବେର ପକ୍ଷରୁ ଡ୍ରାଇଭରଙ୍କ ପ୍ରଥମ ପର୍ଯ୍ୟାୟ ଟୀକାକରଣ ପାଇଁ ୧୮.୫ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା

ଭୁବନେଶ୍ୱର: ଉବର୍ ପକ୍ଷରୁ ଆସନ୍ତା ୬ ମାସମଧ୍ୟରେ ଏହାର ପ୍ଲାଟଫର୍ମରେ ୧୫୦,୦୦୦ ଡ୍ରାଇଭର୍‌ଙ୍କ ଟୀକାକରଣକରିବା ପାଇଁ ୧୮.୫ କୋଟିଟଙ୍କା (୨.୫ ମିଲିୟନ ଡଲାର)ର ଏକ ଅଭିଯାନ ଘୋଷଣା କରାଯାଇଛି, ଏହା ମାଧ୍ୟମରେ କମ୍ପାନୀ କୋଭିଡ୍‌-୧୯ ମହାମାରୀର ୨ୟ ଲହର ବିରୋଧରେ ଭାରତର ଲଢେଇରେ ସହଯୋଗ