ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ୫ ହଜାର ୧୨୫ ଟନ୍ ଅମ୍ଳଜାନ ଯୋଗାଣ

ଭୁବନେଶ୍ୱର: ଗତ କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ୍‌ଯୋଗାଣ କାର୍ଯ୍ୟ ଜାରି ରହିଛି । ଅଦ୍ୟାବଧି ୨୮୧ଟି ଟ୍ୟାଙ୍କର ୍‌ଯୋଗେ ୫୧୨୫.୪୧୨ ଟନ୍‌ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ

ବିହାରରେ ମେ’ ୧୫ ଯାଏଁ ଲକ୍‌ଡାଉନ୍‌

ବିହାର: ବିହାରରେ ବଢ଼ି ଚାଲିଛି କରୋନା ସଂକ୍ରମଣ ଏହାକୁ ନଜରରେ ରଖି ରାଜ୍ୟ ସରକାର ମେ’ ୧୫ ଯାଏଁ ସାରା ରାଜ୍ୟରେ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ବିହାରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି । ଏହାସହ ହସ୍ପିଟାଲରେ ବେଡର ଅଭାବ ଓ ଅକ୍ସିଜେନର ଅଭାବ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା

ପରିବାର ଲୋକଙ୍କ କଥା ସହି ନପାରି ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ

ଅନୁଗୋଳ: ମହାମାରୀ କରୋନା କାଳରେ ଲୋକମାନଙ୍କୁ ସଚେତନ ରହିବା ସହିତ ଆକ୍ରନ୍ତଙ୍କୁ ହତୋତ୍ସାହିତ ନକରିବାକୁ ପରିବାର ଲୋକଙ୍କୁ ବିଶେଷଜ୍ଞମାନେ ପରାମର୍ଷ ଦେଉଛନ୍ତି । ହେଲେ ଏଥି ମଧ୍ୟରେ ଅନୁଗୋଳ ଜିଲ୍ଲାରୁ ଏକ ଅମାନବିକ ଘଟଣା ନଜରକୁ ଆସିଛି । ଗୋଟିଏ ପରିବାରର ଜଣେ କରୋନାରେ ଆକ୍ରାନ୍ତ

ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ହେଲା ଆଇପିଏଲ୍‌

ନୁଆଦିଲ୍ଲୀ: ଗତ କିଛି ଦିନ ହେବ ଅଧିକାଂଶ ଟିମ୍‌ର ଖେଳାଳିମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାକୁ ନଜରରେ ରଖି ବିସିସିଆଇ ଅନିରଦ୍ଧିଷ୍ଟ କାଳ ପାଇଁ ଆଇପିଏଲ୍‌କୁ ସ୍ଥଗିତ ରଖିଛି । ଆଇପିଏଲ୍‌ର ଗଭର୍ଣ୍ଣିଂ କାଉନ୍‌ସିଲ୍‌ ଓ ବିସିସିଆଇର ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି

ପୁଣି ସ୍ଥଗିତ ହେଲା ପିପିଲି ଉପନିର୍ବାଚନ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇ ବିପଜ୍ଜନକ ସ୍ଥିତିରେ ପହଞ୍ଚିଲାଣି । ଏହାକୁ ନେଇ ପିପିଲି ଉପନିର୍ବାଚନ କିପରି ହେବ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା । ଆସନ୍ତା 16 ତରିଖରେ ପିପିଲି ଉପନିର୍ବାଚନ କରାଯିବାକୁ ସ୍ଥିର ହୋଇସାରିଥିଲା । ହେଲେ

ହନିମୁନ୍‌ରୁ ଫେରି ଜୋଇରେ ଜଳିଲେ ନବଦମ୍ପତ୍ତି

ନୟାଗଡ଼: ନୂଆ କରି ବିବାହ କରିଥିଲେ, ଦୁହେଁ ମିଶି କେତେ କ’ଣ ସ୍ବପ୍ନ ବି ଦେଖିଥିଲେ । ଜଣେ ଅନ୍ୟ ଜଣକୁ ଭଲସେ ପରଖିବା ଆଗରୁ ସବୁକିଛି ଶେଷ କରିଦେଲା ମହାମାରୀ କରୋନା । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥି ହେବାକୁ ଯିଏ କଥା ଦେଇଥିଲା, ଅଧା ରାସ୍ତାକରୁ ତାକୁ ଛଡ଼ାଇନେଲା କାଳ

ଏସିସିବି କୋଭିଡ୍ ହସ୍ପିଟାଲ୍‌ରେ ଶଯ୍ୟା ଅଭାବ

କଟକ:: କଟକ ସହରରେ ମହାମାରୀ ସଂକ୍ରାନ୍ତଙ୍କ ସଂଖ୍ୟା ଦୈନଦିନ ବଢିଚାଲିଥିଲା ବେଳେ କଟକ ବଡ ଡାକ୍ତରଖାନା (ଏସ୍‌ସିବି)ର କୋଭିଡ୍ ହସ୍ପିଟାଲ୍‌ରେ ଶଯ୍ୟା ଅଭାବ ସୃଷ୍ଟି ହୋଇଛି । ଗତ ୫/୬ ଦିନ ହେବ ଆଇସିୟୁ ଭର୍ତି ଥିବାବେଳେ ବେଡ୍ ଅଭାବରୁ ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି । ପ୍ରାୟ

ଦେଶରେ ୨କୋଟି ମୁହାଁ କରୋନା

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ତରଙ୍ଗ ନିଜର କାୟା ବିସ୍ତାର କରି ଚାଲିଛି । ଗତକାଲି ତୁଳନାରେ ଜଣାପଡିଥିବା କରୋନା ଆକ୍ରାନ୍ତଙ୍କ ତୁଳନାରେ ଆଜି ଏଥିରେ ସାମାନ୍ୟ ହ୍ରାସ ଘଟିଛି । ଆଜି ଦିନକରେ ୩ଲକ୍ଷ ୬୮ହଜାର ୧୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ୍

ରିପୋର୍ଟିଂରୁ ଗଣମାଧ୍ୟମକୁ ନିବୃତ କରାଯାଇ ପାରିବ ନାହିଁ

ନୂଆଦିଲ୍ଲୀ: ଉଚ୍ଚ ନ୍ୟାୟାଳୟ ଦେଉଥିବା ମୌଖିକ ମନ୍ତବ୍ୟକୁ ରିପୋର୍ଟିଙ୍ଗ କରିବାରୁ ଗଣମାଧ୍ୟମକୁ ନିବୃତ କରାଯାଇ ପାରିବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି । ମାଡ୍ରାସ ହାଇକୋର୍ଟଙ୍କ ‘ନରହତ୍ୟା ମାମଲା’ଦାୟର ମନ୍ତବ୍ୟ ବିରୋଧରେ ଭାରତର ନିର୍ବାଚନ କମିସନ୍ ଦାୟର

ରାଜ୍ୟରେ ଆଉ ୮୯୧୪ ପଜିଟିଭ୍ : ୫ମୃତ

ଭୁବନେଶ୍ୱର: ରାଜ୍ୟରେ ଆଜି ଦିନକରେ ୮୯୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୫୦୮୧ ଜଣ ସ୍ଥାନୀୟ ସଂକ୍ରମିତ ଓ ୩୮୩୩ ଜଣ ସଙ୍ଗରୋଧରୁ ଚିହ୍ନଟହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ଚିହ୍ନଟ ହୋଇଥିଲା ବେଳେ ଅନୁଗୁଳରୁ ୩୩୧, ବାଲେଶ୍ୱରରୁ ୧୭୯, ବରଗଡରୁ