ରାଜ୍ୟରେ ୧୮ରୁ ୪୪ ବୟସ୍କଙ୍କୁ ଟିକାକରଣ ଆରମ୍ଭ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ତୃତୀୟ ପର୍ଯ୍ୟାୟ ତଥା ୧୮ ବର୍ଷରୁ ୪୪ ବର୍ଷ ବୟସ୍କ ନାଗରିକଙ୍କୁ ମାଗଣା କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ଆଜି ସକାଳୁ କ୍ୟାପିଟାଲ୍ ହସ୍ପିଟାଲ୍ ସମେତ ରାଜଧାନୀ ଭୁବନେଶ୍ୱରରେ ଥିବା!-->…