ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଭୁବନେଶ୍ବର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । 1987 ବ୍ୟାଚର ଏହି ଆଇଏଫ୍‌ଏସ୍‌ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ରାଜ୍ୟ ସରକାର କରିଥିବା ସୁପାରିସ୍‌ ଉପରେ

୧୦ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ମାଡି ଆସୁଛି ଆଉ ଏକ ବାତ୍ୟା । ଗତବର୍ଷର ବାତ୍ୟା ‘ଅମ୍ଫାନ’ ଭଳି ଏହା ମଧ୍ୟ ଶକ୍ତିଶାଳୀ ହେବ । ମେ’ ଦ୍ୱିତୀୟ ସପ୍ତାହ ଅର୍ଥାତ ପ୍ରାୟ ୧୩ ତାରିଖ ବେଳକୁ ଏହି ବାତ୍ୟା ଆସିପାରେ । କିଛି ମଡେଲ୍ ଏମିତି ପୂର୍ବାନୁମାନ କରିଛନ୍ତି । ଆମେରିକାର ଗ୍ଲୋବାଲ ଫୋର୍‌କାଷ୍ଠ ମଡେଲର ସୂଚନା

ମମତାଙ୍କୁ ବଧାଇ ଜଣାଇଲେ ନବୀନ

ଭୁବନେଶ୍ବର: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୁଳ କଂଗ୍ରେସ(ଟିଏମ୍‌ସି)ର ବିଜୟ ଲାଭ ହୋଇଛି । ଏନେଇ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ୍‌ କରି ବଧାଇ ଜଣାଇଛନ୍ତି । ପଶ୍ଚିମବଙ୍ଗ ବିଧାନସଭାରେ ମୋଟ୍‌ 294ଟି

ଅମ୍ଳଜାନ ଅଭାବରୁ ଚାଲିଗଲା ୨୪ ରୋଗୀଙ୍କ ଜୀବନ

କର୍ଣ୍ଣାଟକ : ଦେଶ​‌ରେ ଅମ୍ଳଜାନ ଅଭାବରୁ ପ୍ରତିଦିନ ଅନେକ ରୋଗୀଙ୍କ ଜୀବନ ଚାଲିଯାଉଛି। କିନ୍ତୁ ଡାକ୍ତରଖାନାରେ ଅମ୍ଳଜାନ ପହଞ୍ଚିବାରେ କିଛି ସମୟ ବିଳମ୍ବ ହୋଇଯିବାରୁ ୨୪ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ରବିବାର ମଧ୍ୟରାତ୍ରିରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କର୍ଣ୍ଣାଟକର

ଦିନକ ପରେ ଲାଗିବ ଲକଡାଉନ୍ , ମଦ ଦୋକାନରେ ଲାଗିଲା ଲମ୍ବା ଲାଇନ୍

ଭୁବନେଶ୍ୱର : ଦିନକ ପରେ ସାରା ରାଜ୍ୟରେ ଲାଗୁ ହେବ ଲକଡାଉନ । ଆଉ ତା ପୂର୍ବରୁ ମଦ ପାଇଁ ମଦ ଦୋକାନ ଆଗରେ ଲମ୍ବା ଲାଇନ ଲାଗିଛି । ରାଜଧାନୀର ବିଭିନ୍ନ ଫରେନ ଲିକର ସପ ଆଗରେ ମଦ କିଣିବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ୧୪ ଦିନିଆ ଲକଡାଉନ ପାଇଁ ମଦ ନିଶାରେ ଚୁର ହେବା ପାଇଁ ଭିଡ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ : ଦୈନିକ ୧୦୦୦ ଟନ୍ ତରଳ ଅମ୍ଳଜାନ ମାଗଣାରେ ଯୋଗାଉଛି

ମୁମ୍ବଇ: ସମଗ୍ର ଭାରତ କୋଭିଡ ମହାମାରୀର ଅପ୍ରତ୍ୟାଶିତ ନୂଆ ଲହରକୁ ନେଇ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୂଲ୍ୟବାନ ଜୀବନ ବଂଚାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି। ସାଂପ୍ରତିକ ସମୟରେ ସମଗ୍ର ଦେଶରେ ଅତି ଗୁରୁତର ରୋଗୀମାନଙ୍କର ଚିକିତ୍ସା ପାଇଁ

ଆଇପିଏଲ : ୨ଜଣ ଖେଳାଳୀ କରୋନା ପଜିଟିଭ୍ ,ଆଜି ହେବାକୁ ଥିବା ମ୍ୟାଚ୍ ବାତିଲ

ଆଇପିଏଲ ଉପରେ କରୋନା ମାଡ । ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲାକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବାତିଲ୍ କରାଯାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, କୋଲକାତା ନାଇଟ୍ ରାଇଡର୍ସର ଦୁଇଜଣ ଖେଳାଳୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଏପ୍ରିଲରେ ସତ୍କାର ହୋଇଛି ୨୫୦୦ ମୃତଦେହ

ମଧ୍ୟପ୍ରଦେଶ : କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ମୃତ୍ୟୁ ସଂଖ୍ୟା ବି ବଢ଼ିଚାଲିଛି। କିନ୍ତୁ ରାଜ୍ୟ ସରକାର ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି। କେବଳ ଭୋପାଳର ଗତ ଏପ୍ରିଲ ମାସର ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ମାସକ ମଧ୍ୟରେ

ହିନ୍ଦି ଚଳଚ୍ଚିତ୍ରକୁ ଆଜି ୧୦୮ ବର୍ଷ ପୂରଣ

ନୂଆଦିଲ୍ଲୀ : ହିନ୍ଦି ଚଳଚ୍ଚିତ୍ରକୁ ଆଜି ୧୦୮ ବର୍ଷ ପୂରଣ ହୋଇଛି। ୧୯୧୩ ମସିହାର ଆଜିର ଦିନର ପ୍ରଥମ ଭାରତୀୟ ଚଳଚ୍ଚିତ୍ର ରାଜା ହରିଶ୍ଚନ୍ଦ୍ର ରିଲିଜ ହୋଇଥିଲା। ସେବେ ଠାରୁ ନେଇ ଆଜି ପର୍ଯ୍ୟନ୍ତ ସିନେମା ଜଗତର ବହୁ କିଛି ପରିବର୍ତ୍ତନ ଘଟିଛି। ଦାଦା ସାହେବ ଫାଲକେ ଲଣ୍ଡନରୁ ଫେରିବା ପରେ

କରୋନା ମୁକାବିଲା ପାଇଁ ସେନାର ସହାୟତା ଲୋଡିଲା ଦିଲ୍ଲୀ

ନୂଆଦିଲ୍ଲୀ : ଦୈନିକ ନୂତନ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବୃଦ୍ଧି କାରଣରୁ ୧୦,୦୦୦ ଅକ୍ସିଜେନ୍‌ ସୁବିଧା ଥିବା ଅଣ-ଆଇସିୟୁ ଏବଂ ୧୦୦୦ ଆଇସିୟୁ ଶଯ୍ୟାବିଶିଷ୍ଟ କେତେକ କୋଭିଡ୍‌-୧୯ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ସହ ସେଗୁଡ଼ିର ଚାଳନା ଓ ପରିଚାଳନା କରିବା ନିମନ୍ତେ ଦିଲ୍ଲୀ ସରକାର ସେନାର