ଦେଶର ସବୁ ଜିଲ୍ଲାରେ ହେବ ଅକ୍ସିଜେନ୍ କେନ୍ଦ୍ର

ନୂଆଦିଲ୍ଲୀ: ଦେଖାଦେଇଥିବା ଅକ୍ସିଜେନ୍ ଅଭାବ ପୂରଣ ପାଇଁ ଦେଶର ସମସ୍ତ ଜିଲ୍ଲାରେ ଅକ୍ସିଜେନ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରୁ ଏଥିଲାଗି ଅର୍ଥ ବ୍ୟୟ ହେବ । ଦେଶର ସମସ୍ତ ଜିଲ୍ଲାରେ ଥିବା ମୁଖ୍ୟ

ଅକ୍ସିଜେନ୍ ଯୋଗାଣରେ ବାଧା ଦେଲେ ଫାଶୀ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ସଂକ୍ରମର ଉଦ୍ବେଗଜନକ ଭାବେ ବ୍ୟାପୀ ଚାଲିଥିବା ବେଳେ ଅକ୍ସିଜେନ୍ ସଙ୍କଟ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ବିଶେଷ କରି ଦିଲ୍ଲୀରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଅକ୍ସିଜେନ୍ ଅଭାବ ଯୋଗୁଁ ଅନେକ ହସ୍ପିଟାଲରେ ରୋଗୀ ପ୍ରାଣ

ବରୁଣେଇରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ପୁଣିଥରେ କ୍ରାଇମବ୍ରାଂଚ ଏସଟିଏଫ୍ ଜାଳରେ ପଡିଛନ୍ତି ବ୍ରାଉନସୁଗାର ବେପାରୀ ଓ ଏଜେଂଟ । ଖୋର୍ଦ୍ଧା ବରୁଣେଇ ରୋଡରୁ ଏସଟିଏଫ୍ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିବା ସହ ୪ ଜଣ ଏଜେଂଟଙ୍କୁ ଧରିଛି । ସେମାନଙ୍କଠାରୁ ୧ କେଜି ୫୦ ଗ୍ରାମ ବ୍ରାଉନସୁଗାର, ନଗଦ ୫ ଲକ୍ଷ ୩୦ ହଜାର

ଭାରତକୁ ସ୍ୱାସ୍ଥ୍ୟସେବା କର୍ମୀ ଯୋଗାଇଦେବ ଆମେରିକା

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ସଂକ୍ରମଣ ପ୍ରବଳ ହେବାରୁ ଯୁକ୍ତରାଷ୍ଟ୍ର ଆମେରିକା ଗଭୀର ଚିନ୍ତା ପ୍ରକଟ କରିଛି ଓ ଭାରତ ସରକାରଙ୍କୁ ତୁରନ୍ତ ଅତିରିକ୍ତ ସହାୟତା ସହ ସ୍ୱାସ୍ଥ୍ୟସେବା କର୍ମୀ ଯୋଗାଇ ଦେବା ପାଇଁ ଯୋଜନା କରିଥିବା କଥା ଶନିବାର ଦିନ ହ୍ୱାଇଟ୍ ହାଉସ୍ର ଜଣେ ମୁଖପାତ୍ରୀ

ଗୋଟିଏ ଜୁଇରେ ମା’ ଓ ପୁଅ

ଅସୁସ୍ଥ ଜ୍ୱାଇଁଙ୍କୁ ଦେଖିବାକୁ ଯାଉଥିଲେ । ହେଲେ ବାଟରେ ଘଟିଲା ଦୁର୍ଘଟଣା । ପ୍ରଥମେ ଗଲା ପୁଅର ଜୀବନ । ତା’ପରେ ଗଲା ତାଙ୍କ ଜୀବନ । ଆଉ ଗାଁରେ ମୃତଦେହ ପହଂଚିବା ପରେ ଏକା ସାଙ୍ଗରେ ଜଳିଥିଲା ମା’ ପୁଅଙ୍କୁ ଜୁଇ । ଏମିତି ଏକ ଘଟଣା ଅନୁଗୋଳ ଜିଲ୍ଲା କିଆକଟା ଥାନା ଧୁଢ଼ିଆପଢ଼ା ଗାଁରେ ।

ରାଜ୍ୟକୁ ବହୁ ବିମାନ ଉଡାଣ ବାତିଲ୍

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଅନ୍ତଃରାଜ୍ୟ ବସ୍ ସେବା ବନ୍ଦ କରିଦିଆଯାଇଛି । ଏବେ ବି ଟ୍ରେନ୍ ଓ ବିମାନ ଯାତାୟାତ କରୁଛି । ହେଲେ ବିମାନରେ ଯାତ୍ରୀ ହେଉନାହାନ୍ତି । ଅଧିକାଂଶ ବିମାନରେ ଯାତ୍ରୀ ହେଉନଥିବାରୁ ବିମାନ ସଂସ୍ଥାଗୁଡ଼ିକ ଏବେ ବହୁ ବିମାନ ଉଡ଼ାଣ

ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୫% ବଢ଼ିଛି

ଭୁବନେଶ୍ୱର: ଆଜି ବିଶ୍ୱ ମ୍ୟାଲେରିଆ ଦିବସ । ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଏପ୍ରିଲ ୨୫ ତାରିଖରୁ ଏହାକୁ ବିଶ୍ୱବ୍ୟାପୀ ପାଳନ କରାଯାଉଛି । ଚଳିତବର୍ଷ ବିଶ୍ୱ ମ୍ୟାଲେରିଆ ଦିବସର ବିଷୟବସ୍ତୁ ରହିଛି ‘ଶୂନ୍ୟ ମ୍ୟାଲେରିଆ ଲକ୍ଷରେ ପହଂଚିବା’ । ରାଜ୍ୟରେ କ୍ରମାଗତ ଭାବେ ମ୍ୟାଲେରିଆ

କଳାହାଣ୍ଡିରେ ୧୬ ହଜାର ପ୍ରବାସୀ ଶ୍ରମିକ ଫେରିବା ପାଇଁ ନାମ ପଞ୍ଜିକରଣ

ଭବାନୀପାଟଣା: କରୋନା ଦ୍ୱିତୀୟ ଲହର ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ନାଇଟ୍ କର୍ଫ୍ୟୁ, ସଟଡାଉନ ଓ ଲକ୍ଡାଉନ୍ ମଧ୍ୟ ଜାରି କରାଯାଉଛି । ଏଭଳି ସ୍ଥିତିରେ ପୁଣି ଥରେ ବଢୁଛି ପ୍ରବାସୀ ଓଡିଆ ଶ୍ରମିକଙ୍କ ଦୁଃଖ । ଗତ ବର୍ଷର ଲକ୍ଡାଉନ ଭୟ ମନରୁ ଯାଇ ନଥିବା ବେଳେ ପୁଣି ଥରେ କାମ ହରାଇବା ଯୋଗୁଁ

୧୦୦ ଦିନରେ ୧୪କୋଟି ଟିକାକରଣ

ନୂଆଦିଲ୍ଲୀ: ଦେଶରେ ଆଜି କୋଭିଡ୍ ପ୍ରତିଷେଧକ ଟିକାକରଣକୁ ୧୦୦ ଦିନ ପୂରଣ ହୋଇଥିବା ବେଳେ ୧୪ କୋଟି ୮ଲକ୍ଷ ୨ହଜାର ୭୯୪ ଜଣ ଟିକା ନେଇଛନ୍ତି । ଦେଶର ବିଭିନ୍ନ ଅଞ୍ଚଳରେ ଥିବା ୩୪ ହଜାର ୬୬୮ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୩ହଜାର ୨୨୯ଟି ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟିକାକରଣ

ଖୋର୍ଦ୍ଧା ଜିଲ୍ଲାର ହାଇସ୍କୁଲ ରୂପାନ୍ତକରଣ ଭିଜନ୍ ଡକ୍ୟୁମେଂଟ ଉନ୍ମୋଚନ

ଖୋର୍ଦ୍ଧା : ୫-ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଖୋଦ୍ଧା ଜିଲ୍ଲାର ହାଇସ୍କୁଲ ଟ୍ରାନ୍ସଫରମେସନ(ବିଦ୍ୟାଳୟ ରୁପାନ୍ତରଣ) କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଭିଜନ ଡକ୍ୟୁମେଂଟ ଉନ୍ମୋଚନ କରିଛନ୍ତି । ଅତ୍ୟାଧୁନିକ ଭିତିଭୁମି ସୁବିଧା ସହିତ ବିଦ୍ୟାଳୟ ପରିବେଶରେ