ସ୍ଥାନାନ୍ତର ହେବ ଭୁବନେଶ୍ୱରର ପ୍ରମୁଖ ହାଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣ ଅଧିକ ବଢ଼ୁଥିବାରୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମ୍ସି) ଭୁବନେଶ୍ୱରରେ ଥିବା ପ୍ରମୁଖ ହାଟ ଗୁଡ଼ିକୁ ସ୍ଥାନାନ୍ତର କରିବାକୁ ନିଷ୍ପତି ନେଇଛି । ସ୍ଥାନାନ୍ତର ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେବ । ପ୍ରମୁଖ ହାଟ ଗୁଡ଼ିକ

ନୂଆ କରୋନା ଔେଷଧ ଭିରାଫିନ୍‌କୁ ଅନୁମତି ଦେଲା ଭାରତ

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହର ଦିନକୁ ଦିନ ସାରା ଦେଶର ଲୋକମାନଙ୍କ ଚିନ୍ତା ମଢ଼ାଇବାରେ ଲାଗିଛି । ଏଥିରେ ଆାକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାରେ ଅକ୍ସିଜେନ୍‌ର ଅଭାବ ପରିଲକ୍ଷିତ ହେଉଛି । ଏପରି ସ୍ଥଳେ କୋଭିଡ୍‌ ରୋଗୀଙ୍କ ଚକିତ୍ସା ପାଇଁ ଆାବଶ୍ୟକୀୟ

ଉତ୍କଳ ବିଶ୍ୱବିଦ୍ୟାଳୟରେ କରୋନା ସଚେତନତା ଅଭିଯାନ

ଭୁବନେଶ୍ୱର: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏଟ୍ ୟୁନିଟ୍, ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ) ପକ୍ଷରୁ ବାଣୀବିହାର କ୍ୟାମ୍ପସ ମଧ୍ୟରେ ଏକ କରୋନା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏବଂ

ଟୁଇନ୍ ସିଟି ସଟଡାଉନକୁ ନେଇ ପୋଲିସ କମିଶନରଙ୍କ ପ୍ରେସମିଟ

ଭୁବନେଶ୍ୱର: ଆସନ୍ତାକାଲିଠୁ ଟୁଇନ୍ ସିଟିରେ ଲାଗୁ ହେବାକୁ ଯାଉଛି ସଟଡାଉନ୍ । ଏନେଇ ଆଜି ଜନସାଧାରଣଙ୍କୁ ସତର୍କ କରାଇବା ସହିତ ନିୟମ ଅନୁପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପୁଲିସ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ । ପାକାବନ୍ଦୀ କରି ପୁଲିସ ଅଫିସରମାନେ ଚେକିଂ ଜୋରଦାର କରିବେ । ତେଣୁ

ଭୁବନେଶ୍ୱରରେ ରାପିଡ ରେସ୍ପନସ ଟିମ୍ ସଂଖ୍ୟା ୩୯କୁ ବୃଦ୍ଧି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଂଚଳରେ ଆରଆରଟି ବା ରାପିଡ ରେସ୍ପନସ ଟିମ୍ ସଂଖ୍ୟା ବୃଦ୍ଧି ପରାଯାଇଛି । ବର୍ତମାନ ବିଏମସିର ୬୭ଟି ୱାର୍ଡ ପାଇଁ ୩୯ଟି ଆରଆରଟି ଟିମ ଗଠିତ ହୋଇଛି ବୋଲି ବିଏମସିର ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି । ତିନୋଟି ଜୋନ୍ ପାଇଁ

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପ୍ରବୀଣ ଜନନାୟକ, ସାହିତି୍ୟକ, ସଂପାଦକ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ୬ତମ ଭକ୍ତିପୁତ ଶ୍ରଦ୍ଧାଳି ସଭା ଆୟୋଜନ କରାଯାଇଛି । ସଂଘର ସଭାପତି ଡଃ ପ୍ରକାଶ

କୋଭିଡ ପାଇଁ ଘରୋଇ ହସ୍ପିଟାଲରେ ସଂରକ୍ଷିତ ରହିବ ୫୦% ଶଯ୍ୟା

ଭୁବନେଶ୍ୱର: ଏଣିକି କୋଭିଡ ପାଇଁ ଘରୋଇ ହସ୍ପିଟାଲରେ ୫୦ପ୍ରତିଶତ ବେଡ୍ ସଂରକ୍ଷିତ ରହିବ । ତେବେ ୩୦ରୁ ଅଧିକ ବେଡ ଥିବା ହସ୍ପିଟାଲରେ ଏହି ନିୟମ ଲାଗୁ କରାଯିବ । ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ

୧୮ବର୍ଷ ବୟସ ନାଗରିକଙ୍କୁ ଟିକା : ୨୮ତାରିଖରୁ ପଞ୍ଜିକରଣ

ନୂଆଦିଲ୍ଲୀ : ୧୮ବର୍ଷ ବୟସରୁ ଅଧିକ ବର୍ଷର ନାଗରିକମାନଙ୍କୁ କୋଭିଡ ପ୍ରତିଷେଧକ ଟିକା ଦେବା ପାଇଁ ଚଳିତମାସ ୨୮ତାରିଖରୁ ପଞ୍ଜିକରଣ ଆରମ୍ଭ ହେବ । ସମସ୍ତ ଯୋଗ୍ୟ ନାଗରିକମାନେ କୋ-ୱିନ ପୋଟାଲ cowin.gov.in.ରେ ପଞ୍ଜୀକରଣ କରିପାରିବେ । ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ କୋଭିଡ୍‍ ଟିକାକରଣ

ସୁପ୍ରିମକୋର୍ଟଙ୍କ କୋଭିଡ ମାମଲାର ଶୁଣାଣି

ନୂଆଦିଲ୍ଲୀ: ଭାରତରେ କୋଭିଡ ସଙ୍କଟର ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଭୁମିକାକୁ ନେଇ ଜନସ୍ୱାର୍ଥ ମାମଲାର ଶୁଣାଣିରେ କୋର୍ଟଙ୍କୁ ସହଯୋଗ କରିବା ନିମନ୍ତେ ‘ଆମିକସ୍ କ୍ୟୁରି’ ଭାବେ ଆଡଭୋକେଟ ହରିଶ ସାଲଭେ ଏଥିରୁ ଓହରିଜିବାକୁ ନିବେଦନ କରିଛନ୍ତି । ସେ ତାଙ୍କ ଆବେଦନରେ କହିଛନ୍ତି

ସପ୍ତାହନ୍ତ ସଟଡାଉନରେ ଘଣ୍ଟାଏ କୋହଳ

ଭୁବନେଶ୍ବର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଛି ସପ୍ତାହନ୍ତ ସଟ୍‌ଡାଉନ୍‌। ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌। ତେବେ ଉଭୟ ଦିନ ସକାଳେ ଘଣ୍ଟାଏ ଲେଖାଏଁ କୋହଳ ମିଳିବ ବୋଲି ଶୁକ୍ରବାର ସୂଚନା ମିଳିଛି। ମର୍ଣ୍ଣିଂ ୱାକ୍‌ ଓ ସାଇକ୍ଲିଂ ପାଇଁ ସକାଳ ୫ଟାରୁ ୬ଟା