ହିମାଚଳରେ ବର୍ଷା, ବରଫପାତ; ରାଜପଥ ଅବରୋଧ

ଶିମଳା: ହିମାଚଳ ପ୍ରଦେଶର ଅଧିକାଂଶ ସ୍ଥାନରେ ଗତ ୨୪ ମଧ୍ୟରେ ଭୀଷଣ ବର୍ଷା, କୁଆପଥର ବୃଷ୍ଟି ସହିତ ବରଫପାତ ହୋଇଛି। ଏହି ସମୟ ମଧ୍ୟରେ ଶିମଳାରେ ୮୩ ମିଲିମିଟର ବର୍ଷା ହୋଇଥିବା ଜଣାଯାଇଛି, ଯାହା ଏପ୍ରିଲରେ ଗୋଟିଏ ଦିନରେ ଏହା ସର୍ବାଧିକ ବୃଷ୍ଟିପାତ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର

ମୋଦୀଙ୍କୁ କେଜ୍ରିୱାଲଙ୍କ ନିବେଦନ: ବିମାନରେ ଆଣନ୍ତୁ ଅକ୍ସିଜେନ୍‍, ପ୍ଲାଣ୍ଟରେ ନିୟୋଜିତ ହୁଅନ୍ତୁ ସେନା

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରକୋପରେ ଏବେ ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ସମେତ ଅନେକ ରାଜ୍ୟର ହସ୍ପିଟାଲଗୁଡ଼ିକରେ ଅକ୍ସିଜେନର ଅଭାବ ଦେଖାଦେଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା

କାନାଡା ସରକାରଙ୍କ ବଡ ନିଷ୍ପତ୍ତି; ମାସକ ପାଇଁ ଭାରତ ଓ ପାକିସ୍ତାନରୁ ଯାତ୍ରୀବାହୀ ବିମାନ ମନା

ଓଟାୱା: ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି କାନାଡା ସରକାର ଭାରତରୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବିମାନ ଉପରେ ୩୦ ଦିନ ପାଇଁ କଟକଣା ଲଗାଇଛନ୍ତି। ଏଥିସହିତ ମାସକ ପାଇଁ ପାକିସ୍ତାନରୁ ସମସ୍ତ ଯାତ୍ରୀବାହୀ ବିମାନର ଉଡାଣ ଉପରେ ପ୍ରତିବନ୍ଧକ

ରାଜ୍ୟରେ ବର୍ତ୍ତମାନ ଟ୍ରିପଲ ମ୍ୟୁଟେଣ୍ଟ ଚିହ୍ନଟ ହୋଇଥିବା ଜଣାପଡି ନାହିଁ

ଭୁବନେଶ୍ୱର: ଆମ ରାଜ୍ୟରେ ବର୍ତ୍ତମାନ ଟ୍ରିପଲ ମ୍ୟୁଟେଣ୍ଟ ଚିହ୍ନଟ ହୋଇଥିବା ଜଣାପଡି ନାହିଁ । ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡରେ ଚିହ୍ନଟ ହୋଇଛି । ଏହି ନୂଆ ଭୁତାଣୁ ଶିଘ୍ର ବ୍ୟାପୁଛି । ଏହି ନୂଆ ଭୁତାଣୁକୁ କୋଭିଡ ଟିକା ରୋକିବା କି ନାହିଁ ତାର ଅନୁଧ୍ୟାନ ଚାଲିଛି । ଦ୍ୱିତୀୟ ଡୋଜ୍ ନେବା

ଓଡ଼ିଶା ସମେତ ସମଗ୍ର ଦେଶରେ ବଦଳିବ ବ୍ୟାଙ୍କ ସମୟ

ନୂଆଦିଲ୍ଲୀ: ଓଡ଼ିଶା ସମେତ ସମଗ୍ର ଦେଶରେ ବଦଳିବ ବ୍ୟାଙ୍କ ସମୟ । ଦୃତ ଗତିରେ ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଙ୍କ ସମୟରେ ପରିବର୍ତ୍ତନ କରିବାକୁ ଇଣ୍ଡିଆନ୍ ବ୍ୟାଙ୍କ୍‌ସ ଆସୋସିଏସନ (ଆଇବିଏ) ପକ୍ଷରୁ ବ୍ୟାଙ୍କଗୁଡିକୁ ପରାମର୍ଶ ଦିଆଯାଇଛି । ବ୍ୟାଙ୍କ ସମୟ ଦିନ ୧୦ଟାରୁ

ମେ ୧୩ ରେ ରିଲିଜ୍ ହେବ ଭାଇଜାନଙ୍କ ଫିଲ୍ମ ‘ରାଧେ ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟ୍ରେଲର । ଏଥିରେ ସଲମାନ୍‌ ଦିଶାଙ୍କୁ କିସ୍‌ କରିଥିବା ଦେଖିବାକୁ ମିଳିଛି । ଏଥିସହ ଟ୍ରଲରରେ ଦମଦାର୍‌ ଆକ୍ସନ ସହ ଡାଏଲଗ୍‌ ମଧ୍ୟ ରହିଛି । ଏହି ଟ୍ରେଲର୍‌ରେ ସଲମାନ ଖାନ୍‌ ଏକଦମ୍‌ ଆକ୍ସନ ଅନ୍ଦାଜରେ

ମୋଦୀଙ୍କ ସହ କଥାହେଲେ ନବୀନ; ଅକ୍ସିଜେନ୍ ଯୋଗାଇବାରେ ସହଯୋଗ କରିବ ଓଡ଼ିଶା

ଭୁବନେଶ୍ୱର: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ ଯୋଗେ କଥା ହୋଇଛନ୍ତି । ଦେଶର କୋଭିଡ୍ ସ୍ଥିତିକୁ ନେଇ ମୋଦୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, କୋଭିଡ୍ ବର୍ତ୍ତମାନ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଛି । ଜାତୀୟ

ଶୁକ୍ରବାର ରାତିରୁ ନାଇଟକର୍ଫ୍ୟୁ ; ସୋମବାର ଭୋର ପର୍ଯ୍ୟନ୍ତ ଲାଗୁ କଟକଣା

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର କଟକଣା ଲାଗୁ କରାଯାଇଛି। ଦୀର୍ଘ ଏକ ସପ୍ତାହ ହେବ ନାଇଟକର୍ଫ୍ୟୁ ଜାରି କରାଯାଇଥିବା ବେଳେ ଆସନ୍ତା ଶନିବାରରୁ ସପ୍ତାହନ୍ତ ସଟଡାଉନ ବ୍ୟବସ୍ଥା ଲାଗୁ କରାଯିବ। ମାତ୍ର

ପୁଣି ବଦଳିଲା ପିପିଲି ଉପନିର୍ବାଚନ ତାରିଖ

ଭୁବନେଶ୍ୱର: ପିପିଲି ଉପନିର୍ବାଚନକୁ ନେଇ ସମସ୍ତଙ୍କ ମନରେ ଦ୍ୱନ୍ଦ ଥିବା ବେଳେ ପୁଣି ଥରେ ବଦଳିଛି ଭୋଟିଂ ତାରିଖ । ପୂର୍ବରୁ ମେ ୧୩ ତାରିଖ ଭୋଟ୍ ଗ୍ରହଣ କରାଯିବାକୁ ଘୋଷଣା କରାଯାଇଥିଲା । ହେଲେ ୧୩ ରେ ଇଦ୍‌-ଉଲ୍‌-ଫିତର ପଡ଼ୁଥିବାରୁ ନିର୍ବାଚନ କମିସନ୍ ଭୋଟ ଗ୍ରହଣ ତରିଖକୁ ପରିବର୍ତ୍ତନ

ଭାରତୀୟ ସମାଜ ରେ ନାରୀର ଗୁରୁତ୍ୱପୂର୍ଣ ଭୂମିକା : ଅମିତ କଲେଜର ଚେୟାରମ୍ୟାନ

ଭୁବନେଶ୍ୱର : ଭାରତୀୟ ସଭ୍ୟତା ବିଶ୍ୱର ଅନ୍ୟତମ ପ୍ରାଚୀନ ସଭ୍ୟତା ଗତ ସାଢ଼େ ପାଞ୍ଚବର୍ଷ ହଜାର ବର୍ଷ ଧରି ଏହା ପ୍ରାଚ୍ୟ ଭୂଖଣ୍ଡ ନାମରେ ପରିଚିତ ଥିଲା । ଗତ ସାଢ଼େ ପାଞ୍ଚ ହଜାର ବର୍ଷ ଧରି ଏହାର ଲିଖିତ ସାହିତ୍ୟ ରହିଥିଲେ ମଧ୍ୟ ଏହି ସଭ୍ୟତା ତା ଠାରୁ ଅଧିକ ପୁରୁଣା ଏହି ସଭ୍ୟତାରେ ନାରୀର