+୨ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ବର: ମାଟ୍ରିକ୍‌ ବୋର୍ଡ଼ ପରୀକ୍ଷା ବାତିଲ କଲ, ତେବେ ଆମକୁ କାହିଁକି ଦ୍ବନ୍ଦ୍ବରେ ରଖି ସମସ୍ୟାରେ ପକାଉଛ। ଆମ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଉ। ଏଭଳି ଦାବିରେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି +୨ ଛାତ୍ରଛାତ୍ରୀ। ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଛାତ୍ରଛାତ୍ରୀମାନେ ପରୀକ୍ଷା ବାତିଲ

ଝରାଫୁଲ ହତ୍ୟାର ପର୍ଦ୍ଦାଫାଶ: ୩୦ ହଜାର ଟଙ୍କା ପାଇଁ ମାରିଥିଲା ରାକେଶ

ଭୁବନେଶ୍ଵର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୁଲିସ। ୩୦ ହଜାର ଟଙ୍କା ପାଇଁ ଝରାଫୁଲଙ୍କୁ ତାଙ୍କ ପୁରୁଷ ବନ୍ଧୁ ଷଡ଼ଯନ୍ତ୍ର କରି ହତ୍ୟା କରିଥିବା ପୁଲିସ କହିଛି। ଏହି ଘଟଣାରେ ପୁଲିସ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ବାଇଁ ସମେତ ୩

ଶ୍ରୀଲଙ୍କାରେ ଅଟକିଥିବା ଚୀନ ଜାହାଜରୁ ମିଳିଲା ପରମାଣୁ ପଦାର୍ଥ

କଲୋମ୍ବୋ: ଶ୍ରୀଲଙ୍କାର ଏକ ବନ୍ଦରରେ ଅଟକିଥିବା ଚୀନ ଜାହାଜରୁ ପରମାଣୁ ପଦାର୍ଥ ମିଳିବା ପରେ ଶ୍ରୀଲଙ୍କାରେ ଆତଙ୍କ ସୃଷ୍ଟି ହୋଇଛି। ଶ୍ରୀଲଙ୍କା ସରକାର ତତ୍କାଳ କଡ଼ା ପଦକ୍ଷେପ ନେଇ ଜାହାଜଟିକୁ ତୁରନ୍ତ ବନ୍ଦର ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି। ଶ୍ରୀଲଙ୍କା ନାଭିକିୟ ଉର୍ଜା ପ୍ରାଧିକରଣର

ପୃଥିବୀ ଦିବସ (ଅରର୍ଥ ଡେ) ଅବସରରେ ଗୁଗଲର ସ୍ୱତନ୍ତ୍ର ଡୁଡଲ

ନୂଆଦିଲ୍ଲୀ : ସର୍ଚ୍ଚ ଇଞ୍ଜିନ ଗୁଗଲ ପ୍ରତ୍ୟେକ ସ୍ୱତନ୍ତ୍ର ଅବସରରେ ଡୁଡଲ ପ୍ରସ୍ତୁତ କରିଥାଏ। ଗୁଗଲ ଆଜି ଅର୍ଥାତ ୨୨ ଏପ୍ରିଲରେ ପୃଥିବୀ ଦିବସ (ଅରର୍ଥ ଡେ)ର ଅବସରରେ ଏକ ବିଶେଷ ଡୁଡଲ ପ୍ରସ୍ତୁତ କରିଛି। ଡୁଡଲ ଉପରେ କ୍ଲିକ୍‍ କରିବା ମାତ୍ରେ ଏକ ଭିଡିଓ ଚାଲୁଛି। ଏଥିରେ ଏକ ସ୍ୱତନ୍ତ୍ର

ଚିନ୍ତା ବଢାଇଲା ଟ୍ରିପଲ ମ୍ୟୁଟାଣ୍ଟ ‘ବେଙ୍ଗଲ ଷ୍ଟ୍ରେନ’

କୋଲକାତା: ସାରା ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିବାବେଳେ ଟ୍ରିପଲ ମ୍ୟୁଟାଣ୍ଟ ‘ବେଙ୍ଗଲ ଷ୍ଟ୍ରେନ’ ବୈଜ୍ଞାନିକମାନଙ୍କର ଚିନ୍ତା ବଢାଇ ଦେଇଛି। ଗତ ମାସରେ ଭାରତରେ ଡବଲ ମ୍ୟୁଟାଣ୍ଟ (ବି.୧.୬୧୭) ଷ୍ଟ୍ରେନ ଚିହ୍ନଟ ହେବାପରେ ସଂପ୍ରତି ଏହି

ଗିରଫ ହେଲେ ହାଇଦରକୁ ଜଗିଥିବା କନଷ୍ଟେବଳ ମୌସିମ

କଟକ: ଏସସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟାର ସେଖ୍ ହାଇଦର ଫେରାର ହେବା ମାମଲାରେ ଅଉ ୨ଜଣ ଗିରଫ ହୋଇଛନ୍ତି । ମଙ୍ଗଳବାର କଟକ ମଙ୍ଗଳାବାଗ ପୋଲିସ୍ ଏମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଫେରାର ଦିନ ଡ୍ୟୁଟିରେଥିବା କନଷ୍ଟେବଳ ମହମ୍ମଦ ମୌସିମ ଓ ସମ୍ବଲପୁର ଜେଲର ଜଣେ

ଡିଏଲ, ଏଲଏଲ ଟେଷ୍ଟ ବାତିଲ

ଭୁବନେଶ୍ୱର: ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କତୃପକ୍ଷ(ଏସଟିଏ) ପକ୍ଷରୁ ସମସ୍ତ ଲର୍ଣ୍ଣର୍ସ ଲାଇସେନ୍ସ(ଏଲଏଲ) ଓ ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ଟେଷ୍ଟକୁ ଅନର୍ଦ୍ଧିଷ୍ଟ କାଳ ପାଇଁ ବାତିଲ କରିଛନ୍ତିି । ଏପି୍ରଲ ୨୨ତାରିଖରୁ ରାଜ୍ୟରେ ଏଲଏଲ ଓ ଡିଏଲ ଟେଷ୍ଟ

୧୩ କୁମ୍ଭମେଳା ଫେରନ୍ତା କରୋନା ଆକ୍ରାନ୍ତ

କଟକ: ଉତରାଖଣ୍ଡର ହରିଦ୍ୱାରରେ ଅନିଷ୍ଟିତ କୁମ୍ଭମେଳାରୁ ଫେରିଥିବା କଟକର ୧୩ ଜଣ ଭକ୍ତ କରୋନା ଆକ୍ରାନ୍ତ ହୋଇଛନ୍ତି । ହରିଦ୍ୱାରୁ ଫେରିଥିବା ଭକ୍ତମାନଙ୍କ ୩୦ଟି ନମୁନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ରେଳ ଷ୍ଟେସନରେ ଯାଂଚ ବେଳେ

ରାହୁଲଙ୍କୁ କରୋନା

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ କରୋନା ହୋଇନ୍ତି । ସେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା । ଏହା ପରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ, ଯାହାର ରିପୋର୍ଟ ପଜିଟିଭ

ଦେଶରେ ଲକ୍ଡାଉନ୍ ହେଲେ ୨% ଖସିବ ଜିଡିପି

ମୁମ୍ବଇ: ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ର କରିବା ଲାଗି ଯଦି କେନ୍ଦ୍ର ସରକାର ରାଷ୍ଟ୍ରବ୍ୟାପୀ ଲକ୍ଡାଉନ୍ ଲାଗୁ କରନ୍ତି, ତେବେ ଦେଶର ଜିଡିପି (ମୋଟ ଘରୋଇ ଉତ୍ପାଦ)୨ ପ୍ରତିଶତ ଖସିଯିବ ବୋଲି ଆମେରିକାର ଏକ ବ୍ରୋକରେଜ କମ୍ପାନୀ ବୋଫା ସିକୁ୍ୟରିଟିଜ ପକ୍ଷରୁ ପ୍ରକାଶିତ ରିପୋର୍ଟରେ