ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି, ମେ ୧୩ରେ ଭୋଟଗ୍ରହଣ

ଭୁବନେଶ୍ଵର: ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୋମବାର ଏହି ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ୨୬ ତାରିଖକୁ ନାମାଙ୍କନପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ୨୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବା ସହିତ ୨୯

ଟାଇଗରଙ୍କୁ ଟକ୍କର ଦେବେ ଦିଶା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପଟାନି। ନିଜ ସୌନ୍ଦର୍ୟ୍ୟ ଏବଂ ଫିଟ୍ନେସ୍ ପାଇଁ ବି-ଟାଉନ୍ରେ ବେଶ୍ ଜଣାଶୁଣା। ସେ ସୋଶାଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ। ପ୍ରତିଦିନ ତାଙ୍କର କିଛି ନା କିଛି ଭିଡିଓ ସାମ୍ନାକୁ ଆସିଥାଏ। ନିକଟରେ ଏଭଳି ହିଁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ

କରୋନାରେ ଆଖି ବୋଜିଲେ ଆଉ ଜଣେ ସାମ୍ବାଦିକ

ବଲାଙ୍ଗିର: ଗତ ୧୬ ତାରିଖ ବଲାଙ୍ଗିର ଜିଲ୍ଲାର ଜଣେ ବରିÂ ସାମ୍ବାଦିକ ଜତିଶ ଖମାରୀଙ୍କ କରୋନାରେ ମୃତ୍ୟୁ ଘଟିଛି । ସେ ପାଟଣା ଗଡ଼ରେ ଏକ ଦୈନିକ ଖବର କରଗଜରେ ଗତ ୨୫ ବର୍ଷ ଧରି ସାମ୍ବାଦିକତା କରିଆସୁଥିଲେ । ଲୋକଙ୍କୁ ସଚେତନ କରିବା ପାଇଁ ସଦା ତତ୍ପର ରହି କରୋନା ସଂର୍ପକରେ ଖବର ସଂଗ୍ରହ

ଜେଲରେ ଥିବା କଏଦୀଙ୍କ ଠାରୁ ଟଙ୍କା, ମୋବାଇଲ୍ ଓ ପେନଡ୍ରାଇଭ୍ ଜବତ

ଜୟପୁର: ରବିବାର କୋରାପୁଟ ଜିଲ୍ଲା ଜୟପୁର ଉପ-କାରାଗାରରେ ଏସ୍‌ପି ବରୁଣ ଗୁଣ୍ଠପାଲିଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉ ବେଳେ ଜେଲ୍‌ରେ ଥିବା କିଛି ବିଚାରାଧୀନ କଏଦୀଙ୍କ ଠାରୁ ୧୮,୨୦୬ ଟଙ୍କା, ଗୋଟିଏ ମୋବାଇଲ୍ ଫୋନ୍‌, ଗୋଟିଏ ପେନ୍‌ଡ୍ରାଇଭ୍, ତିନି ସେଟ୍ ଡମ୍ବଲ୍‌,

ରାହୁଲଙ୍କ ସମସ୍ତ ନିର୍ବାଚନ ସଭା ବାତିଲ

ନୂଆଦିଲ୍ଲୀ,: କରୋନାଭାଇରସ୍ ସଂକ୍ରମର ମାମଲା ବଢି ଚାଲିଥିବା ବେଳେ ବିଶାଳ ନିର୍ବାଚନ ପ୍ରଚାର ରାଲି କରୁଥିବା ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିବାର କିଛି ଘଂଟା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗ ପାଇଁ ନିର୍ଦ୍ଧାରିତ ତାଙ୍କର ସମସ୍ତ ସାଧାରଣ ସଭା

ପିଇଓଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ନକ୍ସଳ ହିଂସା ଥମିବାର ନା ନେଉ ନାହିଁ । ଛତିାଗଡର କୌଣସି ନା କୌଣସି ଜିଲ୍ଲାରେ ନକ୍ସଲ ହିଂସା ଘଟାଇବାରେ ସଫଳ ହେଉଛନ୍ତି । ଗତକାଲି ରାତିରେ ନାରାୟଣପୁର ଜିଲ୍ଲାର ଆବୁଝମାଡ ଅରଛା ବ୍ଲକର ପୋଚାବାଡ ପଞ୍ଚାୟତର ପିଇଓ ହରକ

କୋଭିଡ୍ ହସ୍ପିଟାଲ୍‌ରେ ନିଆଁ : ୫ ଜୀବନ୍ତ ଦଗ୍ଧ

ରାୟପୁର: ଛତିଶଗଡର ରାୟପୁରରେ ଥିବା ଏକ ଘରୋଇ କୋଭିଡ୍ ହସ୍ପିଟାଲ୍‌ରେ ନିଆଁ ଲାଗିଯିବା ଫଳରେ ୫ଜଣ କରୋନା ରୋଗୀଙ୍କର ମୃତ୍ୟ ହୋଇଛି । ରାୟପୁର ଜିଲ୍ଲାର ବରିଷ୍ଠ ପୋଲିସ୍ ଅଧିକାରୀ ଅଜୟ ଯାଦବଙ୍କ କହିବା ମୁତାବକ ରାୟପୁର ସହରର ପାଚପେଡି ନାକା ଅଞ୍ଚଳରେ ଥିବା ରାଜଧାନୀ ହସ୍ପିଟାଲରେ ଶନିବାର

ଝାଡଖଣ୍ଡ ରାଜ୍ୟପାଳଙ୍କୁ କରୋନା

ରାଞ୍ଚି: ଶନିବାର ଦିନ ଝାଡଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ କରୋନା ପଜିଟିଭ୍ ହୋଇଥିବା କଥା ରାଜଭବନରେ ଜଣେ ଡାକ୍ତର କହିଛନ୍ତି । ସେ କହିଛନ୍ତି ଆର୍‌ଟି-ପିସିଆର୍ ପରୀକ୍ଷା ବେଳେ ନମୁନା ପଜିଟିଭ୍ ଆସିବା ପରେ ରାଜ୍ୟପାହଳ କୋଭିଡ-୧୯ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତାଙ୍କୁ

୨ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିଲା

ନୂଆଦିଲ୍ଲୀ: ଦେଶରେ ଯେତେବେଳେ କୋଭିଡ୍ ଟିକାର ଘୋର ଅଭାବ ସେତେବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‘ଟିକା ମହୋତ୍ସବ’ ପାଳନ କରିବାକୁ ପରାମର୍ଶ ଦେଲେ । ହେଲେ ୪ଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ ଟିକା ମହୋତ୍ସବ’ ପାଳନ କରିବା ପରେ ଏବେ ସବୁ ରାଜ୍ୟକୁ ଘାରିଛି ନିଅଂଟିଆ ଟିକାର ସମସ୍ୟା ।

ବାଲେଶ୍ୱରରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ବେଶ୍ କିଛି ଦିନର ବ୍ୟବଧାନରେ ରାଜ୍ୟକୁ ପୁଣି ଫେରୁଛି ତାତି । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଉତାପ ବଢିବ । ଭୁବନେଶ୍ୱର, ଅନୁଗୁଳ, ଢେଙ୍କାନାଳ, ସହିତ ପଶ୍ଚିମ ଓଡିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶା ସବୁଠାରୁ ଅଧିକ ଉତପ୍ତ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ମତ