ଟିକାର ଅଭାବ ନାହିଁ: ହର୍ଷ ବର୍ଦ୍ଧନ
ନୁଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣକୁ ଯୋରଦାର କରାଯାଇଛି । ସଡିଶା ସମେତ କିଛି ରାଜ୍ୟରେ ଟିକାର ଅଭାବ ଦେଖାଦେଇଛି, ଯାହା ‘ଳରେ ଟିକାକରଣରେ ବାଧାସଅଷ୍ଟି ହେଉଛି । ଏପରିକି ଅନେକ ଟିକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି ।!-->…