୨୪ ଘଣ୍ଟାରେ ୨ଲକ୍ଷ ୧୭ ହଜାରକରୋନା ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ : ଦେଶରେ କରୋନାର ୨ୟ ତରଙ୍ଗ ହୁ ହୁ ହୋଇ ବୃଦ୍ଧି ପାଇବା ସହ ନିଜର କାୟାର ବିସ୍ତାର କରି ଚାଲିଛି। ୨୪ ଘଣ୍ଟାରେ ୨ଲକ୍ଷ ୧୭ହଜାର ଟପିଛି ନୂଆ ପଜିଟିଭ ସଂଖ୍ୟା। ୨,୧୭,୩୫୩ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ବେଳେ ମୋଟ ପଜିଟିଭ ସଂଖ୍ୟା ୧,୪୨,୯୧,୯୧୭କୁ ବୃଦ୍ଧି ପାଇଛି।!-->…