ରାଜଧାନୀରେ ବଢୁଛି ସଂକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଗତକାଲି ୧୭୧ ଜଣ ଆକ୍ରାନ୍ତ ଚିହ୍ନଟ ହାଇଥିବା ବେଳେ ଆଜି (ରବିବାର)୧୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୪୫ ଜଣ କ୍ୱାରେଂଟାଇନ୍ ରେ ଥିବା

ଟିକା ଅଭାବରୁ ୯୦୦ କେନ୍ଦ୍ର ବନ୍ଦ

ଭୁବନେଶ୍ୱ: ଗତକାଲି ରାଜ୍ୟରେ ୧,୧୩,୫୬୩ ଜଣ ଲୋକଙ୍କର ଟିକାକରଣ କରାଯାଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୪,୨୯,୭୦୩୨ ଲୋକଙ୍କୁୁ ଟିକା ଦିଆଯାଇସାରିଲାଣି ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେ ଆହୁରି କରିଛନ୍ତି ଯେ, ଗତକାଲି ଆମକୁ ଢେଇ ଲକ୍ଷ

ପଶ୍ଚିମବଙ୍ଗ ନିର୍ବାଚନ – କୁଚ୍‍ବିହାରରେ ୭୨ ଘଣ୍ଟିଆ ପ୍ରବେଶ କଟକଣା

ପଶ୍ଚିମବଙ୍ଗର ହିଂସାଗ୍ରସ୍ତ କୁଚ୍‍ବିହାର ଜିଲ୍ଲାରେ ଆଗାମୀ ୭୨ ଘଣ୍ଟା ପାଇଁ ରାଜନେତାମାନଙ୍କ ପ୍ରବେଶ ଉପରେ ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଏଭଳି କଟକଣା ଜାରି କରାଯାଇଛି। ପ୍ରଥମେ ୪୮ଘଣ୍ଟା ପାଇଁ ଏହି କଟକଣା ଲାଗୁ କରାଯାଇଥିବା ବେଳେ ପରେ

ବିରଳ ଶିଶୁକନ୍ୟା ଜନ୍ମ

କେନ୍ଦ୍ରାପଡା ଜିଲ୍ଲାର ଏକ ଘରୋଇ ନର୍ସିଙ୍ଗ ହୋମରେ ଏକ ବିରଳ ଶିଶୁକନ୍ୟା ଜନ୍ମ ଗ୍ରହଣ କରିଛି। ରାଜନଗର କଣି ଗ୍ରାମର ଜନୈକ ଦମ୍ପତ୍ତି ରଶ୍ମିତା ପରିଡା (ଛଦ୍ମନାମ) ଏହି ଶିଶୁକୁ ଜନ୍ମ ଦେଇଛନ୍ତି। ଶିଶୁକନ୍ୟାଟି ଏବେ ସୁସ୍ଥ ଥିବା ଜଣାପଡିଛି।

ଚୋର ଫେରାଇ ଦେଲା ମୂର୍ତ୍ତି!

ତମାଣ୍ଡୋ: ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଏକ ମନ୍ଦିର ନିକଟରୁ ୨ଟି ପିତ୍ତଳ ମୂର୍ତ୍ତି ତମାଣ୍ଡୋ ଥାନା ପୁଲିସ ଜବତ କରିଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତମା​ଣ୍ଡୋ ପେଟ୍ରୋଲ ପମ୍ପ ନିକଟସ୍ଥ ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଜଗନ୍ନାଥ ମନ୍ଦିରରେ

ଦିନକରେ ଦେଢ ଲକ୍ଷ ଟପିଲା ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ଓ ମୃତକଙ୍କ ସଂଖ୍ୟା । ଗତକିଛିଦିନ ମଧ୍ୟରେ ୧ ଲକ୍ଷରୁ ଅଧିକ ଦୈନିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟାରେ ୧ଲକ୍ଷ ୫୨ ହଜାର ୮୭୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା

ହାଇଦର ସୁରକ୍ଷା ଦାୟିତ୍ବରେ ଥିବା ୬ ପୁଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟର ସେଖ୍‌ ହାଇଦର ଫେରାର ହେବା ଘଟଣାରେ ପୁଲିସ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ କର୍ମଚାରୀଙ୍କ ଅବହେଳା ଯୋଗୁ ଏପରି ଘଟଣା ଘଟିଥିବା ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଭାଗୀୟ

ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ନବମ ଶ୍ରେଣୀ ପରୀକ୍ଷା କେବେ ହେବ, ସେ ସମ୍ପର୍କରେ ଆସନ୍ତା ୩୦ ତାରିଖ ପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ ଦାଶ କହିଛନ୍ତି, ଛାତ୍ରଛାତ୍ରୀମାନେ ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦିଅନ୍ତୁ ବୋଲି ରାଜ୍ୟ

ସୈନ୍ୟ ପ୍ରତ୍ୟାହାର ପାଇଁ ମନା କଲା

ଭାରତ ଏବଂ ଚୀନ ମଧ୍ୟରେ ସୀମାରେ ଉତ୍ତେଜନା ହ୍ରାସ କରିବା ଲାଗି ଉଦ୍ୟମ ଚାଲିଛି। ଏଥିପାଇଁ ଦୁଇ ଦେଶ ମଧ୍ୟରେ ସୈନ୍ୟ ସ୍ତରୀୟ ଆଲୋଚନା ଜାରି ରହିଛି। ପୂର୍ବ ଲଦାଖର କିଛି ସ୍ଥାନରୁ ଚୀନ ଏବଂ ଭାରତ ନିଜ ସୈନ୍ୟଙ୍କୁ ପଛକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏବେ ପୁଣି ଚୀନ ନିଜର ଅସଲ ରୂପ

ସାରା ଦେଶରେ ଆରମ୍ଭ ହେଲା ‘ଟିକା ଉତ୍ସବ’

କରୋନା ମୁକାବିଲା ପାଇଁ ଚାରିଦିନିଆ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ‘ଟିକା ଉତ୍ସବ’ ଆଜିଠାରୁ ସାରା ଦେଶରେ ଆରମ୍ଭ ହୋଇଛି। ଏହି ଗଣ ଟିକାକରଣ ଉତ୍ସବ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଗତ ଗୁରୁବାର ଦିନ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ସମୟରେ ଗଣ ଟିକାଦାନ କାର୍ଯ୍ୟକ୍ରମ ଟିକା