ଜାମ୍ମୁ କାଶ୍ମୀରରେ ୭ ଆତଙ୍କବାଦୀ ନିପାତ
ଶ୍ରୀନଗର: ଶୁକ୍ରବାର ଦିନ ଜାମ୍ମୁ କାଶ୍ୱୀରର ଶୋପିଆନ ଏବଂ ତ୍ରାଲ ଅଞ୍ଚଳରେ ପୃଥକ ପୃଥକ ଘଟଣାରେ ୭ଜଣ ଆତଙ୍କବାଦୀଙ୍କର ପ୍ରାଣହାନି ଘଟିଛି। ସେମାନଙ୍କ ମଧ୍ୟରେ ଅଲ୍ କାଏଦା ପ୍ରୋତ୍ସାହିତ ଆତଙ୍କିଗୋଷ୍ଠୀ ଅନସର ଘଜୱତ-ଉଲ-ହିନ୍ଦର ମୁଖ୍ୟ ଇମତିୟାଜ ଶାହ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି।!-->…