ଟିକା ଅଭାବରୁ ୪୦୦ କେନ୍ଦ୍ର ବନ୍ଦ
ଭୁବନେଶ୍ୱର: ରାଜ୍ୟରେ ୪୫ବର୍ଷରୁ ଉଦ୍ଧ ବୟସ୍କକଙ୍କୁ ଟିକାକରଣ ଅଭିଯାନ ଯୋରଦାର ଚାଲିଥିଲା ବେଳେ ଟିକା ଅଭାବରୁ ୪୦୦ ଟିକା କରଣ କେନ୍ଦ୍ର ବନ୍ଦ ହୋଇଯାଇଛି । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଟିକା ନପହଞ୍ଚିଲେ ରାଜ୍ୟରେ ଟିକାକରଣ ଠକ୍ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି । ତେବେ ତୁରନ୍ତ!-->…