ମାନବିକତାର ପରିଚୟ ଦେଇଛନ୍ତି ଭାରତୀୟ ଯବାନ

ସୀମାରେ ମୁତୟନ ଭାରତୀୟ ଯବାନମାନେ ପୁଣି ଥରେ ମାନବିକତାର ପରିଚୟ ଦେଇଛନ୍ତି। ଭୁଲରେ ଭାରତ ସୀମାକୁ ଚାଲି ଆସିଥିବା ଜଣେ ପାକିସ୍ତାନୀ ନାବାଳକକୁ ଯବାନମାନେ ପାକିସ୍ତାନକୁ ଫେରାଇ ଦେଇଛନ୍ତି। ତେବେ ତା’କୁ ଖାଲି ହାତରେ ଛାଡ଼ି ନାହାନ୍ତି। ଯବାନମାନେ ପିଲାଟିକୁ ଚକୋଲେଟ୍‌ ଦେଇ ସ୍ନେହ ଆଦର କରି

ହାତୀ ଆକ୍ରମଣରେ ମହିଳା ମୃତ

ଭୁବନେଶ୍ୱର : ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ଅନ୍ୟ ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଆଜି ଭୋର ସମୟରେ ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ମଳିପଡାର ରାମଚଣ୍ଡି ଗାଁରେ ଘଟିଥିବା ଜଣାପଡିଛି। ମୃତ ମହିଳା ଜଣଙ୍କ ହେଲେ ମଞ୍ଜୁଲତା ବେହେରା। ଘଟଣାରେ

ବିଜେପି ପ୍ରାର୍ଥଙ୍କ ଗାଡିରେ ‘ଇଭିଏମ୍’: ୪ ନିର୍ବାଚନ କର୍ମଚାରୀ ନିଲମ୍ବିତ

ଗୌହାଟି: ଆସାମରେ ଗତକାଲି ମତଦାନ ପରେ ବିଜେପି ପ୍ରାର୍ଥୀଙ୍କ ଗାଡ଼ିରେ ‘ଇଭିଏମ୍’ ନେଇ ଯାଇଥିବା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଦୁଇଜଣ ସରକାରୀ କର୍ମଚାରୀଙ୍କୁ ଆଜି ନିର୍ବାଚନ କମିସନ୍ ନିଲମ୍ବନ କରିଛି । ଏହାଛଡ଼ା, ଆସାମର ରତବାରି ଆସନର ସମ୍ପୃକ୍ତ ମତଦାନ କେନ୍ଦ୍ରରେ ସାନି ଭୋଟ୍ ଗ୍ରହଣ

ଝାରସୁଗୁଡାରେ ତିନି ସପ୍ତାହ ପାଇଁ ସାପ୍ତାହିକ ହାଟ ବନ୍ଦ

ଝାରସୁଗୁଡା: ଦେଶରେ ଏବଂ ରାଜ୍ୟରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଝାରସୁଗୁଡା ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟ ବନ୍ଦ ରହିବ । ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦରଖିବାକୁ ଜିଲ୍ଲା ପ୍ରଶାସନ ନିସ୍ପତି ନେଇଛି । ଜିଲ୍ଲାରେ କରୋନା

ପ୍ରେସର ଦେଉଥିବା ବେଳେ ଚକ ଫାଟି ଜଣେ ମୃତ

ପୁରୀ: ପୁରୀର ଅଠରନଳାରେ ଏକ ଅଘଟଣ ଘଟିଯାଇଛି । ଟ୍ରାକ୍ଟର ଚକରେ ପ୍ରେସର ଦେଉଥିବା ବେଳେ ଚକ ଫାଟି ଟ୍ରାକ୍ଟର ଚାଳକଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ସଦର ଥାନା ଚାରିନଳା ନିକଟସ୍ଥ କୃପାସାଗର ପାଟଣା ଗାଁର ଅକ୍ଷୟ ଜେନା । ସୂଚନା ଅନୁଯାୟୀ ଆଜି ସକାଳେ ଅକ୍ଷୟ ଟ୍ରାକ୍ଟର ଧରି ଚକରେ

ଜିଏସଟି ଆଦାୟ ୧ଲକ୍ଷ ୨୫ ହଜାର କୋଟି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଲକଡାଉନ ଲାଗୁ ହେବା ଫଳରେ ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିଲା ବେଳେ । ଗତ ମାର୍ଚ୍ଚରେ ୧ ଲକ୍ଷ ୨୩ ହଜାର ୯୦୨ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି । ଦେଶରେ ଜିଏସଟି ଲାଗୁ ହେବା

ଆଣ୍ଡାମାନରେ ନା ରଖିଲେ ଓଡ଼ିଆ ପୁଅ

ଭୁବନେଶ୍ୱର: ଆଣ୍ଡାମାନରେ ନା ରଖିଲେ ଓଡ଼ିଆ ପୁଅ ରାମ ପ୍ରସାଦ। ‘ସୋନର ଗ୍ରୁପ୍ ଅଫ୍ କମ୍ପାନୀ’ର ମୁଖ୍ୟ ତଥା ଜଣେ ଓଡ଼ିଆ ଉଦ୍ୟୋଗପତି ହେଉଛନ୍ତି ପୁରୁଣା ଭୁବନେଶ୍ୱର ରାମେଶ୍ୱର ପାଟଣାର ରାମ ପ୍ରସାଦ ମୁଦୁଲି। ସେ ଆଣ୍ଡାମାନ ନିକୋବରର ପୋର୍ଟବ୍ଲେୟାର ଠାରେ ଏକ ନୂତନ ଯାତ୍ରୀବାହୀ ଜାହାଜ

କନ୍ଧମାଳରେ ମେଡିକାଲ କଲେଜର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ

ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଫାଇଭ-ଟି ସଚିବ ଭି. କେ. ପାଣ୍ଡିଆନ୍ ଫୁଲବାଣୀରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣର ଅଗ୍ରଗତି ସମୀକ୍ଷା କରିଛନ୍ତି। ମେଡିକାଲ କଲେଜର ଅଗ୍ରଗତି ସମୀକ୍ଷା ଅବସରେରେ ପ୍ରକଳ୍ପର ଠିକ ସମୟରେ ନିର୍ମାଣ ପାଇଁ ନିର୍ମାଣ ସାମଗ୍ରୀର

ବାଘଛାଲ ଜବତ, ୨ ଗିରଫ

ବୋଲଗଡ଼: ଖୋର୍ଦ୍ଧା ଜିଲା ବୋଲଗଡ଼ ଅଞ୍ଚଳରୁ ବାଘ ଛାଲ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ସ୍ପେସାଲ୍‍ ଟାସ୍କ ଫୋର୍ସ(ଏସଟିଏଫ୍‍)। ଗିରଫ ଦ୍ୱୟ ନୟାଗଡ଼ ଜିଲାର ସୁଧୀର ବେହେରା ଓ ସୁବାଷ ଚନ୍ଦ୍ର ବେହେରା ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ, ବେଆଇନ ଭାବେ ବାଘଛାଲ ବିକ୍ରୟ ହେବା ନେଇ କୌଣସି

ପ୍ରଚାର ବେଳେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ

ପିପିଲି: ପିପିଲିରେ ନିର୍ବାଚନୀ ପ୍ରଚାର ତୀବ୍ର ହେଉଥିବା ବେଳେ ଆଜି ରାଜନୈତିକ ହିଂସା ଘଟିଛି।  ପିପିଲି ବ୍ଲକ ସହଜପୁର୍ ପଞ୍ଚାୟତ ଅନ୍ତର୍ଗତ ରାଇଗୁରପୁର ଗ୍ରାମରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିର୍ବାଚନୀ ପ୍ରଚାର କରୁଥିବା ବେଳେ ବିଜେପି କର୍ମକର୍ତ୍ତା ଚିତ୍ତରଞ୍ଜନ ନାୟକଙ୍କ