ପୁଣେର ମାର୍କେଟରେ ଅଗ୍ନିକାଣ୍ଡ

ପୁଣେ : ମହାରାଷ୍ଟ୍ର ପୁଣେର କ୍ୟାମ୍ପ ଅଞ୍ଚଳରେ ଫ୍ୟାଶନ ଷ୍ଟ୍ରିଟରେ ମାର୍କେଟରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଶନିବାର ଖବର ମିଳିଛି। ନିଆଁ ଲାଗିବା ମାତ୍ରେ ମାର୍କେଟରେ ପ୍ରବଳ ଧୂଆଁ ଦେଖାଯାଇଥିଲା। ଖବର ପାଇ ଦମକଳ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଦ୍ବିତୀୟ ଦିନିକିଆ: ୪ ୱିକେଟ୍‌ ହରାଇ ବିଜୟ ହାସଲ କଲା ଇଂଲଣ୍ଡ

ପୁଣେ: ଦ୍ବିତୀୟ ଦିନିକିଆରେ ୬ ୱିକେଟ୍‌ରେ ହାରିଲା ଭାରତ। ପ୍ରଥମେ ବ୍ୟାଟିଂ କରି ୩୩୭ରନ୍‌ ଟାର୍ଗେଟ୍‌ ଦେଲା ଭାରତ। ଭାରତ ଦ୍ବାରା ଧାର୍ଯ୍ୟ ୩୩୭ ରନର ବିଶାଳ ଲକ୍ଷ୍ୟକୁ ଇଂଲଣ୍ଡ ଦଳ ମାତ୍ର ୪୩.୩ ଓଭରରେ ପୂରଣ କରିଥିଲା ଓ ୪ ୱିକେଟ୍‌ ହରାଇ ବିଜୟ ହାସଲ କରିଥିଲା ଇଂଲଣ୍ଡ। ଏଥିରେ ।

ଟିକା ନେବା ପରେ କରୋନା ସଂକ୍ରମିତ ହେଲେ ପରେଶ୍ଵ ରାୱଲ

ନୂଆଦିଲ୍ଲୀ: ଟିକା ନେବା ପରେ ବି କରୋନାରେ ସଂକ୍ରମିତ ହେଉଛନ୍ତି ଲୋକ। ଏହି କ୍ରମରେ ବଲିଉଡ୍‌ ଅଭିନେତା ପରେଶ ରାୱଲ ଟିକା ନେବା ସତ୍ବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନିକଟରେ ଅମିର ଖାନ ଏବଂ କାର୍ତ୍ତିକ ଆର୍ଯ୍ୟନ ଏହି ମହାମାରୀ ଭୂତାଣୁରେ ସଂକ୍ରମିତ ହୋଇଥିବା ଖବର ସମ୍ନାକୁ ଆସିଥିଲା।

ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ଟି ବିିବାଦୀୟ କୃଷି ଆଇନ୍କୁ ବିରୁଦ୍ଧରେ ‘ ସଂଯୁକ୍ତ କିଷାନ ମୋର୍ଚ୍ଚା’ର ୧୨ ଘଂଟିଆ ଭାରତ ବନ୍ଦ ଆଜି ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଚି । କୌଣସି ଠାରେ ଅପ୍ରିତିକର ପରିସ୍ଥିତି ଘଟିଥିବା ରିପୋର୍ଟ ମିଳିନାହିଁ । ତେବେ ଉତରଭାରତରେ ୧୨ ଘଂଟିଆ ଭାରତ ବନ୍ଦ

ରୁଦ୍ର ମହାରଥୀ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର :ପିପିଲି ବିଧାନସଭା ଆସନ ଉପନିର୍ବାଚନ ପାଇଁ ପରଲୋକଗତ ବିଧାୟକ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ବିଜେଡି ପ୍ରାର୍ଥୀ ହେବେ । ଆଜି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପି୍ରମୋ ଶ୍ରୀ ନବୀନ ପଟ୍ଟନାୟକ ପିପିଲି ପାଇଁ ଶ୍ରୀ ମହାରଥୀଙ୍କ ନାମ ଘୋଷଣା କରିଛନ୍ତି ।

ମୋ ସ୍କୁଲ୍ ଅଭିଯାନରେ ସାମିଲ୍ ହେବ ଯୁକ୍ତ-୨ କଲେଜ୍

ଭୁବନେଶ୍ୱର: ‘ମୋ ସ୍କୁଲ୍ ଅଭିଯାନ’ର ୨୩ତମ କାର୍ଯ୍ୟକାରୀ ପରିଷଦ ବୈଠକ ଇ୍ଳଲ୍ୱ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶାର ୨୮ଟି ଜିଲ୍ଲାର ମୋଟ ୧୭୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

ଆଗାମୀ ପର୍ବପର୍ବାଣୀ ପାଇଁ ନିୟମ କଡ଼ାକଡ଼ି, ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ନେଇ ସରକାର ଚିନ୍ତାରେ। ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଆଗକୁ ଥିବା ବିଭିନ୍ନ ପର୍ବପର୍ବାଣୀକୁ ନେଇ କଟକଣା ଜାରି କରିଛନ୍ତି। ପର୍ବପର୍ବାଣୀରେ ଯେପରି ଅଧିକ ଜନସମାଗମ ନ ହୁଏ ସେଥିପ୍ରତି ଦୃଷ୍ଟି

ଆଜି ଭାରତ ବନ୍ଦ

ଭୁବନେଶ୍ୱର : କେନ୍ଦ୍ରର ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି (ଶୁକ୍ରବାର) କୃଷକ ସଂଗଠନର ଭାରତ ବନ୍ଦ ଡାକରା ଦେଇଛି। ସକାଳ ୬ରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ। କୃଷକ ସଂଗଠନ ବନ୍ଦ ଡାକରାକୁ କଂଗ୍ରେସ ଓ ବାମଦଳ ସମେତ ୮ଟି

ବ୍ୟାଙ୍କରେ ଅଗ୍ନିକାଣ୍ଡ

କଟକ : କଟକ ଜିଲା ମହାନଦୀ ବିହାରସ୍ଥିତ ଓଡିଶା ଗ୍ରାମ୍ୟବ୍ୟାଙ୍କରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଛି। ବ୍ୟାଙ୍କରେ ଅଗ୍ନିକାଣ୍ଡ ଫଳରେ ଜରୁରୀ କାଗଜପତ୍ର, ଏସି, କମ୍ପ୍ୟୁଟର ଆଦି ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ

ରାଜ୍ୟରେ ୨୩୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ୨୩ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୨୩୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୧୩୯ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୯୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ