ଜାଭିଅରରେ ୪୫ ଛାତ୍ରଛାତ୍ରୀ ଆକ୍ରାନ୍ତ

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଆଜି ରାଜ୍ୟରେ ଉପର ମୁହାଁ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଥିବା ମ୍ୟାନେଜ୍ମେଂଟ ଶିକ୍ଷାନୁଷ୍ଠାନ ଜାଭିଅର୍ ବିଶ୍ୱବିଦ୍ୟାଳରେ ୪୫ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ କରୋନା ଆକ୍ରାନ୍ତ ହୋଇଛନ୍ତି । ଏସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର

ବରିଷ୍ଠ ସାମ୍ବାଦିକ ତଥା ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ଼

ଅଭିଯୁକ୍ତ ମାନଙ୍କୁ ଧରିବାରେ ପୋଲିସ ବିଫଳ ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ବରିଷ୍ଠ ସାମ୍ବାଦିକ ତଥା ଯୁବ ବ୍ୟବସାୟୀ ଟି ସଞ୍ଜୀବ ସୁବୁଦ୍ଧିଙ୍କ ଉପରକୁ ଗତ ଶୁକ୍ରବାର ୧୨ ତାରିଖ ରାତ୍ରି ପ୍ରାୟ ୯ଟା ୩୦ ମିନିଟ ରେ ସ୍ଥାନୀୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ତିନିଜଣ

ମଦ ପିଇବାକୁ ଟଙ୍କା ନଦେବାରୁ ହଣାଖାଇଲେ ପତ୍ନୀ ଓ ବାପା

ଭଞ୍ଜନଗର: ମଦ ପିଇବାକୁ ଟଙ୍କା ମାଗି ଏଥିରେ ବିଫଳ ହେବାରୁ ରାଗରେ ଏକ ଧାରୁଆ ଅସ୍ତ୍ରରେ ନିଜ ପତ୍ନୀ ଓ ବାପାଙ୍କୁ ହାଣିବା ଭଳି ଏକ ଅଭାବନୀୟ ଘଟଣା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଶିଶୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି । ମିଳିଥିବା ସୁଚନା ପ୍ରକାରେ ଶିଶୁଣ୍ଡା ଗ୍ରାମର ଗୋପୀନାଥ

ରାତି ଅଧରେ ବାଲି ଚୋରା ଚାଲାଣ

ନିମାପଡା: ନିମାପଡା ବ୍ଲକ ଅଂଚଳରେ ବ୍ୟାପକ ମାତ୍ରାରେ ବାଲିମାଟି ଚୋରାଚାଲାଣ ହେଉଛି । ଏଥିପ୍ରତି ତହସିଲଦାର କିମ୍ବା କୌଣସି ରାଜସ୍ୱ ନିରୀକ୍ଷକ ଦୃଷ୍ଟି ନଦେବାରୁ ସରକାରଙ୍କର କୋଟି କୋଟି ଟଙ୍କାର ଲଘୁ ଖଣିଜ ଦ୍ରବ୍ୟ ଲୁଣ୍ଠନ ହେଉଛି । କେଉଁ କାରଣରୁ ରାଜସ୍ୱ ବିଭାଗ ଏହି ଘଟଣା ଉପରେ ରୋକ

ଶାମଳ ଜଙ୍ଗଲରେ ଲାଗିଛି ନିଆଁ

ଭୁବନ: ଭୁବନ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ସ୍ଥ ଶାମଳ ଜଙ୍ଗଲରେ ଆଜି ମଧ୍ୟାହ୍ନରେ କୌଣସି ଦୁର୍ବୃତ ନିଆଁ ଲଗାଇଦେଇ ଥିବାରୁ ଶହଶହ ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି । ଏ ସଂପର୍କରେ ଖବର ପାଇ ଭୁବନ ଫରେଷ୍ଟ ରେଞ୍ଜ ଅଫିସର ଅନୀତା ସେଠୀ ଙ୍କ ତତ୍ୱାବଧାନରେ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ଜଣେ ଆହତ

ଗୁଣପୁର: ଗୁଣୁପୁର ବାଇପାସ ରାସ୍ତା ପାର୍ଶ୍ଵରେ ଥିବା ଏକ ଗାଡି ସର୍ଭିସିଂ ସେଣ୍ଟରେ କାମ କରୁଥିବା ବେଳେ ୧୧କେଭି ବିଦ୍ୟୁତ ସପ୍ଲାଇ ତାର ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ପ୍ରାପ୍ତ ଖବରରୁ ଜଣାପଡିଛି ଯେ, ପ୍ରଧାନୀଗୁଡା ଗ୍ରାମର କୋଲକା ରାଜୁ (୨୫)

ରାଉରକେଲାର ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଭଙ୍ଗାରୁଜା

ରାଉରକେଲା: ଉଦ୍‌ଘାଟନର ଦିନକ ପରେ ହସ୍ପିଟାଲରେ ଭଙ୍ଗାରୁଜା କରିଛନ୍ତି ଲୋକେ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଉରକେଲାସ୍ଥିତ ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲରେ। ହସ୍ପିଟାଲରେ କର୍ମଚାରୀ ଏବଂ ଡାକ୍ତର ନ ଥିବାରୁ କିଛି ସଂଗଠନ ଏବଂ ସ୍ଥାନୀୟ ଲୋକେ ଏହି ଭଙ୍ଗାରୁଜା

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ରାୱତ ଟ୍ବିଟ୍‌ କରି କହିଛନ୍ତି ଯେ, ତାଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। ସେ ସୁସ୍ଥ

ରାଜ୍ୟରେ ୧୪୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୪୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୮୭ ଜଣ କ୍ୱାରେଣ୍ଟାଇନରୁ ଏବଂ ୫୯ ସ୍ଥାନୀୟ ସଂକ୍ରମଣ ମାମଲା ରହିଛି। ୧୪୬ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ

ଯାତ୍ରା ଟିକେଟକୁ କେନ୍ଦ୍ର କରି ଗଣ୍ଡଗୋଳ, ଜାଳିଦେଲେ କମିଟି ସଦସ୍ୟଙ୍କ ଅଟୋ

ବାଲେଶ୍ବର: ବାଲେଶ୍ବର ଜିଲା ଖଇରା ଥାନା ଅନ୍ତର୍ଗତ ଗଣ୍ଡିବେଡ଼ ବଜାରରେ ଯାତ୍ରା ଟିକେଟକୁ ନେଇ ଗଣ୍ଡଗୋଳ। କମିଟି ସଦସ୍ୟଙ୍କ ଅଟୋ ଜାଳିଦେଳେ ନିଶାସକ୍ତ ଯୁବକ। ସୂଚନା ଅନୁସାରେ, ଗଣ୍ଡିବେଡ଼ ବଜାର ନିକଟରେ ରଙ୍ଗମହଲ ଯାତ୍ରା ପାର୍ଟି କାଲି ପ୍ରଥମ ରାତି ଯାତ୍ରା ପରିବେଷଣ କରୁଥିଲା।