ଘରୋଇ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନକୁ ସିଲ୍ କଲା ବିଏମସି
ଭୁବନେଶ୍ଵର: ରାଜଧାନୀର ଏକ ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନକୁ ଭୁବନେଶ୍ଵର ମହାନଗର ନିଗମ (ବିଏମସି) ସୋମବାର ସିଲ୍ କରିଦେଇଛି। ଏହି ଅନୁଷ୍ଠାନରୁ ୨୩ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।
ଏହି ଶିକ୍ଷାନୁଷ୍ଠାନ ଭିତରକୁ କେହି ପ୍ରବେଶ!-->!-->!-->…