ସମୁଦ୍ରରେ ଭାସିଯିବା ବେଳେ ୫ ପର୍ଯ୍ୟଟକ ଉଦ୍ଧାର
ପୁରୀ: ପୁରୀ ବେଳାଭୂମିରେ ରବିବାର ସମୁଦ୍ରସ୍ନାନ ସମୟରେ ୫ ପର୍ଯ୍ୟଟକ ଭାସିଯିବା ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଏହି ପର୍ଯ୍ୟଟକମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜିଲା ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି।
ରବିବାର ପୂର୍ବାହ୍ନରେ!-->!-->!-->…