ସିଆରପିଏଫ୍’ର ଆତଙ୍କବାଦୀ ନିରୋଧୀ ୟୁନିଟରେ ମହିଳା କମାଣ୍ଡୋ
ନୂଆଦିଲ୍ଲୀ: ଆତଙ୍କବାଦ-ନିରୋଧୀ ଅଭିଯାନ ନିମନ୍ତେ ଜାମ୍ମୁ ଓ କାଶ୍ମୀରରେ କାର୍ଯ୍ୟରତ ‘ସେଂଟ୍ରାଲ୍ ରିଜର୍ଭ ପୋଲିସ ଫୋର୍ସ’ର (ସିଆରପିଏଫ) ସବୁଠୁ ଶକ୍ତିଶାଳୀ ଆତଙ୍କବାଦୀ -ନିରୋଧୀ ୟୁନିଟ୍ ଭେରିି କୁଇକ୍ ଆକ୍ସନ୍ ଟିମ୍’ରେ (ଭେଲି କ୍ୱାଟ୍) ମହିଳା କମାଣ୍ଡୋମାନେ ଯୋଗ ଦେବେ । ତାଲିମ!-->…