ଏଣିକି ୨୪ଘଣ୍ଟା ଟିକାକରଣ

ନୂଆଦିଲ୍ଲୀ: ଏଣିକି ସରକାରୀ ଓ ଘରୋଇ ହସ୍ପିଟାଲଗୁଡିକରେ ଦିନ ଓ ରାତି ୨୪ଘଣ୍ଟା କରୋନା ଟିକାକରଣ ପ୍ରକ୍ରିୟା ଚାଲିବ। ହିତାଧିକାରୀମାନେ ନିଜ ସୁବିଧା ଅନୁଯାୟୀ ହସ୍ପିଟାଲକୁ ଆସି ଟିକା ନେଇପାରିବେ। ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ବୁଧବାର ଟୁଇଟ୍‌ କରି

କୁଆଖାଇ ପୁରୁଣା ସେତୁରେ ଗାଡି ଚଳାଚଳ ବନ୍ଦ

ଭୁବନେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥର ଭୁବନେଶ୍ୱର ଉପକଣ୍ଠରେ ଥିବା କୁଆଖାଇ ପୁରୁଣା ସେତୁରେ ଗାଡି ଚଳାଚଳ ଗୁରୁବାର ଠାରୁ ବନ୍ଦ। ଏନେଇ ୨ ତାରିଖ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ କୁହାଯାଇଥିଲେ ମଧ୍ୟ ତାହା ଆଜି ଠାରୁ କାର୍ଯ୍ୟକାରୀ ହୋଇଛି। ସେତୁ ଦୁର୍ବଳ ଥିବା ନେଇ ଜାତୀୟ ରାଜପଥ

ଝାଡଖଣ୍ଡର ପଶ୍ଚିମ ସିଂହଭୂମର ଜଙ୍ଗଲରେ ଆଇଇଡି ବିସ୍ଫୋରଣ ; ୨ ଯବାନ ଶହୀଦ , ୩ ଆହତ

ଝାଡଖଣ୍ଡ : ଝାଡଖଣ୍ଡର ପଶ୍ଚିମ ସିଂହଭୂମର ହୋୟାତୁ ଗାଁର ଜଙ୍ଗଲରେ ଗୁରୁବାର ଆଇଇଡି ବିସ୍ଫୋରଣ ଘଟିଥିବା ନେଇ ଖବର ମିଳିଛି। ଏଥିରେ ୨ ଯବାନ ଶହୀଦ ହୋଇଥିବା ବେଳେ ୩ ଯବାନ ଆହତ ହୋଇଛନ୍ତି। ବିସ୍ଫୋରଣ ସକାଳ ୮ଟା୪୫ରେ ଘଟିଛି। ଶହୀଦ ୨ ଯବାନ ଝାଡଖଣ୍ଡ ରାଜ୍ୟ ପୁଲିସର ବୋଲି ଜଣାପଡିଛି। ଏହାସହ ୩

ବୁର୍ଲା ବଡ଼ ଡାକ୍ତରଖାନାରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ

ବୁର୍ଲା: ସମ୍ବଲପୁରରେ ପୁଣି ଚାଞ୍ଚଲ୍ୟ। ବୁର୍ଲା ବଡ଼ଡାକ୍ତରଖାନା ମଧ୍ୟରେ ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରେ ସମ୍ପୃକ୍ତ ଯୁବକକୁ ଅଟକ ରଖି ପଚରା ଉଚୁରା ଜାରି ରଖିଥିବା ଜଣାପଡିଛି। ବୁର୍ଲା ଡାକ୍ତରଖାନା ଭଳି ସ୍ଥାନରେ ଜଣେ ନାବାଳିକାଙ୍କୁ ବଳାତ୍କାର

ହରିୟାଣାରେ ଦୁଇ ଛାତ୍ରଙ୍କୁ ଗୁଳି କରି ହତ୍ୟା

ହରିୟାଣାରେ ସ୍ପଷ୍ଟ ଦିବାଲୋକରେ ଦୁଇ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୋନୀପତ୍‌ର ମୋହାନା ଅଞ୍ଚଳରେ ୮ନମ୍ବର ଡ୍ରେନ ନିକଟରେ ଗୁରୁବାର ସକାଳେ ଏହି ହତ୍ୟାକାଣ୍ଡ ଘଟିଛି। ଆକ୍ରମଣରେ ଜଣେ ଛାତ୍ର ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ହସ୍ପିଟାଲରେ ଆଖି ବୁଜିଛନ୍ତି। ପୁଲିସ

ରାଜ୍ୟରେ ୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତକାଲି ଜଣାପଡିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ଆଜି ଏଥିରେ ହ୍ରାସ ହୋଇଛି। ୨୪ ଘଣ୍ଟାରେ ଆଉ ୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୯, ସ୍ଥାନୀୟ ୩୨। ମୋଟ ପଜିଟିଭ ସଂଖ୍ୟା ୩,୩୭,୫୨୯କୁ ବୃଦ୍ଧି ପାଇଛି। ୩,୩୪,୭୬୭ ସୁସ୍ଥ ହୋଇ ଘରକୁ

ଘାଟିରେ ଓଲଟିଲା ବସ: ୩୦ ଆହତ , ୪ ଗୁରୁତର

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲା ଅନ୍ତର୍ଗତ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଗୋଡଭଙ୍ଗା ଘାଟିରେ ଗୁରୁବାର ସକାଳ ୯ଟା ୩୦ରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ଆହତ ହେବା ସହ ୪ ଗୁରୁତର ହୋଇଛନ୍ତି। ଖବର ପାଇ ଉଦ୍ଧାରକାରୀ ଦଳ ଗୁରୁତର ଆହତଙ୍କୁ

ଦେଶରେ ୧୭ ହଜାର ଟପିଲା ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ବୃଦ୍ଧି ସହ ୧୭ ହଜାର ଟପିଛି। ଏହାସହ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଇଛି। ଦିନକରେ ଆଉ ୧୭,୪୦୭ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୧,୫୬,୯୨୩ରେ ପହଞ୍ଚିଛି। ଚିକିତ୍ସାଧୀନ ଅବସ୍ଥାରେ ୮୯ ଆକ୍ରାନ୍ତଙ୍କ ମୃତ୍ୟୁ

ଜଳୁଛି ଶିମିଳିପାଳ : ରିପୋର୍ଟ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର : ଶିମିଳିପାଳ ଅଭୟାରଣ୍ୟ ଗତ ୧୦ ଦିନ ଧରି ଜଳୁଛି । ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି । ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରୀରହିଥିବା ସତ୍ୱେ ଥମିବାର ନାଁ ଧରୁନାହିଁ । ଅନ୍ୟପକ୍ଷରେ ରାଜ୍ୟ ସରକାର ମୁଖ୍ୟ ବନ ସଂରକ୍ଷକଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି । ରାଜ୍ୟ ଜଙ୍ଗଲ

ଟିକା ନେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଦେଶରେ କରୋନା ମୁକାବିଲା ପାଇଁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ମି ରିସର୍ଚ୍ଚ ଏବଂ ରିଫରଲ ହସ୍ପିଟାଲକୁ ଆସି କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି । ରାଷ୍ଟ୍ରପତି ଟିକା ନେବାପରେ କହିଛନ୍ତି, ଭାରତରେ ସବୁଠୁ ବଡ଼ ଟିକାକରଣ ଚାଲିଛି । ଏହା ଗର୍ବର ବିଷୟ । ଦୁଇଟି ଯାକ