ଥାନା ଭିତରେ ଯୁବ ଠିକାଦାରଙ୍କ ଆତ୍ମାହୁତି ଉଦ୍ୟମ
ବିନିକା: ସୁବର୍ଣ୍ଣପୁର ଜିଲା ବିନିକା ଥାନା ଭିତରେ ଯୁବ ଠିକାଦାରଙ୍କ ଆତ୍ମାହୁତି ଉଦ୍ୟମ। ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ। ରାସ୍ତା କାମରେ ବକେୟା ୮୭ହଜାର ଟଙ୍କା ନ ମିଳିବାରୁ ପଦକ୍ଷେପ। ଉପସ୍ଥିତ ପୁଲିସଙ୍କ ଦ୍ବାରା ଠିକାଦାର କାବୁ, ଥାନାରେ ଅଟକ। ଧମକ ଦେବା ଅଭିଯୋଗରେ ଥାନାକୁ!-->…