ବଦଳିବ ସୁନ୍ଦରଗଡ଼ର ଷ୍ଟାଡିୟମର ରୂପ
ରାଉରକେଲା : ଷ୍ଟିଲ୍ ସିଟି ରାଉରକେଲାରେ ନିର୍ମାଣ ହେବ ଭାରତର ସର୍ବବୃହତ ହକି ଷ୍ଟାଡିୟମ୍। ଯାହାର ନାଁ ରଖାଯାଇଛି ବିର୍ସାମୁଣ୍ଡା ହକି ଷ୍ଟାଡିୟମ। ବିପିୟୁଟି ପରିସରରେ ହେବାକୁ ଥିବା ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଦୁଇ ବର୍ଷ ଭିତରେ ସରିବ। ଯେଉଁଥିରେ ୨୦,୦୦୦ ଦର୍ଶକ ବସିବାର!-->…