ରେଲୱେ ଟ୍ରାକ୍ରୁ ମିଳିଲା ପୂର୍ବତନ ମନ୍ତ୍ରୀଙ୍କ ପୁତୁରାଙ୍କ ମୃତଦେହ
ଲକ୍ଷ୍ନୌ: ରେଲୱେ ଟ୍ରାକ୍ରୁ ମିଳିଲା ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କ ପୁତୁରାଙ୍କ ମୃତଦେହ। ଶୁକ୍ରବାର ସକାଳୁ ତାଙ୍କ ମୃତଦେହକୁ ପୁଲିସ ଜବତ କରିଛି। ମୃତକ ହେଲେ ଜଗଦିଶ ପ୍ରଜାପତିଙ୍କ ପୁଅ ଶୁଭମ ପ୍ରଜାପତି। ତାଙ୍କ ବୟସ ୨୨ ବର୍ଷ। ଜିଆର୍ପି ପୁଲିସ!-->…