୬୨୦ଲକ୍ଷ ଟନ୍ ଖରିଫ ଧାନ ସଂଗ୍ରହ
ନୁଆଦିଲ୍ଲୀ : ଚଳିତ ଖରିଫ ଋତୁରେ ସରକାର ୬୨୦ଲକ୍ଷ ଟନ୍ ଧାନ ସଂଗ୍ରହ କରିଛନ୍ତି। କୃଷି ମନ୍ତ୍ରଣାଳୟ କହିଛି ଗତବର୍ଷର ଏହି ସମୟ ତୁଳନାରେ ଏହା ଶତକଡ଼ା ୧୭.୬% ଅଧିକ। ଗତବର୍ଷ ଏହି ସମୟ ମଧ୍ୟରେ ୫୨୭ଲକ୍ଷ ଟନ୍ ଧାନ ସଂଗ୍ରହ କରାଯାଇଥିଲା। ମୋଟ୍ ସଂଗୃହୀତ ଧାନ ମଧ୍ୟରୁ କେବଳ ପଞ୍ଜାବରୁ ୨୦୨!-->…