ମୁମ୍ବଇର ସିଲିଣ୍ଡର ଗୋଦାମରେ ବିସ୍ଫୋରଣ ; ୪ ଆହତ

ମୁମ୍ବଇ : ମୁମ୍ବଇର ଅନେ୍ଧରୀ ଅଞ୍ଚଳରେ ୟାରୀ ରୋଡ ନିକଟସ୍ଥ ଏକ ସିଲିଣ୍ଡର ଗୋଦାମରେ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ହୋଇ ଥିବା ନେଇ ବୁଧବାର ଖବର ମିଳିଛି। ଏହି ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ

ଡମ୍ବରଗାଡ ପର୍ଯ୍ୟଟନ ସ୍ଥଳି ପାଇଁ ପ୍ରଶାସନର ଉଦ୍ୟମ

ବୌଦ୍ଧ: ବୌଦ୍ଧଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳି ରହିଥିବା ବେଳେ ସେହିସବୁ ସ୍ଥାନ ଗୁଡିକର ବିକାଶ ଓ ଏହି ସବୁ ସ୍ଥାନମାନଙ୍କରେ ପର୍ଯ୍ୟଟକମାନଙ୍କର ସୁବିଧା ସୁଯୋଗର ଆବଶ୍ୟକତା ରହିଛି । ଏହି ସବୁ ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ ପାଇଁ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ

ଗୁଲାମ ନବୀଙ୍କ ପାଇଁ ରାଜ୍ୟସଭାରେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ ଆଜି ରାଜ୍ୟସଭା ସଦସ୍ୟ ପଦରୁ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୩ ଦଂଶଧି ଧରି ସେ ରାଜ୍ୟ ସଭାର ସଦସ୍ୟ ଥିବା ବେଳେ ପୂର୍ନବାର ନିର୍ବାଚିତ ହୋଇନଥିବାରୁ ଆଜି ତାଙ୍କର ବିଦାୟ କାଳିନ ସମ୍ବର୍ଦ୍ଧାରେ ଗୃହରେ ଭାବପ୍ରବଣ ହୋଇ କାନ୍ଦି

ଏଣିକି ରାଜ୍ୟରେ ବଢ଼ିବ ଦିନର ତାପମାତ୍ରା!

ଭୁବନେଶ୍ୱର: ଆସନ୍ତା ୨ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧ରୁ ୨ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିପାରେ । କିନ୍ତୁ ଏହାପରେ ରାଜ୍ୟର ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବ । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବନୁମାନ କରିଛି । ସେପଟେ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରୁ

୧୫ରେ କଂଗ୍ରେସର ୬ ଘଂଟିଆ ଓଡ଼ିଶା ବନ୍ଦ

ସକାଳ ୭ରୁ ଗୋଟାଏ ଯାଏ ଭୁବନେଶ୍ୱର: ଆସନ୍ତା ୧୫ ତାରିଖରେ କଂଗ୍ରେସ ପକ୍ଷରୁ ୬ ଘଂଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ପେଟ୍ରୋଲ ଓ ଡିଜେଲ ଦରରେ ଆହେତୁକ ବୃଦ୍ଧି, କୋଟିଆର ମାମଲା, ମହାନଦୀ ଜଳ ବିବାଦ ଏବଂ ମାହାଙ୍ଗରେ ରାଜ୍ୟନୈତିକ ହତ୍ୟାକାଣ୍ଡ ଆଦି ଘଟଣାର ପ୍ରତିବାଦରେ କଂଗ୍ରେସ ୧୫

ପରମାଣୁ ଅସ୍ତ୍ର ବୃଦ୍ଧି ପାଇଁ ହ୍ୟାକର୍ସଙ୍କ ସାହାରା ନେଉଛି ଉତ୍ତର କୋରିଆ

ନ୍ୟୁୟର୍କ: ଉତ୍ତର କୋରିଆ ନିଜର ପରମାଣୁ କାର୍ଯ୍ୟକ୍ରମକୁ ଜାରି ରଖିବା ଏବଂ ଶକ୍ତିଶାଳୀ ଦେଶ ତାଲିକାରେ ସାମିଲ ହେବାର ସ୍ବପ୍ନ ପୂରଣ କରିବା ଲାଗି ହ୍ୟାକର୍‌ମାନଙ୍କ ସାହାରା ନେଉଛି। ପରମାଣୁ କାର୍ଯ୍ୟକ୍ରମକୁ ଅର୍ଥ ଯୋଗାଇବା ଲାଗି ଏହି ଦେଶ ନିଜ ହ୍ୟାକର୍‌ମାନଙ୍କ ଜରିଆରେ ଗତବର୍ଷ ହଜାର

ଲିଙ୍ଗରାଜ ମନ୍ଦିରରୁ ଉଠିନି ବାଇ-ଲ

ପୁରୀ : କେବଳ ପୁରୀ ଶ୍ରୀମନ୍ଦିର ପାଇଁ ବାଇ-ଲ ପ୍ରତ୍ୟାହାର ହୋଇଛି, ହେଲେ ଲିଙ୍ଗରାଜ ମନ୍ଦିର ପାଇଁ ହୋଇନାହିଁ। ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ-NMAର ପ୍ରସ୍ତାବିତ ଅଧିନିୟମ ଚିଠା ପ୍ରତ୍ୟାହାର ସମ୍ପର୍କରେ ପ୍ରତିକ୍ରିୟା ରଖି ଆଜି ଏହା କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ

ଅଷ୍ଟ୍ରେଲିଆନ୍ ଓପନ୍‌ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଆରମ୍ଭ

ମେଲ୍‌ବୋର୍ଣ୍ଣ: ସୋମବାରଠାରୁ ଏଠାରେ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚମ୍ପିଆନ୍‌ସିପ ଅଷ୍ଟ୍ରେଲିଆନ୍ ଓପନ୍‌ ଆରମ୍ଭ ହୋଇଛି। ପ୍ରଥମଦିନ ପୁରୁଷ ସିଙ୍ଗଲ୍‌ସରେ ଟପ୍ ସିଡ୍‌ ନୋଭାକ୍ ଜୋକୋଭିକ୍, ୩ୟ ସିଡ୍‌ ଡମିନିକ୍ ଥିଏମ୍, ୬ଷ୍ଠ ସିଡ୍ ଆଲେକ୍‌ଜାଣ୍ଡର ଥିଏମ୍ ଏବଂ ମହିଳା ସିଙ୍ଗଲ୍‌ସରେ

ଦେଶରେ କରୋନା ଆରୋଗ୍ୟ ହାର ୯୭.୨୫%କୁ ବୃଦ୍ଧି

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୧୧୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୮ ଲକ୍ଷ ୪୭ ହଜାର ୩୦୪ରେ ପହଂଚିଛି। ସେହିପରି ୧୪ ହଜାର ୧୬ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୫

ପୁଅର ଭୁଲ ପାଇଁ ବାପାର ଆତ୍ମହତ୍ୟା, ସମଗ୍ର ଅଞ୍ଚଳରେ ଶୋକର ଛାୟା

ଫୁଲବାଣୀ : ପରଠାରୁ ଗାଡି ମାଗି ଆଣ ଦୁର୍ଘଟଣାର ଶୀକାର ହେଲା ପୁଅ। ଭାଙ୍ଗିରୁଜି ଗଲା ଦାମିକା ବାଇକ। ଗାଡି ମାଲିକ ମାଗିବା କ୍ଷତିପୁରଣ ଦେଇ ନ ପାରି ବାପା କିଛି ଉପାୟ ନ ପାଇ କୀଟନାଶକ ପିଇ ଆତ୍ମହତ୍ୟା କଲା। ଏଭଳି ଦୁଃଖଦ ଘଟଣା ଘଟିଛି ଗୋଚ୍ଛାପଡା ଥାନା କିଲୁପଙ୍ଗା ଗ୍ରାମରେ। ସୂଚନା