ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ସହ ୫ ଗିରଫ
ଭୁବନେଶ୍ୱର: ରାଜଧାନୀରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯ୍ୟାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାହ ସମେତ ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଖୋର୍ଦ୍ଧା ଡିଏସ୍ଏସ୍ଓ ସଂଗ୍ରାମ ଦାସଙ୍କୁ ମଧ୍ୟ କମିସନରେଟ୍ ପୋଲିସ୍ ଗିରଫ କରିଛି । ଭୁବନେଶ୍ୱର କମିସନରେଟନ ପୋଲିସ ଉମାଶଙ୍କର ଦାସ!-->…