ପତ୍ନୀକୁ ଜୀଅନ୍ତା ଜାଳିିଦେଲା ସ୍ୱାମୀ
କାମାକ୍ଷାନଗର: ମୋବାଇଲରେ କଥା ହେବାରୁ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ସ୍ୱାମୀ । ଏଭଳି ହୃଦୟ ବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅନ୍ତର୍ଗତ ଚୂନରଗଡି ଗାଁରେ ଘଟିଛି । ଗ୍ରାମର ନବକିଶୋର କବାଟ ନିଜ ସ୍ତ୍ରୀ ରିଙ୍କି ମହାକୁଡକୁ ପ୍ରଥମେ ମାଡ ମାରିଥିଲା । ଯାହା ପରେ ନିଜ!-->…