ଶୀତରେ ଥରୁଛି ଓଡିଶା ; ୧୦ ଡିଗ୍ରୀ ତଳେ ରାଜ୍ୟର ୮ ସହରର ତାପମାତ୍ରା

ଭୁବନେଶ୍ୱର : ପୁଣି ରାଜ୍ୟକୁ ଲେଉଟିଛି ଶୀତ। କିଛି ଦିନ ହେବ ରାଜ୍ୟର ଅନେକ ସ୍ଥାନରେ ଖୁବ ଥଣ୍ଡା ଅନୁଭବ ହେଉଛି। ଗୁରୁବାର ରାଜ୍ୟର ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ଫୁଲବାଣୀ ୫.୫ ଡିଗ୍ରୀ ସହ ସବୁଠାରୁ ଥଣ୍ଡା ସହର। ସେହିପରି ଦାରିଙ୍ଗବାଡି ୮, କୋରାପୁଟ ୮.୫,

କୃଷକ ହିଂସାକୁ ନେଇ ସେଲିବ୍ରିଟିଙ୍କ ଟୁଇଟ୍‌ ଝଡ଼

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନଗୁଡିକୁ ଆନ୍ତର୍ଜାତିକସ୍ତରରେ ସମର୍ଥନ ମିଳିଛି। ଆନ୍ଦୋଳନକାରୀ କୃଷକଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ଆନ୍ତର୍ଜାତିକ ପ୍ରସିଦ୍ଧି ଲାଭ କରିଥିବା ପପ୍‌ଷ୍ଟାର ରିହାନା ଓ ଜଳବାୟୁ ପରିବର୍ତ୍ତନ କର୍ମୀ ଗ୍ରେଟା

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

କ୍ରମାଗତ ସାତ ଦିନ ସ୍ଥିର ରହିବା ପରେ ଗୁରୁବାର ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଦେଶରେ ପେଟ୍ରୋଲ ମୂଲ୍ୟ ବର୍ତ୍ତମାନ ରେକର୍ଡ ସ୍ତରରେ ଥିବାବେଳେ ଦିଲ୍ଲୀ ବ୍ୟତୀତ ଦେଶର ଅନ୍ୟାନ୍ୟ ସ୍ଥାନରେ ଡିଜେଲ ମୂଲ୍ୟ ମଧ୍ୟ ରେକର୍ଡ ସ୍ତରରେ ରହିଛି। ଭାରତୀୟ ତୈଳ ନିଗମ

ଦେଶରେ କରୋନା ଆରୋଗ୍ୟ ହାର ୯୭.୧୩%କୁ ବୃଦ୍ଧି

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୮୯୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୭ ଲକ୍ଷ ୯୦ ହଜାର ୧୮୩ରେ ପହଂଚିଛି। ସେହିପରି ୧୭ ହଜାର ୮୨୪ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି

ଦେଶବ୍ୟାପୀ ୪୪ ଲକ୍ଷ ୪୯ ହଜାର ୫୫୨ ଜଣଙ୍କୁ ଟିକାକରଣ

ଦେଶବ୍ୟାପୀ ଚାଲିଥିବା କୋଭିଡ଼- ୧୯ ଟିକାକରଣ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ଟିକାକରଣ ସଂଖ୍ୟା ୪୪ ଲକ୍ଷ ୪୯ ହଜାର ୫୫୨ ରହିଛି। ୭୬ ହଜାର ୫୭୬ଟି ସେସନରେ ଏହି ଟୀକା ପ୍ରଦାନ କରାଯାଇଛି। ଆଜି ସୁଦ୍ଧା ଆଣ୍ଡାମାନ ନିକବରରେ ୨୭୨୭ ଜଣଙ୍କୁ କୋଭିଡ

ଏଣିକି ୧୮ଟି ଜିଲ୍ଳାର ରାଜପଥରେ ନଜର ରଖିବ ହାଇୱେ ପାଟ୍ରୋଲିଂ ଗାଡି

ଭୁବନେଶ୍ୱର: ହାଇୱେ ପାଟ୍ରୋଲିଂ ସେବା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେସିଂ ଜରିଆରେ ହାଇୱେ ପାଟ୍ରୋଲିଂ ସବୋର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଏହି ସେବାର ଆରମ୍ଭ କରିଛନ୍ତି । ସଡକ ଦୁର୍ଘଟଣାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ

ରାଜ୍ୟସଭାରେ ଓଡିଆରେ କହିଲେ ସାଂସଦ

ନୂଆଦିଲ୍ଲୀ: ମଙ୍ଗଳବାର ରାଜ୍ୟସଭାରେ ଶୂନ୍ୟକାଳରେ ଓଡିଆ ଭାଷାରେ ନିଜର ଅଭିଭାଷଣ ରଖିଛନ୍ତି ସାଂସଦ ଡ.ସସ୍ମିତ ପାତ୍ର । ସେ ଶୂନ୍ୟକାଳରେ ମହିଳାମାନଙ୍କ ସକାଶେ ସଂରକ୍ଷିତ ବିଲ୍ ପାସ୍ ନେଇ ଦୃଢ ଦାବୀ କରିଛନ୍ତି । ବିଜୁ ଜନତା ଦଳର ସାଂସଦ ଡ.ପାତ୍ର ନିଜର ଅଭିଭାଷଣରେ କହିଥିଲେ, ଅଧ୍ୟକ୍ଷ

ଚାଷୀଙ୍କ ସମ୍ପର୍କରେ ରାଜ୍ୟସଭାରେ ହେବ ୧୫ଘଂଟିଆ ଆଲୋଚନା

ନୂଆଦିଲ୍ଲୀ: ରାଜ୍ୟସଭାରେ କୃଷକମାନଙ୍କ ଆନେ୍ଦାଳନ ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା କରିବା ନିମନ୍ତେ ଆଜି ସରକାର ଓ ବିରୋଧୀ ଦଳ ଗୁଡିକ ସହମତି ପ୍ରକାଶ କରିଛନ୍ତି । ତେବେ ଗୃହରେ ୧୫ ଘଂଟା ଧରି ସ୍ୱତନ୍ତ୍ର ଆଲୋଚନା ହେବ ବୋଲି ଜଣାଯାଇଛି । ତେବେ କେବେ ଆଲୋଚନା ହେବ ତାହା ଗୃହର ଅଧ୍ୟକ୍ଷ

ଅଧିବେଶନ ଫଳପ୍ରଦ ହେଉ

ପାଲିଆମେଂଟର ଗୁରୁତ୍ୱପୂର୍ଣ୍ଣ ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଚଳିତ ଶତାଦ୍ଧୀର ଏହା ପ୍ରଥମ ବଜେଟ ଅଧିବେଶନ ହୋଇଥିବା ବେଳେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ହ୍ରାସ ପରେ ଏହା ପ୍ରଥମ ଅଧିବେଶନ ହୋଇଥିବାରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ । କହିବା ବାହୁଲ୍ୟ କରୋନା

ଓଡ଼ିଶାକୁ ଆସିବ ଆଉ ୧୪୬୫୯୦ଟୀକା

ଭୁବନେଶ୍ୱର: ଓଡ଼ିଶାକୁ ଆସିବ ଆଉ ୧୪୬୫୯୦ ଟି କରୋନା ଟୀକା । ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କୁ ପତ୍ର ଲେଖି ସୂଚୀତ କରାଯାଇଛି । ଏହି ୧୪୬୫୯୦ଟି ଟିକା ମଧ୍ୟରୁ ୬୩୦୯୦ଟି କୋଭିସିଲ୍ଡ ଟୀକା ଓ ୮୩୫୦୦ଟି କୋଭାrିନ ଟୀକା ରହିଛି । ଆସିବାକୁ ଥିବା