ଦରବୃଦ୍ଧି ଓ ବେକାରି ସମାଧାନରେ ବଜେଟରେ କୌଣସି ବ୍ୟବସ୍ଥା ନାହିଁ : ସି.ପ.ଏମ୍

ଭୁବନେଶ୍ୱର: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ଯେଉଁ ବଜେଟ ଉପସ୍ଥାପନ କରିଛନ୍ତି, ସେଥିରେ ଜନଗଣ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକ ପ୍ରତି ଦୃଷ୍ଟି ଦିଆଯାଇନାହିଁ । ଦରବୃଦ୍ଧି ଓ ବେକାରୀ ଭଳି ଉକ୍ରଟ ସମସ୍ୟାର ସମାଧାନ ପ୍ରତି ଆଦୌ ଧ୍ୟାନ ଦିଆଯାଇନାହିଁ । କେନ୍ଦ୍ର ସରକାର ସୁନା

ନୂତନ ନଳକୂପ ଖନନ ପାଇଁ ଦାବି

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ଭଅଁରା ପଂଚାୟତର ଭଅଁରା ଗ୍ରାମର ମା’ ଥାନପତିଙ୍କର ନିକଟରେ ଥିବା ନଳକୂପଟି ଦୀର୍ଘ ୬ ମାସରୁ ଉଦ୍ଧ୍ୱର୍ ହେବ ଖରାପ ହୋଇପଡିଛି । ଖରାପ ହେବା ପରେ ବିଭାଗ ପକ୍ଷରୁ ମରାମତି କରାଯାଇଥିଲେ ମଧ୍ୟ ନଳକୂପଟି କାର୍ଯ୍ୟକ୍ଷମ ନହେବାରୁ ଧିରେ ଧିରେ ଏହା ସଂପୂର୍ଣ୍ଣ

୮ ଥାକିଆ ହେବ ପାରାଦୀପ-ବଡ଼ବିଲ ରାସ୍ତା

ଭୁବନେଶ୍ୱର: ପାରାଦୀପ-ବଡ଼ବିଲ ୩୦୦ କିମି ବିଶିଷ୍ଟ ରାସ୍ତା ୮ ଥାକିଆ ହେବ । ଏହି ରାସ୍ତା ପାରାଦୀପ ଠାରୁ ଆରମ୍ଭ ହୋଇ ଚଣ୍ଡିଖୋଲ, ଡ଼ୁବୁରି, କେନ୍ଦୁଝର, ରିମୁଳି ଓ ବଡରସାହି ଦେଇ ବଡବିଲରେ ଶେଷ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲୋକାୟୁକ୍ତରେ ମାମଲା ; ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ହାଇକୋର୍ଟରେ ଖାରଜ

କଟକ :  ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଲୋକାୟୁକ୍ତରେ ଥିବା ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ମାମଲାର ଆବେଦନକାରୀ ଖୋଦ୍ ଭିଜିଲାନ୍ସ ହୋଇଥିବାରୁ ଏହାକୁ ଚ୍ୟାଲେଞ୍ଜ୍ କରି ପ୍ରଦୀପ ପାଣିଗ୍ରାହୀ ହାଇକୋର୍ଟ ଯାଇଥିଲେ।

୨୧ ବର୍ଷ ହେବ ଝିଅଙ୍କ ବିବାହ ବୟସ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ସବୁ ଧର୍ମର ଯୁବକ ଓ ଯୁବତୀଙ୍କ ବିବାହର ସର୍ବନିମ୍ନ ବୟସ ସୀମା ୨୧ କରାଯାଉ । ଏ ଭଳି ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି । କେନ୍ଦ୍ର ସରକାର ଏହା ଉପରେ ଜବାର ରଖିବା ପରେ ଆସନ୍ତା

ଲବ-କୁଶ ଅସୁସ୍ଥ

ଭୁବନେଶ୍ୱର: ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଛୁଆ ବାଘ ଲବ-କୁଶ ଅସୁସ୍ଥ । କାମ ଦେଉନି ସ୍ଥାନୀୟ ଡାକ୍ତରଙ୍କ ଚିକିତ୍ସା । ଫଳରେ ଏବେ ବାହାର ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ନନ୍ଦନକାନନ କର୍ତୃପକ୍ଷ । ବାଘ ଛୁଆଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଚିଡିଆଖାନା ଓ ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ

ମିଆଁମାର ସାମରିକ ବିଦ୍ରୋହ: ସେନାମୁଖ୍ୟ ଏବେ ଶାସନ ମୁଖ୍ୟ

ୱାସିଂଟ: ମିଆଁମାର ସେନା ଦେଶରେ ସାମରିକ ବିଦ୍ରାହ କରି ଶାସନ କ୍ଷମତାକୁ ନିଜ ଦଖଲକୁ ନେବା ଘଟଣା ହିଁ ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପାଇଁ ନୂତନ ଅନ୍ତର୍ଭାତୀୟ ଆହ୍ୱାନ ଭାବେ ଉଭା ହୋଇଛି । ବାଇଡେନ୍ ପ୍ରଶାସନ ଇସାରା କରିଥିବା ବେଳେ ମିଆଁମାର ସେନା ତାହାକୁ ପ୍ରତ୍ୟାଖ୍ୟାନ

ସୋସିଆଲ ମିଡିଆରେ ଯୁଦ୍ଧ କରିବ ବିଜେଡି

୨୦୧୪ ସାଧାରଣ ନିର୍ବାଚନରେ ବିଜେପି “ଜନତା ମାଫ ନହିଁ କରେଗି” ସ୍ଲୋଗାନ ବ୍ୟବହାର କରି କଂଗ୍ରେସ ଶାସନ ସମୟର ବିଭିନ୍ନ ଦୁର୍ନୀତି, ପ୍ରଶାସନିକ ସ୍ଥାଣୁତା, ଅପରାଧ ଏବଂ ଘୋଟାଲା ଭଳି ପ୍ରସଙ୍ଗ ସବୁକୁ ତାଲିକାଭୁକ୍ତ କରି ଟିଭି ଏବଂ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର

୨ଏସବିଆଇ ଏଟିଏମରୁ ୪୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‍

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଦୁଇଟି ଏସବିଆଇ ଏଟିଏମରୁ ୪୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍‍ ହୋଇଛି। ପତ୍ରପୁରରେ ଥିବା ଏଟିଏମ୍‍ ରୁ ୧୯ ଲକ୍ଷ ୬୮ ହଜାର ୫୦୦ ଟଙ୍କା ଏବଂ ନିଆଳ ହାଟ ଏଟିଏମରୁ ୨୩ ଲକ୍ଷ ୧୪ ହଜାର ଟଙ୍କା ଲୁଟ୍‍ ହୋଇଛି। ଏହିପରି ମୋଟ୍‍ ୪୨ ଲକ୍ଷ ୮୨

ଯୁକ୍ତ ୩ ପରୀକ୍ଷା ଫର୍ମ ପୂରଣ ଦେୟ ଛାଡ଼ ଦାବିରେ ଛାତ୍ରୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

କଟକ :  ଯୁକ୍ତ ୩ ପରୀକ୍ଷା ଫର୍ମ ପୂରଣ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାଜ୍ୟ ସରକାର ଯୁକ୍ତ ୩ ପରୀକ୍ଷା ଫର୍ମ ପୂରଣ ପାଇଁ ଦେୟ ଛାଡ଼ କରିଛନ୍ତି। ଉତ୍କଳ ବିଶ୍ବ ବିଦ୍ୟାଳୟ ପକ୍ଷରୁ ମଧ୍ୟ ଯୁକ୍ତ ୩ ପରୀକ୍ଷା ଫର୍ମ ପୂରଣ ପାଇଁ ଦେୟ ଛାଡ଼ କରି