ସୁନା ଦୋକାନ ଓ ମନ୍ଦିରରୁ ଲୁଟ୍
ବ୍ରହ୍ମପୁର/କେନ୍ଦ୍ରାପଡ଼ା : ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ସୁନା ଦୋକାନ ଓ ମନ୍ଦିରରୁ ଚୋରି ହୋଇଛି। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ର ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ପେଣ୍ଠରେ ଏକ ସୁନା ଦୋକାନରୁ ଚୋରି ହୋଇଛି। ଦୋକାନର କବାଟ ତାଡ଼ି ଦୁର୍ବୃତ୍ତମାନେ ସୁନାଗହଣା ଲୁଟି ନେଇଛନ୍ତି। ଭୋର!-->…