‘ହୁ’କୁ ଫେରିଲା ଆମେରିକା
ୱାଶିଂଟନ୍: ଆମେରିକା ୪୬ ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରେ ରାଷ୍ଟ୍ରପତି ଜୋ ବାଇଡେନ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ରେ ନିଜ ଦେଶକୁ ପୁନର୍ବାର ଅନ୍ତଭୁକ୍ତ କରିଛନ୍ତି । ଏ ସମ୍ପର୍କରେ ବାଇଡେନ୍ ଜାତିସଂଘ ମହାସଚିବ ଏଂଟୋନିଓ ଗୁଟେରସ୍ଙ୍କୁ ପତ୍ରଲେଖି ଅବଗତ!-->…