ବିନା କୋଭିଡ୍ ରିପୋର୍ଟରେ ୨୧ରୁ ଜଗା ଦର୍ଶନ

ପୁରୀ: ପୁରୀରେ ଆସନ୍ତା ୨୧ରୁ ସ୍ୱତନ୍ତ୍ର ଏସଓପି ଆଧାରରେ ଆରମ୍ଭ ହେବ ଜଗା ଦର୍ଶନ । ଦର୍ଶନ ପାଇଁ କୋଭିଡ୍ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ ନୁହେଁ । ଦୈନିକ ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥାହୋଇଛି । ଏହାଠାରୁ ଅଧିକ ଭକ୍ତ ଆସିଲେ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ।

ଉମରକୋଟ ବିଜୁ ସେତୁ ଭୁଶୁଡିବା ଘଟଣା ସହକାରୀ ନିର୍ବାହୀ ଯନ୍ତ୍ରୀ ସହ ୩ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ତାଲାପଦର ବିଜୁ ସେତୁ ଭୁଶୁଡିବା ଘଟଣାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅସିତ ପାତ୍ର ଗିରଫ ହୋଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ

ବାଟକୁ ଆସୁନି “ମୋ ସାଇକଲ’: ଜବରଦଖଲରେ ଟ୍ରାକ୍

ଭୁବନେଶ୍ୱର: ରାଜଧାନୀବାସୀ ମୋ ସାଇକଲ ଚଢ଼ିବେ । ପ୍ରଦୂଷଣ କମିବ । ବାସିନ୍ଦାଙ୍କ ମନ ଏବଂ ଶରୀର ସୁସ୍ଥ ରହିବ । ସ୍ମାର୍ଟସିିଟିରେ ଜନ ଅପେକ୍ଷା ଯାନ ସଂଖ୍ୟା ଅଧିକ ହେତୁ ସାଇକଲ ·ଳନା ସଂସ୍କୃତି ବିକାଶ ନିମନ୍ତେ ବିଏମ୍ସି ଓ ସ୍ମାର୍ଟସିଟି ପକ୍ଷରୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ

ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ପାର୍କଙ୍କୁ ୨୨ ବର୍ଷ ଜେଲ୍

ସିଓଲ: କ୍ଷମତାର ଦୁରୁପଯୋଗ ଓ ଦୁର୍ନୀତି ତଥା ଲାଂଚ ଅଭିଯୋଗରେ କ୍ଷମତାଚୁ୍ୟତ ହେବା ସହ କାରାବାସ ଭୋଗୁଥିବା ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ପାର୍କ ଗିଉନ୍ ହାଏଙ୍କୁ ଆଉ ୨୦ ବର୍ଷ କାରାଦଣ୍ଡ ଭୋଗିବାକୁ ରାୟ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି

ଜଗତସିଂହପୁରରେ ୧୦୦ସ୍ୱାସ୍ଥ୍ୟ କର୍ମୀଙ୍କ ଟିକାକରଣ ଶୁଭାରମ୍ଭ କଲେ ଜିଲ୍ଲାପାଳ

ଜଗତସିଂହପୁର: ଜଗତସିଂହପୁର ମୁଖ୍ୟଚିକିତ୍ସାଳୟଠାରେ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ଆରମ୍ଭ ହୋଇଛି । ଏହି ଟିକାକରଣ କାର୍ଯ୍ୟ ଆରମ୍ଭ ସମୟରେ ଡଃ.ଧରଣୀଧର ସେନାପତି ଠାରୁ ପ୍ରଥମ ଟିକାକରଣ ଶୁଭାରମ୍ଭ କରାଯାଇଥିଲା । ଏହାକୁ ଫିତାକାଟି ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ୧୨ଟା

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

କେଶଦୁରାପାଳ: ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡିଛି । ସୂଚନାରୁ ଜଣାଯାଏ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ କୋଡପଡା ଗ୍ରାମ ଗୌଡ଼ ଡିହାର କାହୁ ଚରଣ ପାତ୍ର (୬୦) ନାମକ ଜଣେ ବୃଦ୍ଧ ଦିନ ସମୟରେ ନିକଟ ଜଙ୍ଗଲକୁ

ଆନ୍ଧ୍ରରେ ସର୍ବାଧିକ ୧୮ ହଜାର ୪୧୨ ଜଣ ନେଲେ ଟିକା

ହାଇଦ୍ରାବାଦ: କରୋନା ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୧୮ ହଜାର ୪୧୨ ଜଣ ହିତାଧିକାରୀ ଟିକା ନେଇଛନ୍ତି । ୩୩୨ଟି ଟିକାକରଣ କେନ୍ଦ୍ରରେ ଏହି ପ୍ରତିଷେଧକ ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା

ନବୀନଙ୍କୁ ଧନ୍ୟବାଦ ଦେଲେ ନିରଞ୍ଜନ, କହିଲେ ବିନାମୂଲ୍ୟରେ ବିପିଏଲ ଓ ବରିଷ୍ଠ ନାଗରିକଙ୍କୁ ଦିଅନ୍ତୁ ଟୀକା

ରାଜ୍ୟର ୧୬୨ଟି ଟିକାକରଣ କେନ୍ଦ୍ରରେ ଗତକାଲିଠାରୁ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗ ଧାଡ଼ିର ଯୋଦ୍ଧାମାନଙ୍କୁ ଟିକାକରଣ କରାଯାଉଛି। ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ସମୟରେ ୫୦ ବର୍ଷ ବୟସରୁ ଅଧିକ ଓ ଗମ୍ଭୀର ରୋଗରେ ପୀଡିତ ୫୦ ବର୍ଷରୁ କମ

କିଡ୍‌ନୀ ରାକେଟ ମାଷ୍ଟରମାଇଣ୍ଡ୍‌ ହିମାଂଶୁ, ଲୁଟିଛି ଅଧକୋଟି

ବନେଶ୍ୱର/ଉତ୍ତର ଭୁବନେଶ୍ୱର: ରାଜଧାନୀରେ କିଡ୍‌ନୀ ରାକେଟ୍ ସକ୍ରିୟ। କିଡ଼ନୀ ଯୋଗାଇବା ଲାଗି ୫୦ ଲକ୍ଷ ଟଙ୍କା ଠକି ନେଇଥିବା ମାଷ୍ଟର ମାଇଣ୍ଡ ହିମାଂଶୁ ଭୂଷଣ ନନ୍ଦ ନାଁରେ ଶନିବାର ପୁଣି ୮ଲକ୍ଷ ୫୦ ହଜାର ଟଙ୍କା ଠକେର ଅଭିଯୋଗ ଆସିଛି। କମିଶନରେଟ ପୁଲିସର ନୂଆପଲ୍ଲୀ, ଲକ୍ଷ୍ମୀସାଗର,

ଫାଇଜର ଟିକା ନେଇ ନରୱେରେ ୨୩ ମୃତ

ଓସ୍‌ଲୋ: ଫାଇଜର ଟିକା ନେଇଥିବା ୟୁରୋପୀୟ ରାଷ୍ଟ୍ର ନରୱେର ୨୩ ବରିଷ୍ଠ ନାଗରିକଙ୍କର ଦିନକ ମଧ୍ୟରେ ମୃତ୍ୟୁ ଘଟିଛି। ଏମାନେ ପ୍ରଥମ ଦଫା ଟିକା ନେବାର କିଛି ସମୟ ମଧ୍ୟରେ ଗୁରୁତର ଅସୁସ୍ଥ ହୋଇପଡ଼ିବା ସହ ପ୍ରାଣ ହରାଇଛନ୍ତି। ପାର୍ଶ୍ବପ୍ରତିକ୍ରିୟା ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା