୮ଟି ନୂଆ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୦ଟା ୩୦ମିନିଟ୍‍ ସମୟରେ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଅହମ୍ମଦାବାଦ୍‍ ମେଟ୍ରୋ ରେଳ ପ୍ରୋଜେକ୍ଟ ଫେଜ-୨ ଏବଂ ସୁରତ୍‍ ମେଟ୍ରେ ରେଳ ପ୍ରୋଜେକ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ଦେଶର ବିଭିନ୍ନ ସ୍ଥାନରୁ ଗୁଜରାଟର କେଓ୍ଵଡ଼ିଆକୁ ସଂଯୋଗ

କାଲି ଠାରୁ ମିଳିବ ଘଟଗାଁ ମା’ତାରିଣୀ ଦର୍ଶନ ; ଏସଓପି ଜାରି

କେନ୍ଦୁଝର : କରୋନା ପାଇଁ ଦୀର୍ଘ ୯ ମାସ ରାଜ୍ୟର ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ବନ୍ଦ ରହିବା ପରେ ଧିରେ ଧିରେ ଅଧିକାଂଶ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇ ସାରିଛି। ସେହିପରି କେନ୍ଦୁଝର ଘଟଗାଁ ସ୍ଥିତ ମା’ତାରିଣୀଙ୍କ ମନ୍ଦିର ଆସନ୍ତା କାଲି ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ।

ରାଜ୍ୟରେ ନୂଆ ପଜିଟିଭ ୧୮୩

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ସୀମିତ। ୨୪ ଘଣ୍ଟାରେ ନୂଆ ପଜିଟିଭ ୧୮୩। ସଙ୍ଗରୋଧ କେନ୍ଦ୍ରରୁ ୧୦୬, ସ୍ଥାନୀୟ ୭୭। ମୋଟ ପଜିଟିଭ ସଂଖ୍ୟା ୩,୩୩,୩୧୦କୁ ବୃଦ୍ଧି ପାଇଛି। ୩,୨୯,୩୧୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୦୩୯

୭୩ତମ ସେନା ପ୍ରତିଷ୍ଠା ଦିବସରେ ବେଜିଂକୁ ସେନା ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଳୀ: ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ଚୀନ୍ କଡା ଚେତାବନୀ ଦେଇଛନ୍ତି ସେନାମୁଖ୍ୟ ଏମଏମ ନରଭଣେ । କେହି ବି ଭାରତର ଧୈର୍ଯ୍ୟର ପରୀକ୍ଷା ନନିଅନ୍ତୁ ବୋଲି ସିଧାସଳଖ କହିଛନ୍ତି ସେନାମୁଖ୍ୟ । କେବଳ ଏତିକି ନୁହେଁ ଗଲୱାନ ଘାଟୀ ଘଟଣାକୁ ମନେପକାଇ ନରଭଣେ କହିଛନ୍ତି ଯେ, ଯବାନଭ୍କ

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଝାରପଡା ଜେଲରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଥିବାର ଖବର ମିଳିଛି । ମୃତ କଏଦୀର ନାଁ ରବି ଦୁଲାଲ୍ । ସେ ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାରେ ଗିରଫ ହୋଇ ଜେଲରେ ଥିଲା । ଆଜି ସକାଳେ ରବି ପାଣି ଆଣିବାକୁ ଯାଇଥିଲେ । ଏହି ସମୟରେ ତାର ମୁଣ୍ଡ ବାଡେଇ ହୋଇଗଲା ସେ ତଳେ ପଡିଗଲା ।

କୁହୁଡି ଆଉ ୨ଦିନ

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇଦିନ ଶୀତର ପ୍ରକୋପ ଜାରି ରହିବ । ତାପମାତ୍ରା ମଧ୍ୟ ୩ରୁ ୪ ଡିଗ୍ରୀ ବଢିବ ବୋଲି ଭୁବନେଶ୍ୱରର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଝାରସୁଗୁଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନ, ଉତର ଓ ଅଭ୍ୟନ୍ତରୀଣ ଓଡିଶାରେ ବିଶେଷ ଭାବେ ଶୀତର ପ୍ରକୋପ ଜାରି

ବୋବଡେଙ୍କୁ ଶିଖ୍ ସଂଗଠନର ଧମକ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ପ୍ରସଙ୍ଗରେ କୃଷକ ମାନେ ସରକାରଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଆନ୍ତର୍ଜାତିକ ଶିଖ୍ ସଂଗଠନ ଶିଖ୍ ଫର ଜଷ୍ଟିସ୍ (ଏସ୍ ଏଫ ଜେ) ଏନେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍. ଏ ବୋବଡେଙ୍କୁ ଧମକ ଦେଇଛନ୍ତି । ଏହି ଧମକରେ ଶିଖ୍ ଫର ଜଷ୍ଟିସ୍ ପ୍ରଧାନବିିଚାରପତିଙ୍କ

କମିଶନରେଟ୍ ପୋଲିସର ରକ୍ତ ସଂଗ୍ରହ ଅଭିଯାନ

କଟକ: କୋଭିଡ-୧୯ ସଙ୍କଟ ବେଳେ କମିଶନରେଟ୍ ପୋଲିସ ରକ୍ତ ସଂଗ୍ରହ ଅଭିଯାନକୁ ଆହ୍ୱରି ବ୍ୟାପକ କରିଥିଲା । ପାଖାପାଖି ୧୦୬ ସ୍ୱେଚ୍ଛାସେବୀ ସଂଗଠନ ସହ ମିଶି ରକ୍ତଦାନ ଶିବିର ଆୟୋଜିତ କରିଥିଲା । ଯାହା ଜରିଆରେ ମୋଟ ୪ ହଜାର ୪୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇପାରିଛି । ଥାଲସେମିଆ ସମେତ୍ ଅନ୍ୟ

ଅଭାବନୀୟ: ୮୫ ବର୍ଷୀୟା ଶାଶୁଙ୍କୁ ଝାଡ଼ୁରେ ପିଟିଲା ବୋହୂ, ଭିଡିଓ ଭାଇରାଲ

ଉତ୍ତରପ୍ରଦେଶର ଆଗ୍ରା ଜିଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୮୫ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ବୋହୂ ଝାଡ଼ୁରେ ପିଟିଛନ୍ତି। ଏହି ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହିଳା ଜଣକ ଶାଶୁଙ୍କୁ ନିୟମିତ ଭାବେ ଏପରି ଅକଥନୀୟ ନିର୍ଯାତନା ଦେଉଥିବା ଜଣାପଡ଼ିଛି।

ଥାନା ଭିତରେ ବାଘ ଛୁଆ

କୋକସରା: ବାଘ ବୁଲୁଛି, ବନବିଭାଗ ପାଖରେ ଖବର ନାହିଁ । ଲୋକେ ଭୟଭୀତ । କେତେବେଳେ ଶାବକ । କେତେବେଳେ କାହାକୁ ଆକ୍ରମଣ କରୁଛନ୍ତି ତ ଆଉ କେତେବେଳେ ବସ୍ତି ଭିତରକୁ ପଶିଆସୁଛନ୍ତି । ଏପରି କି ଥାନା ଭିତରକୁ ବି ପଶିଆସୁଛନ୍ତି । ଏତେ ଘଟଣା ଘଟିଲା ପରେ ବି ବନପାଳ କିମ୍ବା ବନ ବିଭାଗର କୌଣସି